Browsing Category

ସାଇକ୍ଲୋନ ଫନି

ଫନି କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛି ସେଣ୍ଟ୍ରାଲ ଟିମ: ୧୫ ତାରିଖ ଯାଏ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ…

ବାତ୍ୟା ‘ଫନି’ରେ କେତେ ହୋଇଛି କ୍ଷୟକ୍ଷତି ? ଆକଳନ ପାଇଁ ଆଜି ଆସିବ କେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରୀ ସ୍ତରୀୟ ଟିମ । ଆଜିଠୁ ୧୫ ତାରିଖ ମଧ୍ୟରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ ଟିମ୍ । ଏହି ସବୁ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିବେ । କେନ୍ଦ୍ରୀୟ ଟିମ୍ ତୁରନ୍ତ ଆସିବେ ବୋଲି…

ଯୁଦ୍ଧକାଳୀନ ଭିତରେ ଚାଲିଛି ପୁନରୁଦ୍ଧାର କାମ, ଆଜି ସୁଦ୍ଧା ଭୁବନେଶ୍ୱରର ସମସ୍ତ ଅଂଚଳକୁ ବିଦ୍ୟୁତ ସେବା

ବାତ୍ୟା ପ୍ରଭାବିତ ସହାରାଞ୍ଚଳରେ ଧିରେ ଧିରେ ସ୍ୱାଭାବିକ ହେଉଛି ସ୍ଥିତି । ଯୁଦ୍ଧକାଳୀନ ଭିତରେ ଚାଲିଛି ପୁନରୁଦ୍ଧାର କାମ । ଆଜି ସୁଦ୍ଧା ଭୁବନେଶ୍ୱରର ସମସ୍ତ ଅଂଚଳକୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱର ଡିଭିଜନ ଅନ୍ତର୍ଗତ ୨ ଲକ୍ଷ ୩୨ ହଜାର ବିଦ୍ୟୁତ ଗ୍ରାହକଙ୍କ ମଧ୍ୟରୁ ଏ…

ଫନି ସହାୟତା ପାଇଁ ୱେବସାଇଟ rebuild, ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଫନି ପ୍ରଭାବିତଙ୍କ ସହାୟତା ପାଇଁ ଖୋଲିଲା ୱେବସାଇଟ। rebuild.odisha.gov.in ଶୁଭ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପରବର୍ତ୍ତୀ ଥଇଥାନ ପାଣ୍ଠି ନିମନ୍ତେ ଉଦ୍ଦିଷ୍ଟ ଏହି ୱେବସାଇଟ ମାଧ୍ୟମରେ ଜନସାଧାରଣ ପାଣ୍ଠି ପ୍ରଦାନ କରିପାରିବେ। ଏହି ପୋର୍ଟାଲ ମାଧ୍ୟମରେ ଫନି…

ରାଜଧାନୀ ଏବଂ କଟକର ଅଧିକାଂଶ ସ୍ଥାନକୁ ଆସିଲାଣି ବିଜୁଳି, ଫୋକସରେ ରହିଛି ପୁରୀ : ସ୍ୱାଭାବିକ ହେଉଛି ଟେଲି ଓ…

ଭୁବନେଶ୍ୱର ସହରର ଅଧିକାଂଶ ସ୍ଥାନକୁ ବିଜୁଳି ସଂଯୋଗ ଆସିଗଲାଣି । କଟକ ସହରରେ ରାତି ସୁଦ୍ଧା ସ୍ୱାଭାବିକ ହେବ ବୋଲି ଅନୁମାନ କରାଯାଉଛି । ପୁରୀ ଜିଲ୍ଲାରେ ବିଦ୍ୟୁତ ସରାବରାହ ସ୍ୱାଭାବିକ ହେବାକୁ ସମୟ ଲାଗିବ। ପୁରୀରେ ଗତକାଲି ବଡ଼ଦାଣ୍ଡକୁ ବିଦ୍ୟୁତ ସଂଯୋଗ ହୋଇଥିଲା । ରାଜଧାନୀର ଅଧିକାଂଶ…

ଫନି ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୬ ଶହ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌

‘ଫନି’ ପାଇଁ ୧୬ ଶହ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାରେ ଉଜୁଡ଼ିଥିବା ଚାଷ ପାଇଁ ଇନପୁଟ୍ ସବସିଡି ମିଳିବ । ସବୁଦିନିଆ ଫସଲ ହେଉଥିବା ଜମି ପାଇଁ ୧୮ ହଜାର ଟଙ୍କା ସହାୟତା ରାଶି ମିଳିବ । ସେହିପରି ଜଳସେଚିତ ଜମି ପାଇଁ ମିଳିବ ୧୩ ହଜାର…

‘ଫନି’ ଆୟୁ ଥିଲା ୧୧ ଦିନ, ବଙ୍ଗୋପସାଗରରେ ସବୁଠାରୁ ଦୀର୍ଘତମ ବାତ୍ୟା

ଫନି ଥିଲା ସବୁଠାରୁ ଦୀର୍ଘତମ ବାତ୍ୟା । ବଙ୍ଗୋପସାଗର ସାଗରରେ ଏଭଳି ଦୀର୍ଘତମ ବାତ୍ୟା ଆଗରୁ କେବେ ସୃଷ୍ଟି ହୋଇ ନଥିଲା । ଏହି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ବାତ୍ୟା ଫନି ଦୀର୍ଘ ୧୧ ଦିନ ରହିଥିଲା । ସମୁଦ୍ରରେ ସୃ୍‌ଷ୍ଟି ହେବା ଠାରୁ ଲ୍ୟାଣ୍ଡଫଲ୍‌ କରି ବିଦାୟ ନେବା ଯାଏ ଦୀର୍ଘ…

ପୁରୀ ଜିଲ୍ଲାକୁ ୧୦୦୦ କିଲୋଲିଟର କିରୋସିନ ଦିଅ : ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ପୁରୀ ଜିଲ୍ଲାକୁ ୧୦୦୦ କିଲୋଲିଟର କିରୋସିନ ଯୋଗାଣ ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ବାତ୍ୟାରେ ପୁରୀ ଜିଲ୍ଲା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ବ୍ୟାପକ…

ଫନିରେ ଭାଙ୍ଗି ଯାଇଛିି ଶାନ୍ତିସ୍ତୁପ ଧଉଳିର ଅଣ୍ଟା, ଉଜୁଡି ଯାଇଛି ବର୍ଷ ବର୍ଷର ପୁରୁଣା ଗଛ

ଫନିର ପ୍ରଭାବରେ ସୌନ୍ଦର୍ଯ୍ୟ ହରାଇଛି ଶାନ୍ତି ସ୍ତୁପ । ନବବଧୂ ପରି ସଜେଇ ହୋଇ ପଯ୍ୟର୍ଟକଙ୍କୁ ଆକର୍ଷିତ କରୁଥିବା ଧଉଳି ଫନିରେ ଉଜୁଡି ଯାଇଛି । ଫନି ଯିବାର ବିତିଯାଇଛି ୮ଦିନ । ଏବେ ସଜାଡିବାର ବେଳ । ଅଗ୍ନିଶମ ବିଭାଗ ପକ୍ଷରୁ ବଡବଡ ଗଛ ଗୁଡିକୁ କଟା ଯାଉଛି । ରାସ୍ତା ଉପରେ ପଡି ରହିଥିବା ଗଛ…

ଫନି ପରେ ଖାଁ ଖାଁ ଶ୍ରୀକ୍ଷେତ୍ରର ପରିବେଶ : ସମୁଦ୍ର ନିକଟ ଅଞ୍ଚଳ ପାଲଟିଛି ମରୁଭୂମି, ହଜିଯାଇଛି ଝାଉଁ ବଣ

ଫନି ଫଁରେ ଛାରଖାର ପୁରୀ । ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ପାଲଟିଛି ମରୁଭୂମି। ଯୁଆଡ଼େ ଚାହିଁଲେ ବାଲିଚର। ଠିଆ ହୋଇଛନ୍ତି ଥୁଣ୍ଟା ଗଛ। ବଖାଣୁଛନ୍ତି ବାତ୍ୟା ବିଭୀଷିକାର କଥା। ଅସ୍ତିତ୍ୱ ହରାଇଛି ପୁରୀ-ମେରାଇନ୍‌ ଡ୍ରାଇଭରେ ଥିବା ବିସ୍ତୀର୍ଣ୍ଣ ଝାଉଁବଣ। ଶୁଖିଲା ବାଲିରେ ମୁଣ୍ ଡପିଟୁଛନ୍ତି…

ଗୁମୁରି କାନ୍ଦୁଛି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ, ଉଡ଼ିଯାଇଛି ପୁରୁଣା କୋଠା

ସାମୁଦ୍ରିକ ବାତ୍ୟା ଫନି ଭାଙ୍ଗି ଦେଇଛି କଳିଙ୍ଗ ଷ୍ଟୁଡିଓର ମେରୁଦଣ୍ଡ । ଦୀର୍ଘଦିନ ପରେ ସଳଖି ଠିଆ ହେବାକୁ ଚେଷ୍ଟା କରୁଥିବା ଏହି ଷ୍ଟୁଡିଓକୁୁ ବୋଧେ ଦଇବ ସହିଲାନି । ଫନି ସବୁ ଉଡେଇ ଦେଇଛି ପୁଣି ମୋଡିମାଡି ଅଣ୍ଟା ଭାଙ୍ଗି ଦେଇଛି । ପୁରୁଣା କୋଠା, ପମ୍ପ ହାଉସ୍‌, ଜମିଦାରୀ କୋଠାର ଟିଣ…

ରାଜଧାନୀରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତ ମରାମତି କାମ, ଝାଳ ବୁହାଇ ବିଜୁଳି ଖୁଣ୍ଟ ମରାମତିରେ ଲାଗିଛନ୍ତି…

ଦିନ ଦ୍ୱିପହର। ତାତି ଓ ଗୁଳୁଗୁଳି। ଝାଳ ବୁହାଇ ବିଜୁଳି ଖୁଣ୍ଟ ମରାମତିରେ ଲାଗିଛନ୍ତି, ବାହାର ରାଜ୍ୟରୁ ଆସିଥିବା ଶ୍ରମିକ। ରାଜଧାନୀର ଅନେକ ସ୍ଥାନରେ ଏପରି ଦୃଶ୍ୟ। ସରକାର ପ୍ରତିଶ୍ରୁତି ଦେଇଥିଲେ ଆଜି ସୁଦ୍ଧା ୮୦ ପ୍ରତିଶତ ଗ୍ରାହକଙ୍କୁ ମିଳିବ ବିଦ୍ୟୁତ ସେବା। ସେହି ଲକ୍ଷ୍ୟ ପୁରଣ କରିବାକୁ…

ଫନିକୁ ପୂରିଲା ସପ୍ତାହେ, ଭୁଲି ହେଉନି ଗତ ଶୁକ୍ରବାରର ପ୍ରଳୟକୁ

ଆଜି ଶୁକ୍ରବାର । ୧୦ ତାରିଖ । ଠିକ୍‌ ସପ୍ତାହେ ପୂର୍ବରୁ ଅର୍ଥାତ୍‌ ଗତ ୩ ତାରିଖ ଶୁକ୍ରବାର ଦିନ ଆସିଥିଲା ପ୍ରଳୟ । ବାତ୍ୟା ଫନି । କେଇ ଘଣ୍ଟା ଧରି ରାଜୁତି କଲା ପୁରୀରୁ ନେଇ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ । ଉଜାଡ଼ି ଦେଲା ଲକ୍ଷ ଲକ୍ଷ ଗଛ । ବିଗାଡ଼ି ଦେଲା କୋଟି କୋଟି ଟଙ୍କାର…