ଏପ୍ରିଲରୁ ବଢ଼ିପାରେ ଏହି କାରର ମୂଲ୍ୟ, ଜାଣନ୍ତୁ କେତେ ହେବ ଅଧିକ

ନୂଆଦିଲ୍ଲୀ : ଭାରତର କାର ବିକ୍ରି କମ୍ପାନୀ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଆସନ୍ତା ଏପ୍ରିଲରୁ ଏହାର କାର ମାନଙ୍କର ମୂଲ୍ୟ ବଢ଼ାଇବାକୁ ଯାଉଛି ।ଏନେଇ କମ୍ପାନୀ ଆଧିକାରୀକ ଘୋଷଣା କରିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହା ପୂର୍ବରୁ ଜାାନୁଆରୀ ମାସରେ ବିଭିନ୍ନ କାର କମ୍ପାନୀ ଯଥା ମାରୁତି ସୁଜୁକୀ, ହୁଣ୍ଡାଇ, ଟାଟା ମୋଟର୍ସ, ଫୋର୍ଡ, ରେନୋଲ୍ଟ, ନିସାନ୍, ଟୋୟଟା ଏବଂ ବିଏମଡବ୍ୟୁ ତାହାର ବିଭିନ୍ନ ମଡେଲ ଗୁଡିକର ମୂଲ୍ୟ ବଢ଼ାଇଥିଲେ।

ମହିନ୍ଦ୍ରା ଏବଂ ମହିନ୍ଦ୍ରା କମ୍ପାନୀ ତରଫରୁ ମିଳିଥିବା ସୂଚନା ମୁତାବକ, କମ୍ପାନୀର କିଛି ନିର୍ଦ୍ଦିଷ୍ଟ ମଡେଲ ଗୁଡିକରେ ୫୦୦୦ ରୁ ୭୩୦୦୦ ଟଙ୍କା ପର‌୍ୟ୍ୟନ୍ତ ମୁଲ୍ୟ ବଢ଼ିବାର ସମ୍ଭାବନା ରହିଛି। ତେବେ ମହିନ୍ଦ୍ରାର ଏହି ନିଷ୍ପତ୍ତି ପରେ ଅନ୍ୟନ୍ୟ କମ୍ପାନି ତାଙ୍କ କାରର ମୂଲ୍ୟ ବଢ଼ାଇ ପାରନ୍ତି ବୋଲି କୁହାଯାଉଛି।

KNews Bureau

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

8 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

21 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

24 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

44 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago