Browsing Category

ସାଇକ୍ଲୋନ ଫନି

‘ଫନି’ବିପନ୍ନଙ୍କୁ ସାହାଯ୍ୟ ପାଇଁ ଅଭିନବ ପ୍ରୟାସ, ପୋଲିସ ଅଧିକାରୀଙ୍କ ସହ ଥାଳ ଧରି ସହର ପରିକ୍ରମା କଲେ…

ଗଜପତି : ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଫନି ପୀଡ଼ିତଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଗତକାଲି ସଂଧ୍ୟାରେ ପାରଳାଖେମୁଣ୍ଡି ଥାନା ପରିସରରୁ ଗଜପତି ଏସପି ସାରା ଶର୍ମା ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀଙ୍କ ସହ ଥାଳ ଧରି ସହର ପରିକ୍ରମା କରିଥିଲେ…

‘ଫନି’ରେ କେତେ ହୋଇଛି କ୍ଷୟକ୍ଷତି ? ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍‌

ସବୁକିଛି ଉଜାଡିଦେଲା ବାତ୍ୟା ଫନି । ଭାଙ୍ଗିଯାଇଛି ଘରଦ୍ୱାର । ଉଜୁଡିଯାଇଛି ଲୋକଙ୍କ ଜୀବନ ଜୀବୀକା । ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୮୮ ବ୍ଲକ । ବିଶେଷ ପ୍ରଭାବିତ ହୋଇଛି ପୁରୀ, କଟକ, ଭୁବନେଶ୍ୱର ଓ ଜଗତସିଂହପୁର । ସପ୍ତାହେ ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଛି । ତେବେ ‘ଫନି’ରେ କେତେ…

ଫନିରେ ଧ୍ୱସ୍ତ ବିଧ୍ୱସ୍ତ ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍‌ ବିଶ୍ୱବିଦ୍ୟାଳୟ, ପ୍ରାୟ ୫୦ କୋଟିର କ୍ଷତି

ରାଜ୍ୟରେ ଜନଜାତି ପିଲାଙ୍କ ଶିକ୍ଷାର ପ୍ରାଣକେନ୍ଦ୍ର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନସେସ୍‌ ‘କିସ୍‌’। ବାତ୍ୟା ଫନିରେ ଖୁବ୍‌ ପ୍ରଭାବିତ ହୋଇଛି ବିଶ୍ୱର ଏହି ସର୍ବବୃହତ୍‌ ଜନଜାତି ଆବାସିକ ଶିକ୍ଷାକେନ୍ଦ୍ର। ବହୁ ମୂଲ୍ୟବାନ୍‌ ପୁସ୍ତକ ଥିବା ଅତି ସୁନ୍ଦର ପାଠାଗାର,…

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ, ଭିତରେ ଓ ବାହାରେ କାମ ଆରମ୍ଭ କରି ଦେଇଛନ୍ତି ଓଡ୍ରାଫ ଓ ଏନ୍‌ଡିଆରଏଫ…

ବାତ୍ୟା ଫନି ଯୋଗୁଁ ଶ୍ରୀହୀନ ହୋଇଛି ଶ୍ରୀମନ୍ଦିର । ମୁଖ୍ୟ ମନ୍ଦିରରୁ ଏକ ବଡ ସିଂହ ମୂର୍ତ୍ତି ଭାଙ୍ଗି ଖସି ପଡିଥିବା ବେଳେ ଲୁହା ଭାର ଭାଙ୍ଗି ଅନେକ କାରୁକାର‌୍ୟ୍ୟ ନଷ୍ଟି ହୋଇଛି । ସେହିପରି ସିଂହଦ୍ୱାରରେ ଥିବା ଜୟ ବିଜୟ ମୂର୍ତ୍ତି ମଧ୍ୟରୁ ଜୟ ମୂର୍ତ୍ତି ଭାଙ୍ଗି ତଳେ ପଡିଥିବା ବେଳେ…

କେବେ ଆସିବ ବିଜୁଳି-ପାଣି ? ବଢୁଛି ଅପେକ୍ଷା, ବଢୁଛି ଦୁର୍ଦ୍ଦଶା

ଭୁବନେଶ୍ୱର : ପାଣି, ବିଜୁଳି। ଲୋକଙ୍କୁ ଏହା ଯୋଗାଇବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ। ଭୁବନେଶ୍ୱରରେ କାଲି ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣ ପାଇଁ ଦିଆଯାଇଥିଲା ପ୍ରତିଶ୍ରୁତି। ଏହା ପୁରଣ ହେବ ତ? ଭୁବନେଶ୍ୱରରୁ ତିନିଟି ଡିଭିଜନ ରହିଛି। BCDD-1, BCDD-2 ଓ BED। BCDD-1 ରେ ୪୬ଟି…

ଶ୍ରୀହୀନ ଶ୍ରୀକ୍ଷେତ୍ର, ଫନି ପରେ ବଦଳି ଯାଇଛି ପୁରୀର ଚିତ୍ର

ସବୁ ସେଇ କାଳିଆ ଭରସା । ଫନି ପରେ ଏ ହେଉଛି ପୁରୀ ବାସୀଙ୍କ ପ୍ରତିକ୍ରିୟା । ଦୁର୍ଦ୍ଦଶା ପରେ ସମ୍ପୂର୍ଣ୍ଣ ବଦଳିଯାଇଛି ପୁରୀର ଚିତ୍ର । ଚାରିଆଡ ଖୋଲାମେଲା । ଏମିତି କୌଣସି ସାହି ନାହିଁ ଯେଉଁଠି ସ୍ଥିତି ସ୍ୱାଭାବିକ୍‌ । କାହାର ମୁଣ୍ଡ ଉପରୁ ଛାତ ଉଡିଯାଇଛି ତ ପୁଣି ଭୁଶୁଡି ଯାଇଛି କାନ୍ଥ ।…

ଫନି ପରେ ଚିଲିକାରେ ଦୁଇଟି ନୂଆ ମୁହାଣ

ଫନି ପ୍ରଭାବରେ ଚିଲିକାରେ ଖୋଲିଲା ୪ଟି ନୂଆ ମୁହାଣ। ପୂର୍ବରୁ ମାତ୍ର ୨ଟି ମୁହାଣ ଥିବା ବେଳେ ଫନି ପ୍ରଭାବରେ ଜୈବ ବିବିଧତାରେ ପରବର୍ତ୍ତନ ଘଟିଛି। ଉଚ୍ଚ ଜୁଆର ଓ ପବନର ତୀବ୍ର ବେଗ ଫଳରେ ଏହି ମୁହାଣ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫନି କେବଳ ବିପର୍ଯ୍ୟୟ ଆଣିନି, ଜୈବ ବିବିଧତାରେ ମଧ୍ୟ ବ୍ୟାପକ…

ଫନି ବିପନ୍ନଙ୍କୁ ଆର୍ଥିକ ସହାୟତା ଦେଲା କୋରାପୁଟ ପୋଲିସ୍‌

କୋରାପୁଟ (କେ ନ୍ୟୁଜ୍‌) : କୋରାପୁଟ ଜିଲ୍ଲା ପୋଲିସ୍‌ ପକ୍ଷରୁ ଫନି କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୨ ଲକ୍ଷ ୯୦ ହଜାର ୮୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀଙ୍କୁ ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାସ ପ୍ରଦାନ କରିଛନ୍ତି ।…

ଫନି ପରେ ପାଣି ପାଇଁ ଛଟପଟ : ଦେବଦୂତ ସାଜିଛି ଅଗ୍ନିଶମ ବିଭାଗ

ଫନି ଯିବାର ୫ଦିନ ପରେ ବି ଛଟପଟ ହେଉଛନ୍ତି ରାଜଧାନୀ ବାସିନ୍ଦା । ପାଣି ହେଉ ଅବା ବିଜୁଳି ସବୁଥିରୁ ବଞ୍ଚିତ ରାଜଧାନୀ ବାସିନ୍ଦା । ବିଜୁଳି ଯେତିକି କଷ୍ଟ ଦେଉଛି ତା ଠାରୁ ବେଶି ଯନ୍ତ୍ରଣା ଦେଉଛି ପାଣି । ତେବେ ଏତିକି ବେଳେ ଦେବଦୂତ ସାଜିଛି ଅଗ୍ନିଶମ ବିଭାଗ । ରାଜଧାନୀର ବିଭିନ୍ନ ଅଞ୍ଚଳରେ…

୧୨ତାରିଖ ସୁଦ୍ଧା ଭୁବନେଶ୍ୱରରେ ସରିବ ବିଦ୍ୟୁତ ଯୋଗାଣ କାର୍ଯ୍ୟ, ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି କାମ

ଆସନ୍ତା ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରର ବିଦ୍ୟୁତ ଯୋଗାଣ କାମ ସଂପୂର୍ଣ୍ଣ ହେବ। ଏହାସହ ପୁରୀରେ ୧୨ତାରିଖରୁ ବିଦ୍ୟୁତ ଯୋଗାଣ କାମ ଆରମ୍ଭ ହେବ। କିନ୍ତୁ ପୁରୀରେ କାମ ସଂପୂର୍ଣ୍ଣ ହେବାକୁ ବେଶ କିଛି ଦିନ ଲାଗିଯିବ। ବର୍ତ୍ତମାନ ବିଦ୍ୟୁତ ସେବା ଯୋଗାଇବାକୁ ଦିନରାତିରେ କାମରେ ଲାଗିଛନ୍ତି ପ୍ରାୟ…

ମୋ ଅନୁଭୂତି : ଶ୍ରୀହୀନ ଶ୍ରୀକ୍ଷେତ୍ର, ସିଂହ ଦ୍ୱାରରୁ ବାଟମଙ୍ଗଳା ଯାଏଁ

ଶ୍ରୀଜଗନ୍ନାଥଙ୍କ ଧାମ। ଓଡ଼ିଶା କି ଭାରତ ନୁହେଁ , ବିଶ୍ୱର ଯେକୌଣସି କୋଣରେ ବି ମହାପ୍ରଭୁଙ୍କ ନାଁ ଶୁଣିଲେ ସ୍ୱତଃ ମୁହଁରୁ ବାହାରିପଡ଼େ ଜୟ ଜଗନ୍ନାଥ। କାରଣ କାଳିଆ ଠାକୁର ହେଉଛନ୍ତି ଆମ ଘରର ଜଣେ ସଦସ୍ୟଙ୍କ ଭଳି। ପୁରୀ ବଡ଼ଦାଣ୍ଡରେ ଠିଆ ହୋଇ ପତିତପାବନ ବାନାକୁ ଟିକିଏ ଚାହିଁ ଦେଲେ ଦୁଇ ହାତ…

ଖରାଦିନେ ବାତ୍ୟା, ଓଡ଼ିଶାର ୪୩ ବର୍ଷ ଇତିହାସରେ ପ୍ରଥମ ଘଟଣା

ଗ୍ରୀଷ୍ମ ଋତୁରେ ବାତ୍ୟା। ଓଡ଼ିଶାର ୪୩ ବର୍ଷ ଇତିହାସରେ ପ୍ରଥମ ଘଟଣା। ବିରଳରୁ ବିରଳତମ ଗ୍ରୀଷ୍ମକାଳୀନ ବାତ୍ୟା ଫନି। ୧୫୦ ବର୍ଷ ଭିତରେ ପ୍ରଳୟଙ୍କରୀ ବାତ୍ୟା ଓଡ଼ିଶା ଛୁଇଁବାରେ ତୃତୀୟ। କେହି କେବେ ଦେଖି ନଥିଲେ ଏପ୍ରିଲ ଓ ମେ ମାସରେ ଭୟଙ୍କର ବାତ୍ୟାର ଏଭଳି ପ୍ରକୋପ। ପ୍ରତିବର୍ଷ ଏହି ସମୟରେ…