Browsing Category

ଦେଶ ବିଦେଶ

କେତେ ସୁରକ୍ଷିତ ଆଧାର ? ଟ୍ରାଇ ଅଧ୍ୟକ୍ଷଙ୍କ ଆକାଉଣ୍ଟକୁ ହ୍ୟାକର ଦେଲେ ୧ ଟଙ୍କା

ବେଙ୍ଗଲୁରୁ: ହ୍ୟାକରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ଟେଲିକମ୍‌ ରେଗୁଲେଟରୀ ଅଥରିଟି ଅଫ୍‌ ଇଣ୍ଡିଆ ‘ଟ୍ରାଇ’ର ଚେୟାରମ୍ୟାନ୍‌ । ହେଲେ ହାରି ଯାଇଛନ୍ତି ଟ୍ରାଇ ଚେୟାରମ୍ୟାନ୍‌ ଆର୍‌ ଏସ୍‌ ଶର୍ମା । ସେ ତାଙ୍କ ଆଧାର ନମ୍ବର ଖୋଲାଖୋଲି ଭାବେ ଦେଇ ଚ୍ୟାଲେଞ୍ଜ ଦେଇଥିଲେ ଯେ ଏହାକୁ କେହି ହ୍ୟାକ୍‌ କରି…

ସାଧାରଣ ନିର୍ବାଚନ ପାଇଁ ଜୋର ଧରିଛି କଂଗ୍ରେସ ପ୍ରସ୍ତୁତି

ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟକ ଦଳ ନେତାଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ନିର୍ବାଚନ ନେଇ କଂଗ୍ରେସର ରଣନୀତି ପ୍ରସ୍ତୁତ ହୋଇଛି । ବିଜେଡି ଓ ବିଜେପିର ଜନବିରୋଧୀ…

ଆଇସିୟୁରେ ଏମ୍.କରୁଣାନିଧି : ହସ୍ପିଟାଲରେ ଦଳୀୟ ନେତା ଓ କର୍ମୀଙ୍କ ଭିଡ଼, ସୁରକ୍ଷା କଡ଼ାକଡ଼ି

ତାମିଲନନାଡୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । କାବେରୀ ହସ୍ପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ଗତକାଲି ରାତରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଖବର ପରେ ହସ୍ପିଟାଲ ଆଗରେ ଭିଡ଼ ଲାଗିଥିଲା । ହଜାର ହଜାର ସମର୍ଥକ ହସ୍ପିଟାଲ…

ଆଇସିୟୁରେ ଖେଳିଲେ ମୀନ

ବିହାରରେ ବର୍ଷାର ତାଣ୍ଡବ । ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ପାଟଣାର ସବୁଠୁ ବଡ଼ ନାଳନ୍ଦା ସରକାରୀ ମେଡିକାଲ କଲେଜରେ ପାଣି ପଶି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ହସ୍ପିଟାଲ ଓ୍ଵାର୍ଡ ସମେତ ଆଇସିୟୁରେ ରୋଗୀ ବେଡ୍‌ରେ ଶୋଇଥିବା ବେଳେ ତଳେ ମାଛ ଖେଳୁଥିଲେ । ଲଗାଣ ବର୍ଷାରେ…

ମନ କଥା କହିଲେ ମୋଦି : ପ୍ରକୃତିର ତାଣ୍ଡବଲୀଳା ପାଇଁ ଆମେ ହିଁ ଦାୟୀ

ନୂଆଦିଲ୍ଳୀ : ୪୬ତମ ସଂସ୍କରଣରେ ଦେଶବାସୀଙ୍କୁ ନିଜ ମନ କଥା କହିଛନ୍ତି । ଥାଇଲାଣ୍ଡ ଗୁମ୍ଫାରେ ପିଲା ଫସିବା କଥା କହିବା ସହ ପ୍ରକୃତିର ତାଣ୍ଡବଲୀଳା ପାଇଁ ଆମେ ହିଁ ଦାୟୀ ବୋଲି କହିଛନ୍ତି ମୋଦି । ସୁରକ୍ଷିତ ଓ ସାହସିକତରା ସହ ପିଲାମାନଙ୍କୁ ଗୁମ୍ଫାରୁ ବାହାର କରିବା ଘଟଣା ଶାନ୍ତ ଓ ଏକତାର…

୨୦୧୯ର ଲୋକସଭା ନିର୍ବାଚନ ପୂର୍ବରୁ କଙ୍ଗନା ରନାୱତ୍ ପିଏମ୍ ମୋଦିଙ୍କୁ ନେଇ ଦେଇଛନ୍ତି ବଡ ବୟାନ !

ବଲିଉଡର ଫେମସ ଓ ନାସନାଲ୍ ଆୱାଡ ବିଜୟୀ ଅଭିନେତ୍ରୀ କଙ୍ଗନା ରନାୱତ୍ ଶନିବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ୨୦୧୯ ଲୋକସଭାକୁ ନଜରରେ ରଖି ଅଭିନେତ୍ରୀ କଙ୍ଗନା ରନାୱତ୍ କେବଳ ମୋଦୀଙ୍କର ପ୍ରସଂଶା କରି ନାହାନ୍ତି ବଂର କହିଛନ୍ତି ପିଏମ୍ ମୋଦି ୨୦୧୯…

ବଢୁଛି ଯମୁନା : ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଳୀ : ବଢୁଛି ଯମୁନା ନଦୀ। ଦିଲ୍ଲୀରେ ବନ୍ୟା ଆଶଙ୍କା। ଶନିବାର ହରିୟାଣାର ହାଥିନୀକୁଣ୍ଡ ବ୍ୟାରେଜରୁ ୫ଲକ୍ଷ କ୍ୟୁସେକ୍ ପାଣି ଛଡାଯାଇଛି। ଆଜି ଏହା ଦିଲ୍ଲୀରେ ପହଞ୍ଚିବ। ଫଳରେ ସହରରେ ବନ୍ୟା ଆଶଙ୍କା ଦେଖାଦେଇଛି। ଯମୁନା ନଦୀ ଜଳସ୍ତର ୨୦୪.୮୩ ମିଟର ଥିବାବେଳେ ଏବେ ଏହା ବିପଦ ସଙ୍କେତ…

ବିହାର ସେଲଟର ହୋମ୍‌ରେ ନାବାଳିକା ନିର୍ୟାତନା ମାମଲା

ବିହାର : ମଣିଷର ପଶୁତ୍ୱର ଆଉ ଏକ ଭୟଙ୍କର ଉଦାହରଣ । ବିହାର ସେଲଟର ହୋମରେ ନାବାଳିକାମାନଙ୍କୁ ଡ୍ରଗ୍‌ସ ଦେଇ ଦୁଷ୍କର୍ମ ମାମଲାର ଶୁଣାଣି ବେଳେ ଏସବୁ ତଥ୍ୟ ଆସିଛି । କଥା କହି ପାରୁ ନଥିବା ଓ ଶୁଣି ପାରୁନଥିବା ୭ରୁ ୧୮ ବର୍ଷର ଯୁବତୀ ଓ ନାବାଳିକାଙ୍କୁ ବର୍ଷ ବର୍ଷ ଧରି ଏଭଳି ଅତ୍ୟାଚାର,…

ଇଣ୍ଡୋନେସିଆରେ ଭୂମିକମ୍ପ : ୧୪ରୁ ଅଧିକ ମୃତ

ଇଣ୍ଡୋନେସିଆରେ ଭୂମିକମ୍ପ । ଭୂମିକମ୍ପରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬୦ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଏହାର ତୀବ୍ରତା ଥିଲା ୬.୪ । ଆଜି ସକାଳ ୬ଟା ୪୭ ମିନିଟ୍ରେ ଇଣ୍ଡୋନେସିଆର ଦକ୍ଷିଣାଞ୍ଚଳରେ ଥିବା ପ୍ରମୁଖ ପର୍ୟ୍ୟଟନ ଲୋମ୍ବୋକରେ ଭୂମିକମ୍ପ ହୋଇଥିଲା । ଏହା ପରେ…

ପଶୁ ଠାରୁ ହୀନ : ଗର୍ଭବତୀ ଛେଳି ସହ ଦୁଷ୍କର୍ମ, ହରିଆଣାରେ ଚାଞ୍ଚଲ୍ୟ

ହରିୟାଣା : ପଶୁଠାରୁ ବି ବଳି ଯାଇଛି ମଣିଷ। ମାନବିକତା ହରାଇଛି। ଅତି ନୀଚସ୍ତରର ଘୃଣ୍ୟ କାମ କରିଛି। ହରିୟାଣାରେ ଏମିତି ଏକ ଘଟଣା ଘଟିଛି, ଯାହା ଶୁଣିଲେ ଆପଣ ହତବାକ୍ ହୋଇଯିବେ । ଘୃଣାରେ ମୁଣ୍ଡ ନଇଁଯିବ । ଏକ ଗର୍ଭବତୀ ଛେଳି ସହ ଗଣଦୁଷ୍କର୍ମ କରିଛନ୍ତି ୮ ଜଣ ଲୋକ। ହରିୟାଣା ମେଓ୍ଵାତ…

ଚ୍ୟାଲେଞ୍ଜ ନେଉଛି ଜୀବନ : ଭାଇରାଲ ହେଉଛି ଚଳନ୍ତା ଗାଡ଼ିରୁ ଓହ୍ଲାଇ ନାଚ

ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି ଏକ ଭିନ୍ନ ପ୍ରକାରର ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜ ଅନ୍ତର୍ଗତ ଲୋକ ଚଳନ୍ତା ଗାଡ଼ିରୁ ଓହ୍ଳାଇ ମଝି ରାସ୍ତାରେ ନାଚ କରି ତାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡ଼ୁଛନ୍ତି। ଏହା ଶୁଣିବାକୁ ଯେତେ ରୋମାଞ୍ଚକର ଏବଂ ସହଜ ଲାଗୁଛି କିନ୍ତୁ ବାସ୍ତବରେ ହୋଉଛି ବହୁତ…

ଅଗଷ୍ଟ ୧୪ରେ ଶପଥ ନେବେ ଇମରାନ ଖାନ

ଲାହୋର : ଅଗଷ୍ଟ ୧୪ ତାରିଖ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଇମ୍ରାନ ଖାନ । ଇମରାନଙ୍କ ଦଳ ପାକିସ୍ତାନ ତେହରିକ୍ ଏ ଇନସାଫ, ପିଟିଆଇ ସବୁଠାରୁ ଅଧିକ ଆସନ ପାଇଥିଲା । କିନ୍ତୁ ବହୁମତ ଠାରୁ କମ୍ ରହିଥିଲା ପ୍ରାୟ ୨୦ଟି ସିଟ୍ । ବହୁମତ ପାଇଁ ୧୩୭ ଆସନ ଆବଶ୍ୟକ ଥିବା ବେଳ ଦଳ…