Below header

ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରୀ ପାଇଁ ବାହାରିଲା ୩୪୭ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରୀ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦେଶରେ ସିିନିଅର ମ୍ୟାନେଜର, ମ୍ୟାନେଜର, ଅସିଷ୍ଟାଣ୍ଟ ମ୍ୟାନେଜର ସହ ବିଭିନ୍ନ ବିଶେଷଜ୍ଞ ଅଧିକାରୀ ପଦବୀ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଇଚ୍ଛୁକ ପ୍ରାର୍ଥୀ ମାନେ ୧୨ ଅଗଷ୍ଟ ୨୦୨୧ରୁ ୩ ସେପ୍ଟେମ୍ବର ୨୦୨୧ ମଧ୍ୟରେ ଆବେଦନ କରିପାରିବେ । ଏହାର ଅଫିସିଆଲ ମେଲ ଆଇଡି ହେଉଛି  Unionbankofindia.co.in।

ତାରିଖ:
ଆବେଦନ ଆରମ୍ଭ ତାରିଖ: ୧୨ ଅଗଷ୍ଟ ୨୦୨୧
ଆବେଦନ ଶେଷ ତାରିଖ: ୩ ସେପ୍ଟେମ୍ବର ୨୦୨୧

ତେବେ ସମସ୍ତ ପଦବୀ ପାଇଁ ବୟସ ସୀମା ୨୦ ରୁ ୪୦ ବର୍ଷ ମଧ୍ୟରେ ରଖାଯାଇଛି। ଏହାସହ ପ୍ରତିଟି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତାର ମଧ୍ୟ ସୂଚନା ଦିଆଯାଇଛି। ଆପଣ ସମସ୍ତ ପଦବୀ ସମ୍ପର୍କରେ ସୂଚନା ଏହାର ଅଫିସିଆଲ ମେଲ ଆଇଡି Unionbankofindia.co.inରେ ପାଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.