Below header

HAL ରେ ନର୍ସ ଏବଂ ଫାର୍ମାସିଷ୍ଟ ପଦବୀ ଖାଲି, ଜଲଦି କରନ୍ତୁ ଆବେଦନ

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (HAL)ପକ୍ଷରୁ ଅନେକ ପଦବୀରେ ଭର୍ତ୍ତି ହେବାକୁ ଯାଉଛି। ଶେଷ ତାରିଖ ଆଉ ମାତ୍ର ଦୁଇଦିନ ରହିଛି। ଏଠାରେ ଷ୍ଟାଫ ନର୍ସ ପଦବୀରେ ନିଯୁକ୍ତି ଦିଆଯିବ। ଏହି ଚାକିରୀ ଆପଣଙ୍କୁ ବାଙ୍ଗାଲୋରରେ ମିଳିବ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଶିକ୍ଷାଗତ ଯୋଗ୍ୟତା, ଆୟୁ ସୀମା, ଆବେଦନ ଶୁଳ୍କ, ଆବେଦନ ପ୍ରକ୍ରିୟା, ଚୟନ ପ୍ରକ୍ରିୟା ସମେତ ଅନ୍ୟ ସମସ୍ତ ବିବରଣୀ ଭଲ ଭାବେ ପଢିନିଅନ୍ତୁ।

ପଦବୀ ନାମ :

ପରିଚାରିକା : ୦୨

ଫାର୍ମାସିଷ୍ଟ : ୦୨

ଆବେଦନ ଶୁଳ୍କ :

ସାଧାରଣ ବର୍ଗ ଏବଂ ଓବିସିଙ୍କ ପାଇଁ ୨୦୦ ଟ. ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପାଇଁ କୌଣସି ଶୁଳ୍କ ନାହିଁ।

ଆବେଦନ କରିବାର ଶେଷ ତାରିଖ ୨୦ ନଭେମ୍ବର ରହିଛି।

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ପରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.