Below header

ମୁମ୍ବାଇ ଜୁହୁରେ ମତାଧିକାର ସାବ୍ୟସ୍ତ କରିଛନ୍ତି ଏହି ସବୁ ଅଭିନେତା ଓ ଅଭିନେତ୍ରୀ

ମୁମ୍ବାଇ: ମୁମ୍ବାଇ ଜୁହୁରେ ମତାଧିକାର ସାବ୍ୟସ୍ତ କରିଛନ୍ତି ଅଭିନେତାରୁ ରାଜନେତା ବନିଥିବା ଅନୁପମ ଖେର୍‌ । ବୁଥ ନମ୍ବର ୨୩୫-୨୪୦ରେ ଭୋଟ ଦେଇଛନ୍ତି ।

anupସେହିପରି ବାନ୍ଦ୍ରା ସେଣ୍ଟ ଆନ୍ନେସ ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ବଲିଉଡ ଷ୍ଟାର ଅମୀର ଖାନ୍‌ । ପତ୍ନୀ କିରନ ରାଓ ମଧ୍ୟ ଭୋଟ ଦେଇଛନ୍ତି । ସେହିପରି ଭିଲ୍ଲେପାଲ୍ଲୀ ବୁଥ୍‌ରେ ଭାଗ୍ୟଶ୍ରୀ ନିଜର ମତାଧିକାର ସାବ୍ୟସ୍ତ୍ୟ କରିଛନ୍ତି। ତା ସହ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମଧ୍ୟ ଭୋଟ୍‌ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.