Below header

ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ଭିସ୍ତାରା ପକ୍ଷରୁ ୨ ଏବଂ ୩ ତାରିଖ ପାଇଁ ବିମାନ ସେବା ବନ୍ଦ

ଭୁବନେଶ୍ବର(କେନ୍ୟୁଜ୍): ସମ୍ଭାବ୍ୟ ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ସତର୍କତା ଦୃଷ୍ଟିରୁ ବିମାନ ସେବାକୁ ବନ୍ଦ ରଖାଯାଇଛି । ଭିସ୍ତାରା ପକ୍ଷରୁ ୨ ଏବଂ ୩ ତାରିଖ ପାଇଁ ବାତ୍ୟା ଫନିର ପ୍ରଭାବକୁ ନେଇ ଆଶଙ୍କା କରି ଭୁବନେଶ୍ୱର ଏବଂ କୋଲକାତା ପାଇଁ ବିମାନ ଉଡ଼ାନ ସମୟରେ ପରିବର୍ତ୍ତନ କରାଯାଇଛି । ଏହି ଦୁଇଟି ସ୍ଥାନକୁ ମେ ୨ ତାରିଖରୁ ମେ ୫ ତାରିଖ ମଧ୍ୟରେ ଯାତ୍ରୀଙ୍କ ପାଇଁ ବିମାନ ଉଡ଼ାନ ସମୟରେ ପରିବର୍ତ୍ତନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.