ଟେକ୍

TikTok କୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି YouTube, ଖୁବଶୀଘ୍ର ଲଞ୍ଚ ହେବ Shorts ଆପ୍

TikTokର ଲୋକପ୍ରିୟତାକୁ ଦେଖି ଏବେ YouTube ମଧ୍ୟ Shorts ଆପ୍ ଆଣିବାକୁ ଯୋଜନା କରୁଛି। ୟୁଟ୍ୟୁବର ଏହି ନୂଆ ଆପରେ ୟୁଜର ଛୋଟ ଛୋଟ ଭିଡିଓ ତିଆରି କରି ଅପଲୋଡ଼ କରିପାରିବେ।

ଟିକଟକ୍ ଆସିବା ପରେ ଏବେ ୟୁଟ୍ୟୁବ ୟୁଜର ଓ କ୍ରିଏଟିଭ ଧୀରେ ଧୀରେ ଟିକଟକକୁ ସିଫ୍ଟ ହେଉଛନ୍ତି। ଫଳରେ କିଛି ଦିନ ହେବ ଏହା କ୍ଷତିରେ ଚାଲିଛି। ଅଳ୍ପଦିନ ଭିତରେ ଅନେକ ୟୁଟ୍ୟୁବ ୟୁଜର ଟିକଟକରେ ଯୋଗ ଦେଇ ସର୍ଟ ଭିଡିଓ ତିଆରି କରି ସେୟାର କରୁଛନ୍ତି। ୟୁଟ୍ୟୁବ ନିଜ ୟୁଜର ଓ କ୍ରିଏଟିଭଙ୍କୁ ହରାଇବାକୁ ଚାହୁଁନଥିବାରୁ ଟିକଟକ୍ ଭଳି ଫିଚର ଆଣିବାକୁ ଯୋଜନା କରୁଛି।

ୟୁଟ୍ୟୁବ ସର୍ଟ ଓ ଟିକଟକ୍ ଭିତରେ ଅନେକ ଫରକ ରହିବ। ୟୁଟ୍ୟୁବ ସର୍ଟରେ ଲାଇସେନ୍ସପ୍ରାପ୍ତ ଭିଡିଓ, ଅଡିଓ ଓ ମ୍ୟୁଜିକ ରହିବ। ଫଳରେ ୟୁଜରଙ୍କୁ ଭିଡିଓ କରିବା ପାଇଁ ଲକ୍ଷ ଲକ୍ଷ ଅଲଗା ଅଲଗା କଣ୍ଟେଣ୍ଟ ମିଳିବ।

WCW 11

Recent Posts

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

11 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

23 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

30 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

42 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

47 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

48 mins ago