ଭୋଟ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ ଲାଗିଲା କଟକଣା, ବାଜିପାରିବନି ଡିଜେ ଓ ଫୁଟିବନି ବାଣ
ପୁରୀ(କେନ୍ୟୁଜ୍) : ରାତି ପାହିଲେ ଭୋଟ ଗଣତି ବାହାରିବ ନିର୍ବାଚନ ଫଳ । କିଏ ପିନ୍ଧିବ ବିଜୟ ମୁକୁଟ ସେନେଇ ସମସ୍ତେ ତତ୍ପର। ଫୋକସରେ ଅଛନ୍ତି ସମସ୍ତ ରାଜନୈତୀକ ଦଳ । ଏବେଠୁ ପ୍ରାର୍ଥୀଙ୍କ ମନରେ ପଶିଲାଣି ଛନକା । ସେପଟେ ପୁରୀରେ ଭୋଟ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ ଲାଗିଲା କଟକଣା ।…