ରିଜର୍ଭ ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, କରନ୍ତୁ ନାହିଁ ହାତଛଡା

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଯୁବଗୋଷ୍ଠିଙ୍କୁ ସରକାରୀ ଚାକିରି ଦେବା ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି। ଆରବିଆଇରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ। କିନ୍ତୁ ଆବେଦନ କରିବା ପୂର୍ବରୁ ଏହି ଜରୁରୀ ସୂଚନାକୁ ନିଶ୍ଚୟ ପଢ଼ନ୍ତୁ। ରିଜର୍ଭ ବ୍ୟାଙ୍କ ଗ୍ରେଡ-ବି (ଡିଆର) ଜେନେରାଲ ଅଫିସର, ଗ୍ରେଡ୍‌-ବି (ଡିଆର) ଡିଇପିଆର, ଗ୍ରେଡ-ବି (ଡିଆର) ଡିଏସଆଇଏମ ପଦରେ ନିଯୁକ୍ତି ହେଉଛି। ଏହସରକାରୀ ଚାକିରି ଆବେଦନ ପାଇଁ ଜାଣନ୍ତୁ ଜରୁରୀ ସୂଚନା।

ଗୁରୁତ୍ୱପୂର୍ଣ୍ଣ ତିଥି

ଆବେଦନ ପ୍ରକ୍ରିୟା ଆରମ୍ଭ ହେବାର ତାରିଖ – ୨୧ ସେପ୍ଟେମ୍ବର, ୨୦୧୯

ଆବେଦନ ଜମା କରିବାର ଶେଷ ତାରିଖ – ୧୧ ଅକ୍ଟୋବର, ୨୦୧୯

ପଦର ବିବରଣୀ

ପଦର ନାମ                                                      ପଦର ସଂଖ୍ୟା 

ଗ୍ରେଡ-ବି (ଡିଆର) ଜେନେରାଲ ଅଫିସର                         ୧୫୬

ଗ୍ରେଡ୍‌-ବି (ଡିଆର) ଡିଇପିଆର                                       ୨୦

ଗ୍ରେଡ-ବି (ଡିଆର) ଡିଏସଆଇଏମ                              ୨୩

ବୟସ ସୀମା

ଏହି ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ନ୍ୟୁନତମ ବୟସ ୨୧ ବର୍ଷ ଏବଂ ଅଧିକତମ ବୟସ ୩୦ ବର୍ଷ, କିନ୍ତୁ ଏହା ପଦ ଅନୁଯାୟୀ ନିର୍ଦ୍ଧାରିତ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ନିର୍ଦ୍ଧାରିତ କରାଯିବ। ଅଧିକ ସୂଚନା ପାଇଁ ନୋଟିଫିକେସନ ଚେକ୍ କରିପାରିବେ।

ଆବେଦନ ଶୁଳ୍କ

ଏସସି, ଏସଟି ଏବଂ ପିଡବ୍ଲ୍ୟଡି ଆଶାୟୀଙ୍କ ପାଇଁ ୧୦୦ ଟଙ୍କା ରହିଥିବାବେଳେ ସାଧାରଣ, ସାମାନ୍ୟ ଏବଂ ଇଡବ୍ଲ୍ୟୁଏସ ଆବେଦନକାରୀଙ୍କ ପାଇର୍ ୮୫୦ ଟଙ୍କା।

ଆବେଦନ ପ୍ରକ୍ରୀୟା

ଆଶାୟୀ ପ୍ରାର୍ଥୀ ଆରବିଆଇର ଅଫିସିଆଲ ୱେବସାଇଟକୁ ଯାଇ ଦିଆଯାଇଥିବା ସୂଚନାକୁ ଭଲଭାବେ ପଢ଼ନ୍ତୁ। ସବୁ କିଛି ପଢ଼ିସାରବା ପରେ ଆବେଦନ ପ୍ରକ୍ରୀୟା ଆରମ୍ଭ କରନ୍ତୁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଆବେଦନ ୧୧ ଅକ୍ଟୋବର, ୨୦୧୯ ପର୍ଯ୍ୟନ୍ତ ଅନଲାଇନ କରିପାରିବେ ଅର୍ଥାତ ଆଜି ହିଁ ଅନଲାଇନ ଆବେଦନ କରିବାର ଶେଷ ତାରିଖ। ତେଣୁ ଶୀଘ୍ର କରନ୍ତୁ ଆବେଦନ।

Pritiparna

Recent Posts

‘ପ୍ରଥମ ୪ ଦିନ କୌଣସି ମନ୍ତ୍ରୀ ନିଜ ଅଫିସ୍‌ ଛାଡ଼ି ବାହାରକୁ ଯିବେ ନାହିଁ’, ଟାସ୍କ ଦେଲେ ପିଏମ୍‌ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସ୍‌ ଆରମ୍ଭ ହେବା ସହିତ ନୂତନ ସରକାର ତାଙ୍କ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।…

11 mins ago

ସରିଲା ମାଁ ବ୍ରାହ୍ମଣୀଦେବୀଙ୍କ ୨୧ ଦିନିଆ ଯାତ୍ରା, ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦେଲେ ଦର୍ଶନ

ଭଞ୍ଜନଗର(କେନ୍ୟୁଜ):ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେଲେ, ନଗର ଭ୍ରମଣ କଲେ ଏବଂ ଭକ୍ତଙ୍କୁ ଆଶୀର୍ବାଦ କରି, ୨୧ ଦିନ ପରେ ନିଜ…

20 mins ago

୪୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ଦୁଇ ଗିରଫ

ଲମତାପୁଟ : ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ।…

32 mins ago

ପାକିସ୍ତାନ ବିପକ୍ଷରେ ମ୍ୟାଚ ଜିତିବା ପରେ ନାଚିଲେ ଅନୁଷ୍କା, ଭିଡିଓ ଭାଇରଲ

ପାକିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚକୁ ଭାରତ ମାତ୍ର ୬ ରନରେ ଜିତିଯାଇଛି । ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ…

36 mins ago

ଶସ୍ତା ହେଲା ଆଇଫୋନ୍ 15, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି କି? ବିଜୟ ସେଲ୍ସରେ ଜୁନ୍ ୮ ରୁ ଆପଲ୍ ଡେ ସେଲ୍‌ ଆରମ୍ଭ ହୋଇଛି…

40 mins ago

୩୩ କେଭି ଲାଇନ ତାର ଲାଗି ୨ ଶ୍ରିମିକ ଗୁରୁତର

କାମାକ୍ଷାନଗର: ଘର କାମ କରୁଥିବା ବେଳେ ଅଘଟଣ । ଲୁହା ରଡ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାର…

1 hour ago