ବ୍ୟବସାୟ ଓ ଅର୍ଥନୀତି

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲି ପଡ଼ିଛି ଅନେକ ପଦବୀ, ୭ମ ପାସ୍‌ ପିଲା ବି କରିପାରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଖାଲି ପଡ଼ିଛି ଅନେକ ପଦ ପଦବୀ। ଏ ନେଇ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୋଟିଫିକେସନ୍‌ ମୁତାବକ, ବ୍ୟାଙ୍କରେ ଏଫ୍‌ଏଲ୍‌ସିସି ଇନ୍‌ଚାର୍ଜ, ଆଟେଣ୍ଡର, ଚୌକିଦାର, ମାଳୀ ଓ ଅଫିସ ଆସିଷ୍ଟାଣ୍ଟ ପଦ ଖାଲି ପଡ଼ିଛି। ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ଫେବ୍ରୁଆରୀ ୧୫ ପୂର୍ବରୁ ଆପ୍ଲାଏ କରିପାରିବେ।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ନିଯୁକ୍ତି ପାଇଁ ବୟସ ସୀମା:

୧୮ ବର୍ଷରୁ ୬୪ ବର୍ଷ

ଶିକ୍ଷାଗତ ଯୋଗ୍ୟତା:

୭ମ ପାସ୍‌ଠାରୁ ଆରମ୍ଭ କରି ସ୍ନାତକ ପର୍ଯ୍ୟନ୍ତ

ଆବେଦନ ଶୁଳ୍କ:

କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ

ଦରମା:

ଚୟନିତ ପ୍ରାର୍ଥୀଙ୍କୁ ମାସିକ ୬୦୦୦ରୁ ୧୫,୦୦୦ ଟଙ୍କା ଦରମା ମିଳିବ

ଚୟନ ପ୍ରକ୍ରିୟା:

ସାକ୍ଷାତକାର/ କୌଶଳ ପରୀକ୍ଷା

ଆବେଦନର ଶେଷ ତାରିଖ:

୧୫ ଫେବ୍ରୁଆରୀ ୨୦୨୨

ଏମିତି କରନ୍ତୁ ଆବେଦନ:

  • ପ୍ରଥମେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଅଫିସିଆଲ ୱେବ୍‌ସାଇଟ୍‌ centralbankofindia.co.in କୁ ଯାଆନ୍ତୁ।
  • ଏବେ କ୍ୟାରିୟର ପେଜ୍‌କୁ ଯାଆନ୍ତୁ ଓ ଜବ୍‌ ଓପନିଂ ଖୋଲନ୍ତୁ।
  • କିମ୍ବା ଏହି ପେଜ୍‌ରେ ଦିଆଯାଇଥିବା ଲିଙ୍କ୍‌କୁ କ୍ଲିକ୍‌ କରନ୍ତୁ।
  • ଏଠାରେ ଆପଣଙ୍କୁ ଆପ୍ଲିକେସନ୍‌ ଲୋଡ୍‌ କରିବାକୁ ହେବ।
  • ଆବେଦନ ପତ୍ର ଭରନ୍ତୁ ଓ ଅଧିସୂଚନାରେ ଦିଆଯାଇଥିବା ଠିକଣାକୁ ପଠାନ୍ତୁ।
WCW 11

Recent Posts

ଖୁବ୍‌ ଶୀଘ୍ର ରିଲିଜ୍‌ ହେବ ହୀରାମଣ୍ଡି ୨, ମେକର୍ସ ଫ୍ୟାନ୍ସଙ୍କୁ ଦେଲେ ବଡ ଅପଡେଟ୍

‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ମେ ମାସରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହୋଇଥିଲା, ଯାହା ଏବେ ବି ଚର୍ଚ୍ଚରେ ଅଛି । ଏହି…

6 mins ago

ଅନଲାଇନରେ ବୁକ୍‌ କରନ୍ତୁ ରୋଷେୟା, ଦୂର ହେବ ରୋଷେଇ ଟେନସନ୍‌

ଅନେକ ସମୟରେ ଘରେ ଛୋଟ ଛୋଟ ପାର୍ଟୀ ରଖାଯାଏ କିନ୍ତୁ ଆପଣ ଏକାଥରକେ ଏତେ ଖାଦ୍ୟ ରାନ୍ଧିବା ସହଜ ହୋଇନଥାଏ…

7 mins ago

ଇଭିଏମରେ କେମିତି ହୁଏ ମତଗଣନା, ଶେଷ ରାଉଣ୍ଡ ମତଗଣନା କେମିତି ଜାରୀ ହୁଏ

ଚାଲିଛି ଗଣନା । ଆଜି ହେବ ନେତାଙ୍କ ଭାଗ୍ୟ ପରୀକ୍ଷା । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ…

16 mins ago

ଲୋକସଭା ନିର୍ବାଚନ ୨୦୨୪ : ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣାରେ ଚାଲିଛି ଗଣତି

ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଚାଲିଛି । ସମାଜବାଦୀ ପାର୍ଟି ଏବଂ ବିଜେପି ମଧ୍ୟରେ କଡା…

25 mins ago

ରଣବୀରଙ୍କ କୋଳରେ ନଜର ଆସିଲେ ରାହା, କ୍ୟୁଟ୍ ସ୍ମାଇଲରେ ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ କ୍ରୁଜ୍ ପ୍ରି ୱେଡିଙ୍ଗ ଉତ୍ସବ ୨୯ ମେ ରୁ ୧ ଜୁନ୍…

44 mins ago

ଭାରତରେ ଲଞ୍ଚ ହେଲା Kawasaki Ninja ZX-4RR, ବାଇକକୁ ପସନ୍ଦ କରିବେ ରାଇଡର୍ସ

Kawasaki ଭାରତରେ ଏହାର Ninja ZX-4RR ବାଇକ୍ ଲଞ୍ଚ କରିଛି । ବାଇକ୍‌ ରାଇଡରମାନେ ଏହି ବାଇକକୁ ଅନେକ ଦିନ…

51 mins ago