ମୁମ୍ବାଇ ଜୁହୁରେ ମତାଧିକାର ସାବ୍ୟସ୍ତ କରିଛନ୍ତି ଏହି ସବୁ ଅଭିନେତା ଓ ଅଭିନେତ୍ରୀ

ମୁମ୍ବାଇ: ମୁମ୍ବାଇ ଜୁହୁରେ ମତାଧିକାର ସାବ୍ୟସ୍ତ କରିଛନ୍ତି ଅଭିନେତାରୁ ରାଜନେତା ବନିଥିବା ଅନୁପମ ଖେର୍‌ । ବୁଥ ନମ୍ବର ୨୩୫-୨୪୦ରେ ଭୋଟ ଦେଇଛନ୍ତି ।

ସେହିପରି ବାନ୍ଦ୍ରା ସେଣ୍ଟ ଆନ୍ନେସ ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ବଲିଉଡ ଷ୍ଟାର ଅମୀର ଖାନ୍‌ । ପତ୍ନୀ କିରନ ରାଓ ମଧ୍ୟ ଭୋଟ ଦେଇଛନ୍ତି । ସେହିପରି ଭିଲ୍ଲେପାଲ୍ଲୀ ବୁଥ୍‌ରେ ଭାଗ୍ୟଶ୍ରୀ ନିଜର ମତାଧିକାର ସାବ୍ୟସ୍ତ୍ୟ କରିଛନ୍ତି। ତା ସହ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମଧ୍ୟ ଭୋଟ୍‌ ଦେଇଛନ୍ତି।

KNews Bureau

Share
Published by
KNews Bureau
Tags: vote

Recent Posts

ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ମୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ…

3 mins ago

ଫ୍ରିରେ ଏସି ଚଲାଇବାକୁ ଚାହୁଁଛନ୍ତି କି ? ଘର ଛାତ ଉପରେ ଲଗାନ୍ତୁ ଏହି ମେସିନ୍‌

ଆପଣ ଏହି ଗରମରେ ନିଜ ଘରେ ନିଶ୍ଚିତ ଭାବେ ଏସି ଲଗାଇଥିବେ । ଏସିର ବିଲ୍‌ ବି ଅଧିକ ଆସୁଥିବ…

5 mins ago

ରହସ୍ୟର ଗନ୍ତାଘର କୋଣାର୍କ ମନ୍ଦିର, ଜାଣନ୍ତୁ ଏହାର ଇତିହାସ

କୋଣାର୍କ ମନ୍ଦିର । ନିଜର କଳା ଚାତୁରୀରେ ସମସ୍ତଙ୍କ ମନ ଜିଣିଛି । ଦେଶ ବିଦେଶର ଲୋକଙ୍କୁ ଚକିତ ବିସ୍ମିତ…

8 mins ago

ଆସନ୍ତାକାଲି ଇଦ ଉଲ ଜୁହା ପର୍ବ, ୪୦ରୁ ଉର୍ଦ୍ଧ୍ବ ମସଜିଦରେ ସମୂହ ନମାଜ ପାଠ

କଟକ : ଆସନ୍ତାକାଲି ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉତ୍ସାହର ସହିତ ପାଳନ କରିବାକୁ ଯାଉଛନ୍ତି ଇଦ ଉଲ ଜୁହା…

10 mins ago

ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ, ଜୁଲାଇରେ ଆସିପାରେ ବଜେଟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ । ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ମୋହନ ସରକାରର…

28 mins ago

ଜଳୁଛି ହିମାଚଳର ସୋଲନ ଜଙ୍ଗଲ, ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଚେଷ୍ଟା

ଜଳୁଛି ଜଙ୍ଗଲ । ଦେଶର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଥମିବାର ନାଁ ଧରୁନାହିଁ । ଉତ୍ତରାଖଣ୍ଡ ଓ…

43 mins ago