ଟେଲିକମ୍ କମ୍ପାନୀ ଗ୍ରାହକଙ୍କୁ ନିଜର ବେଷ୍ଟ ସୁବିଧା ଯୋଗାଇଦେବା ପାଇଁ ଲଗାତାର ନୂଆ ନୂଆ ଟାରିଫ୍ ପ୍ଲାନ ଲଞ୍ଚ କରୁଛି। ଏହି ପରିପ୍ରେକ୍ଷକ୍ଷୀରେ ଭୋଡାଫୋନ ଗ୍ରାହକଙ୍କ ପାଇଁ ଦୁଇ ନୂଆ ପ୍ଲାନ ଲଞ୍ଚ କରିଛି ଯାହା ୧୦୦ ଟଙ୍କାରୁ କମ୍ ଅଟେ। ଏହି ଦୁଇ ପ୍ଲାନରେ ଫ୍ରି ଅନଲିମିଟେଡ୍ କଲିଙ୍ଗ ସହିତ ଡାଟା ବେନିଫିଟ୍ ମଧ୍ୟ ମିଳିବ।
ଶହେ ଟଙ୍କାରୁ କମ୍ ଦାମ ଥିବା ଏହି ପ୍ଲାନରେ ୟୁଜର୍ସଙ୍କୁ ୧୮ ଦିନର ଭ୍ୟାଲିଡଟୀ ମିଳିବ। ଏହି ପ୍ଲାନରେ ସବୁ ନେଟଓ୍ଵାର୍କକୁ ଫ୍ରି କଲିଂ ସହିତ ପ୍ରତିଦିନ ୧୦୦ ଫ୍ରୀ ଏସଏମଏସ ମଧ୍ୟ ମିଳିବ। ଏହି ପୂରା ପ୍ରକ୍ରିୟା ସହିତ ଆପଣଙ୍କୁ ୧ ଜିବି ଡାଟା ମଧ୍ୟ ମିଳିବ। ଏହାଛଡା ଭୋଡାଫୋନ ପ୍ଲେ କମ୍ପିମେଣ୍ଟ୍ରୀ ସବସ୍କ୍ରିପସନ ସହିତ ୯୯୯ ଟଙ୍କାର ZEE5 ସବସ୍କ୍ରିପସନ ମଧ୍ୟ ମିଳୁଛି। ଭୋଡାଫୋନର ଏହି ନୂଆ ପ୍ଲାନ ଏବେ କୋଲକାତା, ଓଡିଶା, ରାଜସ୍ଥାନ, ତାମିଲନାଡୁ, ପୂର୍ବ ଏବଂ ପଶ୍ଚିମ ୟୁପି ସହିତ ପଶ୍ଚିମବଙ୍ଗରେ ମଧ୍ୟ ଉପଲବ୍ଧ।
ଭୋଡାଫୋନର ଏହି ପ୍ଲାନରେ ୟୁଜର୍ସଙ୍କୁ ୭୦ ଦିନର ବୈଧତା ଏବଂ କୌଣସି ବି ନେଟଓ୍ଵାର୍କରେ ଅନଲିମିଟେଡ କଲିଂର ସୁବିଧା ମଧ୍ୟ ମିଳିବ। ଏହାସହିତ ଏଥିରେ ୧.୫ ଜିବି ଡାଟା ଏବଂ ୧୦୦ ଫ୍ରୀ ଏସଏମଏସ ମିଳିବ। ଏହି ପ୍ଲାନରେ ମିଳୁଥିବା ଅତିରିକ୍ତ ଫାଇଦାରେ ଭୋଡାଫୋନ ପ୍ଲେ ଏବଂ ଜି୫ର ଫ୍ରୀ ସବସ୍କ୍ରିପସନ୍ ଦିଆଯାଉଛି। ଭୋଡାଫୋନର ଏହି ପ୍ଲାନ ଏବେ କେବୁଲ ମୁମ୍ବାଇରେ ହିଁ ଉପଲବ୍ଧ।
ରିପୋର୍ଟ ଅନୂଯାୟୀ ୯୯ ଟଙ୍କାର ଏହି ପ୍ଲାନ ୧୪୯ ଟଙ୍କା ପ୍ଲାନ ଭଳି ଅଟେ। କେବଳ ଏହାର ବୈଧତା ସମୟରେ ପାର୍ଥକ୍ୟ ରହିଛି।
ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…
ଭୁବନେଶ୍ୱର (କେନ୍ୟୁଜ୍) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…
ଯାଜପୁର(କେନ୍ୟୁଜ୍): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…
ଭୁବନେଶ୍ୱର(କେନ୍ୟୁଜ୍): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…
ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…
ଭୁବନେଶ୍ୱର(କେନ୍ୟୁଜ୍): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…