ସୁନାପ୍ରେମୀ ଗ୍ରାହକଙ୍କ ପାଇଁ ଖୁସିଖବର। ଆଜି କମିଛି ସୁନା ରୂପା ଦର। ଲକଡାଉନ ଖୋଲିବା କାରଣରୁ ଆର୍ଥିକ ଗତିବିଧି ବୃଦ୍ଧି ପାଇଛି ଏବଂ ଏଥିରେ ସେୟାର ବଜାରରେ ରିକଭରୀ ହେଉଛି। ଏହି କାରଣରୁ ସୁନା ଏବଂ ରୂପା ଦାମ ହ୍ରାସ ପାଇଛି। ସୋମବାର ଅର୍ଥାତ ଆଜି ସୁନା ଦର ୦.୩୬ ପ୍ରତିଶତ ଅର୍ଥାତ ୧୭୦ ଟଙ୍କା ହ୍ରାସ ହୋଇ ୪୭,୧୬୪ରେ ପହଁଚିଛି। ସେହିପରି ରୂପା ଦାମରେ ୦.୮୮ ପ୍ରତିଶତ ଅର୍ଥାତ ୩୬୬ ଟଙ୍କା ହ୍ରାସ ପାଇ ୪୭,୩୨୪ ଟଙ୍କା ପ୍ରତି କିଲୋ ହୋଇଛି।
ଲକଡାଉନ ପରେ ଅଧିକାଂଶ ଦେଶରେ ଆର୍ଥିକ ଗତିବିଧି ଆରମ୍ଭ ହୋଇଛି ଏବଂ ଏହାଦ୍ୱାରା ସେୟାର ବଜାରରେ ଧିରେ ଧିରେ ଚମକ ଆସୁଛି। ତେବେ ଏକ୍ସପର୍ଟଙ୍କ କହିବାକଥା ଯେ ଯେତେ ପର୍ଯ୍ୟନ୍ତ ଆର୍ଥିକ ଗତିବିଧି ପୂରାପୁରି ଭାବରେ ଶକ୍ତିଶାଳୀ ନହୋଇଛି, ସେବେ ପର୍ଯ୍ୟନ୍ତ ନିବେଶକଙ୍କ ସୁନାରେ ହୋଲିଡିଙ୍ଗ କମିବନାହିଁ। ସେହିପରି ଭାରତୀୟ ରିଟେଲ ବଜାରରେ ସୁନାର ଚାହିଦା ଏବେ କମ୍ ଦେଖିବାକୁ ମିଳୁଛି।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…