ବ୍ୟବସାୟ ଓ ଅର୍ଥନୀତି

ଲକଡାଉନ ପରେ କାର ଏବଂ ମୋଟରସାଇକେଲର ବଢ଼ିପାରେ ଚାହିଦା, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

କାରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଜାରି କରାଯାଇଥିବା ଲକଡାଉନର ଅବଧି ଶେଷ ହେବକୁ ଅଟୋମୋବାଇଲ ସେକ୍ଟର ଲମ୍ବା ସମୟ ଧରି ଅପେକ୍ଷା କରିଛି। ରିପୋର୍ଟ ଅନୁଯାଇ କାରୋନା ଭାଇରସ ପାଇଁ ଲୋକଙ୍କ ଠାରେ ସାମାଜିକ ଦୂରତା ବଢିବ। ସାମାଜିକ ଦୂରତା ବଢିବା ଦ୍ୱାରା ଦେଶରେ ଶସ୍ତା କାର ଏବଂ ମୋଟର ସାଇକେଲ ବିକ୍ରିରେ ଅଧିକ ଲାଭ ହେବ। ଏହାସହିତ ସେକେଣ୍ଡ ହ୍ୟାଣ୍ଡ କାର ବିକ୍ରି ମଧ୍ୟ ବଢିଯିବାର ଅନୁମାନ କରାଯାଉଛି।

ବଢ଼ିପାରେ ପର୍ସନାଲ ଭେଇକିଲର ଚାହିଦା

ହିରୋ ମୋଟରକର୍ପର ଚେୟାରମ୍ୟାନ ପୱନ ମୁଁଜଲ ଜାରି କରିଥିବା ବୟାନରେ କହିଛନ୍ତି ଯେ ଲକଡାଉନ ପରେ ଟ୍ରାଭେଲିଙ୍ଗ କରିବାର ତରିକା ବଦଳିଯାଇପାରେ। କାହିଁକିନା ଲୋକମାନେ କାରୋନା ଭୟରେ ଆହୁରି କିଛି ସମୟ ପାଇଁ ସାମାଜିକ ଦୂରତା ରକ୍ଷା କରିବେ। ଏମିତିରେ ପର୍ସନାଲ ଭେଇକିଲର ଡିମାଣ୍ଡ ଅଧିକ ବଢିଯିବ।

ସେକେଣ୍ଡ ହ୍ୟାଣ୍ଡ କାର ଏବଂ ଟୁ-ହୁଇଲର ବିକ୍ରି ମଧ୍ୟ ଅଧିକ ବଢ଼ିପାରେ

ହୋଣ୍ଡା ମୋଟରସାଇକେଲସ ଆଣ୍ଡ ସ୍କୁଟର୍ସ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ସେକେଣ୍ଡ ହ୍ୟାଣ୍ଡ ଟୁ-ହୁଇଲର୍ସ ବିଜିନେସ ମଧ୍ୟ ଅଧିକ ବଢ଼ିପାରେ। ଯାହା ଏବେ ବହୁତ ମାତ୍ରାରେ ଅସଙ୍ଗଠିତ ରହିଛି। ଏହାସହିତ ଏମିତି ସ୍ଥିତିରେ ସେକେଣ୍ଡ ହ୍ୟାଣ୍ଡ କାର ଏବଂ ଏସୟୁଭି ର ଡିମାଣ୍ଡ ବଢିଯାଇପାରେ।

Pritiparna

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

16 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

17 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

22 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

27 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

30 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

42 mins ago