Below header
Browsing Category

ଦେଶ ବିଦେଶ

୨୦୧୯ ନିର୍ବାଚନରେ ଆଣ୍ଟି ମୋଦି କ୍ୟାମ୍ପର ଚେହେରା କିଏ ?

ନୂଆଦିଲ୍ଲୀ :  ୨୦୧୯ ପ୍ରଧାନମନ୍ତ୍ରୀ ରେସ୍‌ରେ କିଏ? ଆଣ୍ଟି ମୋଦି କ୍ୟାମ୍ପରୁ କିଏ ହେବେ ଚେହେରା? କଂଗ୍ରେସ କ୍ୟାମ୍ପ ସ୍ପଷ୍ଟ କରିଥିଲା, ଦଳକୁ ୨୦୦ଶହରୁ ଅଧିକ ଆସନ ମିଳିଲେ ସହଯୋଗୀଙ୍କ ସହ ମିଶି ରାହୁଲ ଗାନ୍ଧିଙ୍କୁ ଚେହେରା କରାଯିବ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସକୁ ୨୦୦…

VVPAT ବାଧା : ସମ୍ଭବ କି ନିର୍ଦ୍ଦିଷ୍ଟ ସମୟଠାରୁ ଆଗୁଆ ସାଧାରଣ ନିର୍ବାଚନ

ଘମାସନ ଆରମ୍ଭ ହୋଇସାରିଛି । ଆଗୁଆ ନିର୍ବାଚନ ପାଇଁ ସବୁଦଳ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ କେତେ ପ୍ରସ୍ତୁତ, ନିର୍ବାଚନ କମିଶନ ? ସାରାଦେଶରେ ଏକସଂଗେ ଭୋଟ୍‌ ପାଇଁ ଆବଶ୍ୟକ ସଂଖ୍ୟକ VVPAT ଅଛି କି? ଗତବର୍ଷ ଏପ୍ରିଲ ୨୪ରେ ସୁପ୍ରିମକୋର୍ଟରେ ନିର୍ବାଚନ କମିଶନ ସତ୍ୟପାଠ ଦାଖଲ କରିଥିଲେ ।…

ଷଷ୍ଠ ଦିନରେ ଟ୍ରକ ଅନ୍ଦୋଳନ

ଭୁବନେଶ୍ବର : ସାରା ଦେଶରେ ଟ୍ରକ୍ ମାଲିକଙ୍କ ଆନ୍ଦୋଳନର ଆଜି ହେଉଛି ଷଷ୍ଠ ଦିବସ । ଗତ ୨୦ ତାରିଖରୁ ଅଲ୍‌ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଡାକରାରେ ଅନାର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିଛି । ଡିଜେଲ ଦର କମାଇବା ଓ ଏହାକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା, ବୀମା ପ୍ରିମିୟମ…

ଜେଲ୍ ଦଣ୍ଡ ପରେ ମିଳିଲା ବେଲ୍ !

ଗୁଜରାଟ : ପଟିଦାର ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ଜେଲଦଣ୍ଡ ମିଳିଛି। ୨୦୧୫ରେ ମେହସାଣା ଦଙ୍ଗା ମାମଲାରେ ହାର୍ଦ୍ଦିକଙ୍କ ସମେତ ୩ ଜଣଙ୍କ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହାର୍ଦ୍ଦିକଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଗୁଜୁରାଟର ବିସନଗର କୋର୍ଟ । ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଦୁଇ ଜଣ…

ଭାରତୀୟ ଦାରିଦ୍ର୍ୟର ଫଟୋ ଭାଇରାଲ

ଲଣ୍ଡନ : ଭାରତ ଗାଁ ଗହଳିରେ ଦାରିଦ୍ର୍ୟର ଚିତ୍ର ଦେଖାଇ ଏବେ ବିବାଦରେ ଇଟାଲୀର ଜଣେ ଫଟୋଗ୍ରାଫର। ଫଟୋଗ୍ରାଫର ଆଲେସିଓ ମାମୋ ଭାରତରେ କ୍ଷୁଧାର୍ତ୍ତ ପିଲାଙ୍କର ଫଟୋ ଉଠାଇଥିଲେ। ଯାହା ଓ୍ଵାର୍ଲଡ ପ୍ରେସ୍ ଫଟୋ ଫାଉଣ୍ଡେସନ୍ ଦ୍ୱାରା ଇନଷ୍ଟାଗ୍ରାମ୍ ଓ ଟୁଇଟର୍ ଜରିଆରେ ଭାଇରାଲ ହୋଇଥିଲା। ଦୁଇଟି…

ସେନାର ଅପରେସନ୍ ଅଲଆଉଟ୍ : ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଘାଟିରେ ସେନାର ଅପରେସନ୍ ଅଲଆଉଟ୍। ଆଜି ସେନା ଗୁଳିରେ ଆଉ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର କରିଛି ସେନା। ଆଜି ସକାଳୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନେ ଏକ ଘର ଭିତରେ ଲୁଚି ରହିଥିଲେ। ସୁରକ୍ଷାକର୍ମୀ…

ଆଜି ପାକିସ୍ଥାନ ଭୋଟ : ଇମରାନ୍ ବନାମ ସରିଫ୍ , ନିର୍ବାଚନ ସମୟରେ ହେଲା ବିସ୍ପୋରଣ

ନୂଆଦିଲ୍ଲୀ : ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ କିଏ ହେବ, ତାହା ଆଉ ଦିନେ ଦି ଦିନରେ ସ୍ପଷ୍ଟ ହେବ। ବିବାଦ ଭିତରେ ପାକିସ୍ତାନରେ ଅନୁଷ୍ଠିତ ହେଉଛି ସାଧାରଣ ନିର୍ବାଚନ। ନିର୍ବାଚନରେ ୩ ହଜାରରୁ ଅଧିକ ପ୍ରାର୍ଥୀ ୨୭୨ ଆସନ ପାଇଁ ନିର୍ବାଚନ ଲଢୁଛନ୍ତି। ଏହାସହ ପଞ୍ଜାବ, ସିନ୍ଧ,…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ବନ୍ଧା ହେବେ ଦୋଷୀ ବିଧାୟକ ଓ ସାଂସଦ

ନୂଆଦିଲ୍ଲୀ: ଅପରାଧ ମାମଲା ଥିବା ବିଧାୟକ ଓ ସାଂସଦଙ୍କ ପାଇଁ ଚିନ୍ତା ବଢ଼ିଲା। କୌଣସି ବିଧାୟକ ଓ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ପ୍ରମାଣିତ ହେଲେ ଓ ସେ ଦୋଷୀ ସାବ୍ୟସ୍ତ ହେଲେ ତୁରନ୍ତ ତାଙ୍କ ପଦ ରଦ୍ଦ ହେବ। ଉପର କୋର୍ଟରୁ ତିନିମାସ ମଧ୍ୟରେ ସ୍ଥଗିତାଦେଶ ଆଣିବା ପାଇଁ ରହିଥିବା ବ୍ୟବସ୍ଥା…

ମୋଦିଙ୍କ ଗୋଦାନ : ଦେଶ ଭ୍ରମଣ ବେଳେ ରୁଆଣ୍ଡାକୁ ଭେଟି ଦେଇଛନ୍ତି ୨ ଶହ ଗାଈ

ଅନ୍ତତଃ ବିଦେଶରେ ଏଭଳି ଭେଟି କେହି ଦେଇ ନଥିବେ । ବିଶେଷ କରି କୌଣସି ପ୍ରଧାନମନ୍ତ୍ରୀ । ତେବେ କିଛି ନା କିଛି ଭିନ୍ନ କଥା କରିବାରେ ଓସ୍ତାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପାଞ୍ଚ ଦିନିଆ ଆଫ୍ରିକୀ୍ର ଦେଶ ଭ୍ରମଣ ବେଳେ ରୁଆଣ୍ଡାକୁ ଭେଟି ଦେଇଛନ୍ତି ୨ ଶହ ଗାଈ । ରୁଆଣ୍ଡ ହେଉଛି ଏକ…

ଟ୍ଵିଟର ଓ୍ଵାର : ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଶଶୀ ଥରୁର ମୁହାମୁହିଁ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ସାଂସଦ ଶଶୀ ଥରୁର ମୁହାମୁହିଁ । ଟ୍ଵିଟର ଓ୍ଵାର । ସୋସିଆଲ ମିଡିଆରେ ଆରୋପ-ପ୍ରତ୍ୟାରୋପ । ପ୍ରଶ୍ନ କଲେ ଶଶୀ ଥରୁର, ଜବାବ ରଖିଲେ ଧର୍ମେନ୍ଦ୍ର ପ୍ରଧାନ । ପାଇପ୍‌ ଯୋଗେ ଏଲ୍‌ଏନ୍‌ଜି ଗ୍ୟାସ ଯୋଗାଣକୁ ନେଇ ଦୁଇ ନେତା…

ଲାଓସରେ ଭାଙ୍ଗିଲା ନିର୍ମାଣାଧୀନ ଡ୍ୟାମ : ହଜାର ହଜାର ଲୋକ ବାସହରା, ଅନେକ ନିଖୋଜ

ହଙ୍ଗକଙ୍ଗ :  ଲାଓସ୍‌ରେ ଡ୍ୟାମ୍‌ ଟ୍ରାଜେଡି । ଦକ୍ଷିଣ ଲାଓସ୍‌ରେ ଏକ ନିର୍ମାଣାଧୀନ ଡ୍ୟାମ୍‌ ଭାଙ୍ଗିଯିବାରୁ ଶହଶହ ଲୋକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ତେବେ କେତେ ଲୋକଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ । ହଜାର ହଜାର ଲୋକ ବାସହୀନ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ…

ମବ୍ ଲିଞ୍ଚିଂ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ଆଡଭାଇଜରି : ପିଲା ଚୋରି, ଗୋହତ୍ୟା ସନ୍ଦେହରେ ହିଂସାକାଣ୍ଡ କଲେ ଦୃଢ଼…

ନୂଆଦିଲ୍ଲୀ: ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ହିସାଂକାଣ୍ଡ ବା ଭିଡ଼ହିଂସା ବା ମବ୍‌ ଲିଞ୍ଚିଙ୍ଗ୍‌ ନେଇ ଲୋକସଭାରେ ହଙ୍ଗାମା । କେନ୍ଦ୍ର ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିକୁ ନେଇ ସଂସଦରେ ବିରୋଧୀ ହୋହଲ୍ଲା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ରାଜସ୍ଥାନ ଅଲୱାର…