ସାଇକ୍ଲୋନ ଫନି

ପୁରୀ ଜିଲ୍ଲାକୁ ୧୦୦୦ କିଲୋଲିଟର କିରୋସିନ ଦିଅ : ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ପୁରୀ ଜିଲ୍ଲାକୁ ୧୦୦୦ କିଲୋଲିଟର କିରୋସିନ ଯୋଗାଣ ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ସେ ଉଲ୍ଲେଖ…

5 years ago

ଫନିରେ ଭାଙ୍ଗି ଯାଇଛିି ଶାନ୍ତିସ୍ତୁପ ଧଉଳିର ଅଣ୍ଟା, ଉଜୁଡି ଯାଇଛି ବର୍ଷ ବର୍ଷର ପୁରୁଣା ଗଛ

ଫନିର ପ୍ରଭାବରେ ସୌନ୍ଦର୍ଯ୍ୟ ହରାଇଛି ଶାନ୍ତି ସ୍ତୁପ । ନବବଧୂ ପରି ସଜେଇ ହୋଇ ପଯ୍ୟର୍ଟକଙ୍କୁ ଆକର୍ଷିତ କରୁଥିବା ଧଉଳି ଫନିରେ ଉଜୁଡି ଯାଇଛି । ଫନି…

5 years ago

ଫନି ପରେ ଖାଁ ଖାଁ ଶ୍ରୀକ୍ଷେତ୍ରର ପରିବେଶ : ସମୁଦ୍ର ନିକଟ ଅଞ୍ଚଳ ପାଲଟିଛି ମରୁଭୂମି, ହଜିଯାଇଛି ଝାଉଁ ବଣ

ଫନି ଫଁରେ ଛାରଖାର ପୁରୀ । ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ପାଲଟିଛି ମରୁଭୂମି। ଯୁଆଡ଼େ ଚାହିଁଲେ ବାଲିଚର। ଠିଆ ହୋଇଛନ୍ତି ଥୁଣ୍ଟା ଗଛ। ବଖାଣୁଛନ୍ତି ବାତ୍ୟା ବିଭୀଷିକାର…

5 years ago

ଗୁମୁରି କାନ୍ଦୁଛି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ, ଉଡ଼ିଯାଇଛି ପୁରୁଣା କୋଠା

ସାମୁଦ୍ରିକ ବାତ୍ୟା ଫନି ଭାଙ୍ଗି ଦେଇଛି କଳିଙ୍ଗ ଷ୍ଟୁଡିଓର ମେରୁଦଣ୍ଡ । ଦୀର୍ଘଦିନ ପରେ ସଳଖି ଠିଆ ହେବାକୁ ଚେଷ୍ଟା କରୁଥିବା ଏହି ଷ୍ଟୁଡିଓକୁୁ ବୋଧେ ଦଇବ…

5 years ago

ରାଜଧାନୀରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତ ମରାମତି କାମ, ଝାଳ ବୁହାଇ ବିଜୁଳି ଖୁଣ୍ଟ ମରାମତିରେ ଲାଗିଛନ୍ତି ବାହାର ରାଜ୍ୟରୁ ଆସିଥିବା ଶ୍ରମିକ

ଦିନ ଦ୍ୱିପହର। ତାତି ଓ ଗୁଳୁଗୁଳି। ଝାଳ ବୁହାଇ ବିଜୁଳି ଖୁଣ୍ଟ ମରାମତିରେ ଲାଗିଛନ୍ତି, ବାହାର ରାଜ୍ୟରୁ ଆସିଥିବା ଶ୍ରମିକ। ରାଜଧାନୀର ଅନେକ ସ୍ଥାନରେ ଏପରି ଦୃଶ୍ୟ।…

5 years ago

ଫନିକୁ ପୂରିଲା ସପ୍ତାହେ, ଭୁଲି ହେଉନି ଗତ ଶୁକ୍ରବାରର ପ୍ରଳୟକୁ

ଆଜି ଶୁକ୍ରବାର । ୧୦ ତାରିଖ । ଠିକ୍‌ ସପ୍ତାହେ ପୂର୍ବରୁ ଅର୍ଥାତ୍‌ ଗତ ୩ ତାରିଖ ଶୁକ୍ରବାର ଦିନ ଆସିଥିଲା ପ୍ରଳୟ । ବାତ୍ୟା ଫନି…

5 years ago

‘ଫନି’ବିପନ୍ନଙ୍କୁ ସାହାଯ୍ୟ ପାଇଁ ଅଭିନବ ପ୍ରୟାସ, ପୋଲିସ ଅଧିକାରୀଙ୍କ ସହ ଥାଳ ଧରି ସହର ପରିକ୍ରମା କଲେ ଏସ୍‌ପି

ଗଜପତି : ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଫନି ପୀଡ଼ିତଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଗତକାଲି…

5 years ago

‘ଫନି’ରେ କେତେ ହୋଇଛି କ୍ଷୟକ୍ଷତି ? ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍‌

ସବୁକିଛି ଉଜାଡିଦେଲା ବାତ୍ୟା ଫନି । ଭାଙ୍ଗିଯାଇଛି ଘରଦ୍ୱାର । ଉଜୁଡିଯାଇଛି ଲୋକଙ୍କ ଜୀବନ ଜୀବୀକା । ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୮୮ ବ୍ଲକ ।…

5 years ago

ଫନିରେ ଧ୍ୱସ୍ତ ବିଧ୍ୱସ୍ତ ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍‌ ବିଶ୍ୱବିଦ୍ୟାଳୟ, ପ୍ରାୟ ୫୦ କୋଟିର କ୍ଷତି

ରାଜ୍ୟରେ ଜନଜାତି ପିଲାଙ୍କ ଶିକ୍ଷାର ପ୍ରାଣକେନ୍ଦ୍ର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନସେସ୍‌ ‘କିସ୍‌’। ବାତ୍ୟା ଫନିରେ ଖୁବ୍‌ ପ୍ରଭାବିତ ହୋଇଛି ବିଶ୍ୱର ଏହି ସର୍ବବୃହତ୍‌ ଜନଜାତି…

5 years ago

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ, ଭିତରେ ଓ ବାହାରେ କାମ ଆରମ୍ଭ କରି ଦେଇଛନ୍ତି ଓଡ୍ରାଫ ଓ ଏନ୍‌ଡିଆରଏଫ ଟିମ୍‌

ବାତ୍ୟା ଫନି ଯୋଗୁଁ ଶ୍ରୀହୀନ ହୋଇଛି ଶ୍ରୀମନ୍ଦିର । ମୁଖ୍ୟ ମନ୍ଦିରରୁ ଏକ ବଡ ସିଂହ ମୂର୍ତ୍ତି ଭାଙ୍ଗି ଖସି ପଡିଥିବା ବେଳେ ଲୁହା ଭାର ଭାଙ୍ଗି…

5 years ago