Below header
Browsing Category

ସାଇକ୍ଲୋନ ଫନି

ପୁରୀରେ ଲ୍ୟାଣ୍ଡଫଲ ହେବା ପୂର୍ବରୁ ‘ଫନି’ର ତାଣ୍ଡବ, ଉପୁଡ଼ି ପଡ଼ିଲା ବଡ଼ ବଡ଼ ଗଛ

ପୁରୀ(କେ ନ୍ୟୁଜ୍‌) : ପୁରୀରେ ଲ୍ୟାଣ୍ଡଫଲ ହେବା ପୂର୍ବରୁ ସାମୁଦ୍ରିକ ବାତ୍ୟା ଫନି ତାଣ୍ଡବ ଆରମ୍ଭ କରିସାରିଲାଣି । ବର୍ତ୍ତମାନ ପୁରୀରେ ୧୭୫ କିମି ବେଗରେ ପବନ  ବହୁଛି । ବାତ୍ୟା ପ୍ରଭାବରେ ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ଏସଆରସିଙ୍କ ସୂଚନା ଅନୁସାରେ ଯେକୌଣସି ମୁହୂର୍ତ୍ତରେ…

ଲ୍ୟାଣ୍ଡଫଲ୍‌ ପୂର୍ବରୁ ପୁରୀ ଓ ଗୋପାଳପୁରରେ ‘ଫନି’ର ପ୍ରଭାବ, ଭୟଙ୍କର ପବନ ଓ ବର୍ଷା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଗତ କାଲିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ଏହାର ଲ୍ୟାଣ୍ଡଫଲ୍‌କୁ ନେଇ ସଠିକ୍‌ ସମୟ ଏବଂ ନିର୍ଦ୍ଦିଷ୍ଟ ସ୍ଥାନ କହିବା ମୁସ୍କିଲ ହୋଇପଡ଼ିଛି । ତଥାପି ଭୋର ସମୟରୁ ବିଶେଷ କରି ଗୋପାଳପୁର ଏବଂ…

ଆଉ ୧୧୦ କି.ମି. ଦୂରରେ ଫନି

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁରୀ ଠାରୁ ଆଉ ୧୧୦ କିଲୋମିଟର ଦୂରରେ ରହିଛି ସାମୁଦ୍ରିକ ଝଡ଼ ଫନି । ଏହି ବାତ୍ୟା ଘଣ୍ଟା ପ୍ରତି ୧୩ କିଲୋମିର ବେଗରେ ସ୍ଥଳଭାଗ ଆଡ଼କୁ ମୁହାଁଇଛି । ଗୋପାଳପୁର ଠାରୁ ଏହି ବାତ୍ୟା ମାତ୍ର ୬୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି । ଏହାର ପ୍ରଭାବରେ ରାଜ୍ୟର…

ଭୁବନେଶ୍ୱର ଓ ପୁରୀରେ ପ୍ରବଳ ବର୍ଷା ଜାରି, ଗୋପାଳପୁରରେ ୯୩ ମିଲିମିଟର ବର୍ଷା ରେକର୍ଡ଼

ଭୁବନେଶ୍ୱର ( କେ ନ୍ୟୁଜ୍‌) : ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ସ୍ଥଳଭାଗ ଆଡ଼କୁ ଗତି କରୁଛି । ଏହା ଆସନ୍ତାକାଲି ସକାଳେ ପୁରୀ ଠାରେ ଲ୍ୟାଣ୍ଡଫଲ୍‌ କରିବ । ତେବେ ତା ପୂର୍ବରୁ ଫନିର ପ୍ରଭାବ ଦେଖିବାକୁ ମିଳିଛି । ପୁରୀ, ଭୁବନେଶ୍ୱର ଓ ଗଞ୍ଜାମରେ ପ୍ରବଳ ବର୍ଷା ହେଉଛି । ବର୍ଷାର ପରିମାଣ ମଧ୍ୟ…

ଆଉ ଟିକେ ପାଖେଇଲା ଫନି

ଏବେ ପୁରୀରୁ ୨୦୦ କିଲୋମିଟର ଦୂରରେ ଏବଂ ଗୋପାଳପୁରରୁ ୧୧୪ କିଲୋମିଟର ଦୂରରେ ରହିଛି ଫନି । ଶୁକ୍ରବାର ସକାଳ ୮ଟାରେ ପୁରୀରେ ଲ୍ୟାଣ୍ଡଫଲ୍‌ କରିବା ସମ୍ଭାବନା ଅଧିକ ।

‘ଫନି’ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟରେ ଖୋଲିଲା ସ୍ୱତନ୍ତ୍ର କଂଟ୍ରୋଲ ରୁମ୍‌

ପୁରୀ: ୦୬୭୫୨- ୨୨୩୨୩୭ ଗଞ୍ଜାମ: ୦୬୮୧୧-୨୬୩୯୭୮ ଖୋର୍ଦ୍ଧା: ୦୬୭୫୫-୨୨୦୦୦୨, ଜଗତସିଂହପୁର: ୦୬୭୨୪-୨୨୦୩୬୮ ଭଦ୍ରକ: ୦୬୭୮୪-୨୫୧୮୮୧ ବାଲେଶ୍ବର: ୬୭୮୨-୨୬୨୨୮୬/୨୬୨୬୪୭ କେନ୍ଦ୍ରାପଡ଼ା: ୦୬୭୨୭-୨୩୨୮୦୩ କଟକ: ୦୬୭୧-୨୫୦୭୮୪୨/୯୩୩୭୪୧୯୪୯୪ ଯାଜପୁର: ୦୬୭୨୮-୨୨୨୬୪୮ କନ୍ଧମାଳ:…

ଓଡ଼ିଶା ନିକଟରେ ଫନି, କାଲି ସକାଳେ କରିବ ଲ୍ୟାଣ୍ଡଫଲ

ଓଡ଼ିଶା ନିକଟରେ ଫନି। ସମୟ ଗଡୁଛି, ପାଖେଇ ପାଖେଇ ଆସୁଛି। କାଲି ସକାଳେ ଲ୍ୟାଣ୍ଡଫଲ। ସମୟ ସକାଳ ୮ରୁ ୧୦। ଦିନ ୧୨ଟା ପର‌୍ୟ୍ୟନ୍ତ ରହିଛି ଲ୍ୟାଣ୍ଡଫଲ। ଗୋପାଳପୁରରୁ ଚାନ୍ଦବାଲି ମଝିରେ ପୁରୀ ନିକଟରେ ଅତିକ୍ରମ କରିବ ସ୍ଥଳଭାଗ। ଉପକୂଳ ଛୁଇଁବା ବେଳକୁ ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ରହିବ…

ତଳିଆ ଅଂଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସ୍ଥାନାନ୍ତର ପ୍ରକ୍ରିୟା, ସୁରକ୍ଷିତ ସ୍ଥାନରେ ପହଞ୍ଚି ଗଲେଣି ସାଢେ ଚାରି…

ସକାଳୁ ସକାଳୁ ଫନି ଆଲର୍ଟ । ବାତ୍ୟା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଥିଲା । ଫନିର ଲ୍ୟାଣ୍ଡ ଫଲ ସମୟରେ ବର୍ଷା ପବନ ସହ ଉପକୂଳରେ ଉଠିବ ବଡ଼ବଡ଼ ଜୁଆର । ପାଣି ମାଡି ଆସିବା ଆଶଙ୍କା ରହିଛି। ତେଣୁ ପ୍ରଭାବିତ ହେବାକୁ ଥିବା ତଳି ଅଂଚଳରୁ ସକାଳୁ ଆରମ୍ଭ ହୋଇଯାଇଥିଲା ସ୍ଥାନାନ୍ତର ପ୍ରକ୍ରିୟା।…

ଫନି ପାଇଁ ମୋଦିଙ୍କ ଚିନ୍ତା, ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୟଙ୍କର ରୂପ ଧାରଣ କରି ଓଡ଼ିଶା ମୁହାଁ ବାତ୍ୟା ଫନି। ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ମାଡ଼ି ଆସୁଛି। ଆସନ୍ତାକାଲି ସକାଳ ୮ଟା ରୁ ୧୦ଟାରେ ଲ୍ଯାଣ୍ଡଫଲ୍ କରିପାରେ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିମି ରହିବ। ତେବେ ଫନି…

ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ଭିସ୍ତାରା ପକ୍ଷରୁ ୨ ଏବଂ ୩ ତାରିଖ ପାଇଁ ବିମାନ ସେବା ବନ୍ଦ

ଭୁବନେଶ୍ବର(କେନ୍ୟୁଜ୍): ସମ୍ଭାବ୍ୟ ବାତ୍ୟା 'ଫନି'କୁ ଦୃଷ୍ଟିରେ ରଖି ସତର୍କତା ଦୃଷ୍ଟିରୁ ବିମାନ ସେବାକୁ ବନ୍ଦ ରଖାଯାଇଛି । ଭିସ୍ତାରା ପକ୍ଷରୁ ୨ ଏବଂ ୩ ତାରିଖ ପାଇଁ ବାତ୍ୟା ଫନିର ପ୍ରଭାବକୁ ନେଇ ଆଶଙ୍କା କରି ଭୁବନେଶ୍ୱର ଏବଂ କୋଲକାତା ପାଇଁ ବିମାନ ଉଡ଼ାନ ସମୟରେ ପରିବର୍ତ୍ତନ କରାଯାଇଛି ।…

ବାତ୍ୟା ଫନି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

କେନ୍ୟୁଜ୍ : ବାତ୍ୟା ଫନି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଗଞ୍ଜାମ ଓ ଗୋପାଳପୁରରେ ପ୍ରବଳ ବର୍ଷା ହେଉଛି। ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ଉଠୁଛି । କୋଣାର୍କ ଚନ୍ଦ୍ରଭାଗାରେ ସମୁଦ୍ର ଅଶାନ୍ତ ହୋଇପଡିଛି। ନୋଳିଆ ବସ୍ତି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।…

ଜାଣନ୍ତୁ ବାତ୍ୟା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କଥା, ବାତ୍ୟା ସୃଷ୍ଟି ହୁଏ କିଭଳି ଓ ଏହାର ଲ୍ୟାଣ୍ଡଫଲ୍‌ ବିଷୟରେ

୧-ମହାବାତ୍ୟା କାହିଁକି ଓ କିଭଳି ହୁଏ ? ମହାବାତ୍ୟା ସମୁଦ୍ର ଭିତରେ ଉତ୍ପନ୍ନ ହୁଏ । ପ୍ରଖର ଖରା ଯୋଗୁଁ ସମୁଦ୍ର ଜଳ ଉତ୍ତପ୍ତ ହୋଇ ବାଷ୍ପରେ ପରିଣତ ହେବା ପରେ ଆକାଶ ମୁହାଁ ହୋଇଥାଏ । ତେଣୁ ସେହି ଜାଗା ଖାଲି ହୋଇଯାଏ ଆଉ ଶୂନ୍ୟ ସ୍ଥାନ ପୂରଣ କରିବା ପାଇଁ ସେହି ଜାଗାକୁ ମାଡ଼ି ଆସେ ଶୀତଳ…