ବ୍ୟବସାୟ ଓ ଅର୍ଥନୀତି

ନିଜ ମଟରସାଇକେଲ ଓ ସ୍କୁଟରର ଦାମ୍‌ ବଢାଇଲା ହିରୋ, ଚଳିତ ମାସଠାରୁ ଲାଗୁ ହେଲା ନୂଆ ଦାମ୍‌

ପୃଥିବୀରେ ସବୁଠାରୁ ଅଧିକ  ବାଇକ ବିକ୍ରି କରୁଥିବା ହିରୋ ମୋଟର କମ୍ପାନୀ ବର୍ତ୍ତମାନ ନିଜ ବାଇକର ଦାମ୍‌ ବଢାଇଛନ୍ତି। ଅକ୍ଟୋବର ୧ ତାରିଖ ଅର୍ଥାତ ଆଜିଠାରୁ ଏହା ଉପରେ ୨ ପ୍ରତିଶତ ଅଧିକ ଦାମ୍‌ ଲାଗୁ ହେବ ବୋଲି କମ୍ପାନୀ ସୂଚନା ଦେଇଛି।ସେହିପରି ବାଇକ ପ୍ରସ୍ତୁତିରେ ଅଧିକ ଖର୍ଚ୍ଚ ହେଉଥିବାରୁ କମ୍ପାନୀ ଏହିଭଳି ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ନେଇଛି।

ତେବେ କମ୍ପାନୀ ଅକ୍ଟୋବର ୧ ତାରିଖରୁ  ସେପ୍ଟେମ୍ବରରେ ବିକ୍ରି ହୋଇଥିବା ନିଜ ବାଇକର ବିକ୍ରିସଂଖ୍ୟା ଜାରି କରିଛି।ଏହି ସଂଖ୍ୟା ମୁତାବକ ସେପ୍ଟେମ୍ବର ମାସରେ ୭୧୫୭୧୮ ଟି ବାଇକ ବିକ୍ରିହୋଇଛି ଏବଂ ଏହା ପୂର୍ବ ବର୍ଷ ସେପ୍ଟେମ୍ବରରେ ବିକ୍ରି ହୋଇଥିବା ବାଇକ ତୁଳନାରେ ୧୭ ପ୍ରତିଶତ ଅଧିକ ହୋଇଥିବାର  ସୂଚନା ମିଳିଛି। ତେବେ ପୂର୍ବ ବର୍ଷ କମ୍ପାନୀ ୬୧୨୨୦୪ଟି ବାଇକ ବିକ୍ରି କରିଛି। କରୋନା ସମୟରେ ମଧ୍ୟ ହିରୋ କମ୍ପାନୀ ୧୮.୧୪ ଲକ୍ଷରୁ ଅଧିକ ବାଇକ ବିକ୍ରି କରିବାରେ ସଫଳତା ହାସଲ କରିଛି।

ଆଗାମୀ ଦିନରେ ବିଭିନ୍ନ ପର୍ବପର୍ବାଣୀ ରହିଥିବାରୁ ବାଇକର ବିକ୍ରି ସଂଖ୍ୟା ବଢିଯିବ ବୋଲି କମ୍ପାନୀ ଦାବି କରିଛି। ଏହା ସହିତ କରୋନା କଟକଣା ପରେ ବଜାରରେ ବାଇକର ବିକ୍ରି ଦ୍ରୁତ ଗତିରେ ବଢୁଥିବାରୁ କମ୍ପାନୀକୁ ଏଥିରେ ଲାଭ ମିଳୁଛି ଓ ଏହା ସହିତ କମ୍ପାନୀ ନିଜର ୧୦୦ ପ୍ରତିଶତ କ୍ଷମତା ସହିତ ବାଇକର ପ୍ରଡକ୍ସନ ବଢାଇବାର ସମ୍ଭାବନା ରହିଛି।

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

5 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

16 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

45 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago