Categories: ମନୋରଂଜନ

ମଇଦାନରେ ଦେଖିବାକୁ ମିଳିଲା ଅଭିଷେକ ଏବଂ ରଣବୀରଙ୍କ ଦୋସ୍ତାନା

ବଲିଉଡର ବହୁ ଷ୍ଟାର ଯାହାଙ୍କୁ ଫୁଟବଲ୍ ପ୍ରତି ଆଗ୍ରହ ରହିଛି। କେବଳ ଏହା ନୁହେଁ ଏହି ଷ୍ଟାର ମାନେ ପ୍ରାୟତଃ ରବିବାର ଦିନ ଗ୍ରାଉଣ୍ଡରେ ଏକାଠି ହୋଇ ମ୍ୟାଚ୍ ଖେଳିଥାନ୍ତି । ଏହି ସମୟରେ ସମସ୍ତଙ୍କ ଭିତରେ ଥିବା ବଣ୍ଡିଙ୍ଗ୍ ଦେଖିବାକୁ ମିଳିଥାଏ । ଏହି ଷ୍ଟାରସ୍ ମାନେ ଏକ ଟିମ୍ ମଧ୍ୟ ବନେଇଛନ୍ତି । ଯାହାର ନା – ଅଲ୍ ଷ୍ଟାରସ୍ ଫୁଟବଲ୍ କ୍ଳବ୍ .ବେୋଲି ରଖିଛନ୍ତି । ଯେଉଁଥିରେ ଅଭିଷେକ ବଚ୍ଚନ, ରଣବିର କପୁର,ଇଶାନ୍ ଖଟ୍ଟୁର ଏବଂ ଜିମ ସରଭଙ୍କ ସମେତ ବହୁ ଅଲଗା ସେଲିବ୍ରେଟିସ୍ ସାମିଲ ଅଛନ୍ତି ।

ମ୍ୟାଚ ସମୟରେ ଏମାନେ ପରସ୍ପର ସହି ବହୁତ ଖୁସିରେ ଥାନ୍ତି । ନିକଟରେ ଜଣେ ଫଟୋଗ୍ରାଫରର୍ସ ଅଭିଷେକ ଏବଂ ରଣବୀର କପୁରଙ୍କ କିଛି ଫଟୋ କ୍ୟାମେରାରେ କଏକ କରିଥିଲେ । ଯେଉଁ ଫଟୋରେ ଦୁଇ ଜଣଙ୍କୁ ଆଗରୁ ଆପଣ କେବେ ଏମିତି ଦେଖିନଥିବେ। ମ୍ୟାଚ ସମୟରେ ଯେତେବେଳେ ରଣବୀର ଥକି ଯାଇଥିଲେ ସେତେବେଳେ ଅଭିଷେକ ତାଙ୍କୁ ନିଜ ପିଠିରେ ଉଠାଇ ନେଉଥିଲେ । ଦୁହିଁଙ୍କର ଏହି ଫଟୋରେ ଏବେ ଭାଇରାଲ ହେବା ସହିତ ସେଥିରେ ବହୁତ କମେଣ୍ଟ ଆସୁଥିବାର ଦେଖିବାକୁ ମିଳିଛି ।ତେବେ ସେଠାରେ ଆଉ ଏକ ଅନ୍ୟ ଫଟୋରେ ମ୍ୟାଚ ଖେଳିବା ପୂର୍ବରୁ ଅଭିଷେକ ବଚ୍ଚନ ପୁରା ପ୍ରସ୍ତୁତ ହେଉଥିବାର ଦେଖିବାକୁ ମିଳିଛି । ଅଭିଷେକ ତଳେ ବସି ପାଦରେ ମୋଜା, ଜୋତା ଏବଂ ପ୍ୟାଡସ୍ ପିନ୍ଧୁଛନ୍ତି ।

ଏହି ସମୟର ଆଉ ଏକ ଫଟୋରେ ରଣବୀର ଫୁଟବଲ ଧରି ଟିମର ଅଲଗା ସାଥୀମାନଙ୍କ ସହିତ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି ।

Sonalisa

Recent Posts

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

43 mins ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

3 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

3 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

3 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

3 hours ago

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

5 hours ago