ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଯୋଗୁ ଜେଟ୍ ଏୟାରୱେଜ୍ ଚଳିତମାସ ୧୭ ତାରିଖରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ୧୭ ତାରିଖରେ ଏହାର ଶେଷ ବିମାନ ଅମୃତସରରୁ ମୁମ୍ବାଇକୁ ଉଡ଼ାଣ କରିଥିଲା। ଏହି ପରିପେକ୍ଷୀରେ ବର୍ତ୍ତମାନ କମ୍ପାନିକୁ ଠିଆ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଜେଟ୍ ଏୟାରୱେଜ୍ର କିଛି କର୍ମଚାରୀ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାରଙ୍କୁ ସେମାନେ ଚିଠି ଲେଖି ସେମାନଙ୍କୁ ନିଲାମରେ ଭାଗ ନେବାକୁ ସୁଯୋଗ ଦେବା ନିମନ୍ତେ ଅନୁରୋଧ କରିଛନ୍ତି। କିଛିଦିନ ମଧ୍ୟରେ ସେମାନେ ୭ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ଯୋଗାଇ ଦେବେ ବୋଲି କହିଛନ୍ତି। ତେବେ ବର୍ତମାନର ଶୀର୍ଷ ମ୍ୟାନେଜମେଣ୍ଟ କର୍ମଚାରୀଙ୍କ ସପକ୍ଷରେ ନାହାନ୍ତି। ସେମାନେ କମ୍ପାନି ପାଇଁ କାମ କରିବା ପରିବର୍ତ୍ତେ ନରେଶ ଗୋଏଲଙ୍କ ପାଇଁ କାମ କରୁଥିବା କର୍ମଚାରୀମାନେ କହିଛନ୍ତି। ତେବେ ବ୍ୟାଙ୍କ ଗୁଡ଼ିକ ଯେଉଁ ନିଲାମ ଡାକିଛନ୍ତି ସେଥିରେ କେତୋଟି କମ୍ପାନି ଭାଗ ନେଇଛନ୍ତି।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…