ଏବେ ଅନଲାଇନ୍ ମାକେର୍ଟିଂରେ ମଧ୍ୟ କରିପାରିବେ ଡ୍ରେସକୁ ଟ୍ରାଏଲ୍,କମ୍ପାନୀ କରିଛି ଏହି ଖାସ ସୁବିଧା

ଆପଣ ଯେବେ କିଣାକିଣି କରିବା ପାଇଁ ମାର୍କେଟ୍ ଯାଉଛନ୍ତି ଆପଣଙ୍କ ପସନ୍ଦ ହେଉଥିବା କପଡ଼ା ଠିକ୍ ହେବ ନା ନାହିଁ ଭଲଭାବେ ଚେକ୍ କରିଥାନ୍ତି। କିନ୍ତୁ ଅନଲାଇନ୍‌ କିଣିବାରେ ଏଭଳି ସୁବିଧା ନଥାଏ,ଆପଣଙ୍କୁ କେବଳ ଅନୁମାନ କରି ପସନ୍ଦ କରିବାକୁ ପଡ଼ିଥାଏ। ଅନଲାଇନ୍‌ ଗ୍ରାହକଙ୍କ ଏହି ସମସ୍ଯାକୁ ଦୂର କରିବାପାଇଁ ଇ-କମର୍ସ ୱେବସାଇଟ ଆମାଜନ୍ ଏକ ଏମିତି ଫ୍ୟାସନ୍ ଆପ୍ଲିକେସନରେ କାମ କରୁଛି । ଯେଉଁଥରେ ଆପଣ ପସନ୍ଦ କରିଥିବା କପଡ଼ା ଯଥାର୍ଥରେ ପିନ୍ଧିକରି ଚେକ୍ କରିପାରିବେ। ଏହା ସହିତ ଏହା ଜଳବାୟୁ ଏବଂ ଆପଣଙ୍କ ଟଙ୍କା ହିସାବରେ କପଡାକୁ ନେଇ ପରାମର୍ଶ ଦେବାରେ ସକ୍ଷମ ହେବ।

ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଜାଣିପାରିବେ ଏହାର ସୂଚନା

ଏହି ଆପକୁ ବ୍ୟବହାର କରିବାକୁ ହେଲେ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରୁ ଅନୁମତି ଆଣିବାକୁ ହେବ। ସୋସିଆଲ୍ ମିଡ଼ିଆରେ ଆପଣଙ୍କର ଫଟୋ ଅପଲୋଡ଼୍‌ କରିବା ପରେ ଆପଣଙ୍କ ପସନ୍ଦ ମୁତାବକ କିମ୍ବା ଆବଶ୍ୟକ ଅନୁଯାୟୀ କପଡ଼ା ଆପଣଙ୍କ ନିକଟରେ ପହଞ୍ଚିପାରିବ।

ଅଫଲାଇନ୍ ମାର୍କେଟର କମିବ ଚାହିଦା

ନିଶ୍ଚୟ ପଢ଼ନ୍ତୁ : ଏସବିଆଇ କାର୍ଡ ଓ ଏତିହାଦ୍ ଗେଷ୍ଟ୍ ମିଶି କଲେ କୋ- ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଉନ୍ମୋଚନ

 

ଖାସ କଥା

-ଆପରେ ଥିବା ପସନ୍ଦ ଏଂ ନାପସନ୍ଦ ବିକଳ୍ପ ଜରିଆରେ ଲୋକମାନେ ନିଜର ଇଚ୍ଛା ପ୍ରକାଶ କରିପାରିବେ।

-ୟୁଜର୍ସ ଆପରେ ଅତିରିକ୍ତ ବିକଳ୍ପ ଦେଖି ପାରିବେ ଏବଂ ଅନ୍ୟ ଆପ ଗୁଡିକରେ ମଧ୍ୟ ସେୟାର କରିପାରିବେ।

-ଏହି ଆପ ପର୍ବ-ପର୍ବାଣୀ ଅନୁଯାୟୀ ପୋଷାକ ସହିତ କେଉଁ ଜୁଏଲାରୀ ମ୍ୟାଚ ହେବ ତାହାର ପରାମର୍ଶ ଦେଇଥାଏ।

-ୟୁଜର୍ସ ମାନେ ଫାଇଣ୍ଡ ମାଇଁ ଲୁକ,ରେଡିମେଡ ଏବଂ ଫାଇଣ୍ଡ ମୋର ଲାଇକ ଦିସ୍ ଉପରେ କ୍ଲିକ କରି ନୂଆ କପଡାର ବିକଳ୍ପ ଦେଖି ପାରିବେ।

ସ୍ବତନ୍ତ୍ର ଆପ୍

ଆମାଜନର ଏହି ଖାସ ଆପକୁ ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି ନାମ ଦିଆଯାଇ ନାହିଁ। କିନ୍ତୁ ଏହାର ଫିଚର୍ସକୁ ଦେଖି ଏହା କୁହା ଯାଇପାରିବ ଯେ ଏହା ବହୁତ ଖାସ ଆପ୍ ହେବ। ଏହା ଆଲଗୋରିଦମର ଉପଯୋଗ କରି ଏହା ଜାଣି ପାରିବ ଯେ ଆପଣଙ୍କ ପାଇଁ କେଉଁ ପରିଧାନ କେମିତି ଏବଂ କେତେ ଦାମ ଉଚିତ ରହିବ।

Pritiparna

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

33 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

35 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

39 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

44 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

47 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

59 mins ago