ସ୍ୱାଭାବିକ ହେଉଛି ବିଜୁଳି ଓ ପାନୀୟ ଜଳ ଯୋଗାଣ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ
ବାତ୍ୟା ଫନିର ପ୍ରକୋପ ବିଶେଷ ଭାବେ ପଡ଼ିଛି ବିଦ୍ୟୁତ ସେବା ଉପରେ । ପୂରା ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ଏବେ କ୍ଷତି ଭରଣା କରିବାକୁ ଚାଲିଛି ଜୋରଦାର ପ୍ରୟାସ । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ତ୍ୱରାନ୍ଵିତ କରାଯାଇଛି। ପୂର୍ବ ଦିନ ତୁଳନାରେ ସ୍ଥିତିରେ ସାମାନ୍ୟ ସୁଧାର…