ବ୍ୟାଙ୍କରେ ଚାକିରୀ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦେଶରେ ସିିନିଅର ମ୍ୟାନେଜର, ମ୍ୟାନେଜର, ଅସିଷ୍ଟାଣ୍ଟ ମ୍ୟାନେଜର ସହ ବିଭିନ୍ନ ବିଶେଷଜ୍ଞ ଅଧିକାରୀ ପଦବୀ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଇଚ୍ଛୁକ ପ୍ରାର୍ଥୀ ମାନେ ୧୨ ଅଗଷ୍ଟ ୨୦୨୧ରୁ ୩ ସେପ୍ଟେମ୍ବର ୨୦୨୧ ମଧ୍ୟରେ ଆବେଦନ କରିପାରିବେ । ଏହାର ଅଫିସିଆଲ ମେଲ ଆଇଡି ହେଉଛି Unionbankofindia.co.in।
ତାରିଖ:
ଆବେଦନ ଆରମ୍ଭ ତାରିଖ: ୧୨ ଅଗଷ୍ଟ ୨୦୨୧
ଆବେଦନ ଶେଷ ତାରିଖ: ୩ ସେପ୍ଟେମ୍ବର ୨୦୨୧
ତେବେ ସମସ୍ତ ପଦବୀ ପାଇଁ ବୟସ ସୀମା ୨୦ ରୁ ୪୦ ବର୍ଷ ମଧ୍ୟରେ ରଖାଯାଇଛି। ଏହାସହ ପ୍ରତିଟି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତାର ମଧ୍ୟ ସୂଚନା ଦିଆଯାଇଛି। ଆପଣ ସମସ୍ତ ପଦବୀ ସମ୍ପର୍କରେ ସୂଚନା ଏହାର ଅଫିସିଆଲ ମେଲ ଆଇଡି Unionbankofindia.co.inରେ ପାଇପାରିବେ ।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…