ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ପକ୍ଷରୁ ଅନେକ ପଦବୀରେ ଭର୍ତ୍ତି ହେବାକୁ ଯାଉଛି। ଶେଷ ତାରିଖ ଆଉ ମାତ୍ର ଦୁଇଦିନ ରହିଛି। ଏଠାରେ ଷ୍ଟାଫ ନର୍ସ ପଦବୀରେ ନିଯୁକ୍ତି ଦିଆଯିବ। ଏହି ଚାକିରୀ ଆପଣଙ୍କୁ ବାଙ୍ଗାଲୋରରେ ମିଳିବ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଶିକ୍ଷାଗତ ଯୋଗ୍ୟତା, ଆୟୁ ସୀମା, ଆବେଦନ ଶୁଳ୍କ, ଆବେଦନ ପ୍ରକ୍ରିୟା, ଚୟନ ପ୍ରକ୍ରିୟା ସମେତ ଅନ୍ୟ ସମସ୍ତ ବିବରଣୀ ଭଲ ଭାବେ ପଢିନିଅନ୍ତୁ।
ପଦବୀ ନାମ :
ସାଧାରଣ ବର୍ଗ ଏବଂ ଓବିସିଙ୍କ ପାଇଁ ୨୦୦ ଟ. ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପାଇଁ କୌଣସି ଶୁଳ୍କ ନାହିଁ।
ଆବେଦନ କରିବାର ଶେଷ ତାରିଖ ୨୦ ନଭେମ୍ବର ରହିଛି।
ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ପରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ।
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…
ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ । ପରେଡ୍ କଲା…
ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…
Redmi Note 13 ସିରିଜରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ରେଡମିର ଏହି 5G…
ପୁରୀ(କେନ୍ୟୁଜ): ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ମା’ଙ୍କ ଉପରେ ସୁବାଷିତ ପାଣି…
ମଖାନା ସ୍ୱାଦରେ ଅମୃତ ପରି ହୋଇଥାଏ । ସେଗୁଡିକକୁ ଆପଣ ଭଜାକି କିମ୍ବା ସାଧା ମଧ୍ୟ ଖାଇପାରିବେ । ତେବେ…