ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ପାଇଁ ଆକର୍ଷଣୀୟ ଅଫର୍: ଜାଣନ୍ତୁ ଏହି ସୁବିଧା ସମ୍ପର୍କରେ

ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ପାଇଁ ଆକର୍ଷଣୀୟ ଅଫର୍। ୪ଟି ନୂଆ ବ୍ରଡବ୍ୟାଣ୍ଡ ସେବାର ପ୍ରଚଳନ ହୋଇଛି। ସେସବୁ ପ୍ଲାନରେ ଗ୍ରାହକଙ୍କୁ ମିଳିବ ୨୦ ଏମବିପିଏସ୍ ସ୍ପିଡ଼ ପର୍ୟ୍ୟନ୍ତ ଡ଼ାଉନଲୋଡ଼ ସୁବିଧା। ବିବିଜି କମ୍ବୋ ୪୫ ଜିବି, ୧୫୦ ଜିବି, ୩ଶହ ଜିବି, ୬ଶହ ଜିବି ପ୍ଲାନ ଆଣିଛି ବିଏସ୍ଏନ୍ଏଲ୍। ଏଥିପାଇଁ ମାସିକ ଦେୟ ରହିଛି ୯୯, ୧୯୯, ୨୯୯ ଓ ୪୯୧ ଟଙ୍କା।

ଯେଉଁ ଗ୍ରାହକମାନେ ନୂଆ ଲ୍ୟାପଟପ୍ କିମ୍ବା କମ୍ପୁଟର କିଣିଛନ୍ତି ରସିଦ ଦେଖାଇ ସେମାନେ ସେପ୍ଟେମ୍ବର ୨ ତାରିଖ ଭିତରେ ବୋଟିଏ ବ୍ରଡ୍ବ୍ୟାଣ୍ଡ ସଂଯୋଗ ସହ ୪୫ ଜିବି ପ୍ଲାନ ମାଗଣାରେ ପାଇ ପାରିବେ। ସେହିପରି ବିଏସ୍ଏନ୍ଏଲ୍ ଟେଲିଫୋନ୍ ଓ୍ଵିଙ୍ଗସ ନାମରେ ନୂଆ ସେବା ଆରମ୍ଭ କରିଛି। ୧୦୯୯ ଟଙ୍କାରେ ପଞ୍ଜିକରଣ କଲେ ବର୍ଷେ ପର୍ୟ୍ୟନ୍ତ ଦେଶର ସମସ୍ତ ନେଟଓ୍ଵର୍କକୁ ମାଗଣା କଲ୍ ସୁବିଧା ପାଇ ପାରିବେ।

KNews Bureau

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

10 mins ago

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

26 mins ago

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ବାଙ୍ଗିରିପୋଷି(କେନ୍ୟୁଜ୍‌): ଦ୍ୱାରାଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ଅଜଣା ଗାଡି ଧକ୍କାରେ ବାଇକ…

45 mins ago

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

1 hour ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

1 hour ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

1 hour ago