Below header

ଫନି ଆଣିଲା ନୋଟବନ୍ଦୀ ଭଳି ଅବସ୍ଥା, ବାତ୍ୟା ପରେ ଏବେ ଲୋକଙ୍କ ହାତରେ ନାହିଁ ନଗଦ ଟଙ୍କା

ଫନି ଆଣିଲା ନୋଟବନ୍ଦୀ ଭଳି ଅବସ୍ଥା। ବାତ୍ୟା ପରେ ଏବେ ଲୋକଙ୍କ ହାତରେ ନଗଦ ଟଙ୍କା ନାହିଁ। ଇଣ୍ଟରନେଟ୍‌ ନଥିବାରୁ ଅନ୍‌ଲାଇନ୍‌ ଓ ଅଫ୍‌ ଲାଇନ୍‌ ବ୍ୟାଙ୍କ ସେବା ବ୍ୟାହତ। ବ୍ୟାଙ୍କ ଖୋଲା ରହୁଥିଲେ ବି ଇଣ୍ଟରନେଟ୍‌ ନଥିବାରୁ ଲିଙ୍କ ଫେଲ୍‌। କୌଣସି ନେଣଦେଣ ହୋଇ ପାରୁନି । ଏଟିଏମ୍‌ ବି ଶୁଷ୍କ ପଡ଼ିଲାଣି । କ୍ୟାସ ମିଳୁନି । ଅନ୍‌ଲାଇନ୍‌ରେ ଟ୍ରାଞ୍ଜାକସନ୍‌ ବି ବନ୍ଦ । ଭାରି ହଟହଟା ହେଲେଣି ଲୋକ। ଏଟିଏମ୍‌ ଆଗରେ ଘଣ୍ଟା ଘଣ୍ଟା ଲାଇନ୍‌ ଦେବାକୁ ପଡୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.