ଦେଶ ବିଦେଶ

ଗୁଜୁରାଟ: କାନ୍ଦଲା ପୋର୍ଟରେ ସ୍ପେଷାଲ ଏଣ୍ଟ୍ରାନ୍ସରେ ନଛାଡିବାରୁ ସିକ୍ୟୁରିଟି ଗାର୍ଡକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

ଗୁଜୁରାଟ: କାନ୍ଦଲା ପୋର୍ଟରେ କିଛି ଦୁର୍ବୃତ୍ତ ମୁଣ୍ଡରେ ହେଲମେଟ ଓ କପଡା ପିନ୍ଧି ସିକ୍ୟୁରିଟି ଗାର୍ଡମାନଙ୍କୁ ଖଣ୍ଡାରେ ହାଣୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

5 years ago

ଗୁଗଲ ଷ୍ଟ୍ରିଟ୍ ଭ୍ୟୁ କ୍ୟାମେରାରେ କଏଦ ହେଲା ପ୍ରେମୀଯୁଗଳଙ୍କ ଅଶ୍ଳୀଳ ଦୃଶ୍ୟ, କ‘ଣ କହିଲେ ସୋସିଆଲ ମିଡିଆ ୟୁଜର?

ତାଇଓ୍ଵାନରେ ଗୁଗଲ ଷ୍ଟ୍ରିଟ୍ ଭ୍ୟୁ କ୍ୟାମେରାରେ କଏଦ ହୋଇଛି ପ୍ରେମୀଯୁଗଳଙ୍କର ଅଶ୍ଳୀଳ ଦୃଶ୍ୟ। ଦୁହେଁ ଉଲଗ୍ନ ଅବସ୍ଥାରେ ଥିବା ବେଳର ଦୃଶ୍ୟ କ୍ୟାମେରାରେ ଧରାପଡ଼ିଛି। ରାସ୍ତା କଡ଼ରେ…

5 years ago

ଭିକାରୀର ଝୁମ୍ପୁଡ଼ିରୁ ମିଳିଲା ଏତେ ପଇସା, ଗଣୁ ଗଣୁ ହୋଇଗଲା ରାତି, ପରଦିନ ବି ହିସାବ ଲଗେଇ ପାରିଲାନି ପୋଲିସ!

ମୁମ୍ବାଇରେ ଜଣେ ଭିକାରୀର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପୋଲିସ ତାଙ୍କ ଘରେ ପହଞ୍ଚି ଯାହା ଦେଖିଲା, ଆଖି ଖୋସି ହୋଇଗଲା। ଘରେ ଏତେ ପରିମାଣର ପଇସା…

5 years ago

ସବୁଦିନ ୧ ଲିଟର କ୍ଷୀରରେ ଚା’ ପିଉଥିଲେ ଏହି ବ୍ୟକ୍ତି, ଘଟିଲା ଏପରି ଭୟଙ୍କର ଘଟଣା

ଚୀନର ଜଣେ ବ୍ୟକ୍ତିଙ୍କୁ ଦୈନିକ ୧ ଲିଟର କ୍ଷୀରରେ ଚା’ ବନାଇ ପିଇବା ମହଙ୍ଗା ପଡ଼ିଛି। କୁହାଯାଉଛି, ଏହି ବ୍ୟକ୍ତିଙ୍କର ପେଟ ସମସ୍ୟା ଥିଲା। ହେଲେ ଏଥିପ୍ରତି…

5 years ago

ଦେଶର ଏମିତି ଏକ ଜାଗା, ଯେଉଁଠି ମୁଣ୍ଡ କାଟି ଖପୁରୀ ଜମା କରନ୍ତି ପ୍ରଜା, ୬୦ଜଣ ସ୍ତ୍ରୀଙ୍କୁ ଧରି ରାସଲୀଳା କରନ୍ତି ରାଜା

ବିଶ୍ୱରେ ଏମିତି ଏକ ଜାଗା ରହିଛି, ଯେଉଁଠି ଏବେ ବି ରାଜାଙ୍କ ଶାସନ ଚାଲିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ରାଜାଙ୍କର ଅଛନ୍ତି ୬୦ଜଣ ସ୍ତ୍ରୀ। ଆଉ…

5 years ago

ଅଦ୍ଭୁତ ବ୍ୟକ୍ତି, ଯାହାଙ୍କ ଶରୀରର ବିପରୀତ ଦିଗରେ ରହିଛି ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ!

ଉତ୍ତର ପ୍ରଦେଶର କୁଶୀନଗରରେ ରହୁଥିବା ଜମାଲୁଦ୍ଦିନ୍‌ ଅନ୍‌ସାରୀ(୪୩) ନାମକ ବ୍ୟକ୍ତି ବହୁତ ଅଦ୍ଭୁତ ଅଟନ୍ତି। କାରଣ, ତାଙ୍କ ଶରୀରର ସମସ୍ତ ଅଙ୍ଗ ବିପରୀତ ଦିଗରେ ରହିଛି। ବାମ…

5 years ago

ପାକିସ୍ତାନ ବୈଜ୍ଞାନିକଙ୍କ ଏ କି ଚମତ୍କାର ଆବିଷ୍କାର! ପାଣିରେ ପେଟ୍ରୋଲ ଆଉ ଫଳରୁ ଚିନି!

ପାକିସ୍ତାନରେ ପ୍ରତିଭାର ଅଭାବ ନାହିଁ। ଏଠାକାର ଲୋକେ ଏମିତି ସବୁ ଜିନିଷ ଆବିଷ୍କାର କରିଛନ୍ତି ଯେ ତାଙ୍କ ସାମ୍ନାରେ ବୈଜ୍ଞାନିକମାନେ ମଧ୍ୟ ଫିକା ପଡ଼ିଯିବେ। ପାକିସ୍ତାନର ନୂଆ…

5 years ago

ନିଜେ ରକ୍ଷା କଲେନି କି କାହାକୁ ଅନୁମତି ଦେଲେ ନାହିଁ, ଆଖି ସାମ୍ନାରେ ୩ ଘଣ୍ଟା ଧରି ଜଳିଲେ ଯୁବତୀ ! ପୋଲିସ ଉପସ୍ଥିତ ଥାଇ ବି ଅଫିସରଙ୍କୁ କଲେ ଅପେକ୍ଷା

ମଧ୍ୟପ୍ରଦେଶ ପୋଲିସର ଲଜ୍ଜାଜନକ ଘଟଣା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ୨୨ ବର୍ଷର ଜଣେ ଯୁବତୀ ଆତ୍ମହତ୍ୟା କରିବା ପାଇଁ ନିଜ ଉପରେ କିରୋସିନ ଢାଳି…

5 years ago

ଏକକ ପ୍ଲାଷ୍ଟିକ୍‌ ବ୍ୟବହାର ବ୍ୟାନ ହେବା ପରେ ଏବେ ଟ୍ରେନରେ ଏପରି ମିଳିବ ପାନୀୟ ଜଳ

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ସରକାର ଲୋକମାନଙ୍କୁ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବା ପାଇଁ ଶପଥ କରାଇଥିଲେ। କିନ୍ତୁ ସରକାର ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଉପରେ…

5 years ago

ଧାରା ୩୭୦ ଉଚ୍ଛେଦର ପ୍ରତିବାଦ: ପିଓକେରୁ ମାଡ଼ି ଆସୁଛନ୍ତି ଶହ ଶହ ନାଗରିକ, ଏଲ୍‌ଓସିରୁ ୭ କିଲୋମିଟର ଦୂରରୁ ଅଟକାଇଲା ପୋଲିସ୍

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିବାଦ । ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେରୁ ଶହ ଶହ ନାଗରିକ ଏଲ୍‌ଓସି ଅଭିମୁଖେ ଫ୍ରିଡମ୍‌ ମାର୍ଚ୍ଚ ଆରମ୍ଭ…

5 years ago