ବ୍ୟବସାୟ ଓ ଅର୍ଥନୀତି

୧୫ ଏପ୍ରିଲରୁ ଆରମ୍ଭ ହୋଇପାରେ ରେଳଯାତ୍ରା

କାରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ସରକାର ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ କରିଛନ୍ତି। ପୂର୍ବରୁ ଏହା ଶୁଣିବାକୁ ମିଳୁଥିଲା ଯେ ରେଲୱେ ଲକଡାଉନ ଅବଧି ପରେ ରିଜର୍ଭେସନ୍‌ ଆରମ୍ଭ କରିବ। କିନ୍ତୁ ରେଳ ମନ୍ତ୍ରାଳୟ ଏହା ସ୍ପଷ୍ଟ କରିଛନ୍ତି ଯେ ୧୪ ଏପ୍ରିଲ ପରର ଯାତ୍ରାକୁ କେବେବି ସ୍ଥଗିତ ରଖା ଯାଇନଥିଲା ଏବଂ ଏହା କୌଣସି ବି ନୂଆ ଘୋଷଣା ସହିତ ସମ୍ବନ୍ଧିତ ନୁହେଁ।

ଲୋକମାନେ ଅନୁମାନ କରୁଥିଲେ ଯେ ଲକଡାଉନର ସମୟସୀମା ବଢ଼ିପାରେ। କିନ୍ତୁ ଏହାକୁ ନେଇ କ୍ୟାବିନେଟ ସଚିବ ରାଜିବ ଗୋୱା ସ୍ପଷ୍ଟ କରିଛନ୍ତି ଯେ ୨୧ ଦିନର ଲକଡାଉନର ଅବଧିକୁ ବଢାଇବା ପାଇଁ ସରକାର କୌଣସି ଯୋଜନା କରିନାହାନ୍ତି। ଏହାପରେ ଏହା ଖବର ଆସିଥିଲା ଯେ ଭାରତୀୟ ରେଲୱେ ୧୪ ଏପ୍ରିଲ ପରର ଯାତ୍ରା ପାଇଁ ଟିକେଟ ବୁକିଂ ଆରମ୍ଭ କରିସାରିଲାଣି। କିନ୍ତୁ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ୧୫ ଏପ୍ରିଲ ଠାରୁ ଯାତ୍ରା ପାଇଁ ଟିକେଟ ବୁକିଂକୁ ଆଦୌ ବି ରୋକା ଯାଇନଥିଲା। ରେଳ ମନ୍ତ୍ରାଳୟ ଆଜି ଅର୍ଥାତ ଗୁରୁବାର ଏହାକୁ ନେଇ ସ୍ପଷ୍ଟ କରିଛନ୍ତି।

ଅନଲାଇନ କରିପାରିବେ ଟିକେଟ ବୁକିଂ

ଆଇଆରସିଟିସି ଆପ ଏବଂ ଏହାର ୱେବସାଇଟରେ ୧୫ ଏପ୍ରିଲ ଠାରୁ ଯାତ୍ରା ପାଇଁ ଟିକେଟ ଉପଲବ୍ଧ ଅଛି। କିନ୍ତୁ ଏବେ ଷ୍ଟେସନ ଗୁଡିକରେ ଟିକେଟ ବୁକିଂ ହେବନାହିଁ। କାରୋନାର ପ୍ରକୋପକୁ ରୋକିବା ପାଇଁ ଯାତ୍ରୀମାନେ ଅନଲାଇନ ଟିକେଟ ବୁକ କରିପାରିବେ।

Pritiparna

Recent Posts

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିନ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

7 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

26 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

29 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

36 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

38 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago