Below header

ଭୁବନେଶ୍ବରରେ ‘ଫନି’ର ତାଣ୍ଡବ

ଭୁବନେଶ୍ବର: ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଆଜି ଦିନ ୧୦ଟା ବେଳେ ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବାପରେ ବିଭିନ୍ନ ସ୍ଥାନରେ ତାର କରାଳ ରୂପ ଦେଖାଇଛି ରାଜଧାନୀ ଭୁବନେଶ୍ବରରେ ମଧ୍ଯ ଫନି ତାର ତାଣ୍ଡବ ରଚାଇଛି । ବଡ ବଡ ଗଛ ଭାଙ୍ଗି ଧରାସାୟୀ ହୋଇପଡିଛି । ଏଠାରେ ୧୨୦କିମି ବେଗରେ ପବନ ବହୁଥିବାବେଳେ ରାସ୍ତାଘାଟ ସୁନସାନ ହୋଇପଡିଛି ।

2 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.