Browsing Category

ଦେଶ ବିଦେଶ

ପୁଣି ଲୋମ୍ବୋକରେ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୯୦ରୁ ଊର୍ଦ୍ଧ୍ୱ, ୧୦୦ରୁ ଅଧିକ ଆହତ

ଇଣ୍ଡୋନେସିଆ ଲୋମ୍ବୋକ ପୁଣି ଶକ୍ତିଶାଳୀ ଭୂମିକମ୍ପ । ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି । ଏଥିସହ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ଭାରତୀୟ ସମୟ ସଂଧ୍ୟା ୫ଟା ୩୦ ମିନିଟରେ ହୋଇଥିବା ଭୂକମ୍ପର ତୀବ୍ରତା ଥିଲା ୭ ଦଶମିକ ରହିଛି । ଏହାର…

ଭନେଜୁଏଲା ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ

ଭନେଜୁଏଲା ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ । ଡ୍ରୋନ ସାହାଯ୍ୟରେ ହତ୍ୟା ଉଦ୍ୟମ ବିଫଳ ହୋଇଛି । ଭେନେଜୁଏଲା ରାଷ୍ଟ୍ରପତି ମଦୁରୋ ସେନାର ୮୧ ତମ ପ୍ରତିଷ୍ଠା ଦିବସରେ ଭାଷଣ ଦେଉଥିଲେ । ଏ ସମୟରେ ଆକାଶରେ ଦୁଇଟି ଡ୍ରୋନ୍‌ ବିସ୍ଫୋରଣ ହୋଇଥିଲା । ସମସ୍ତେ ଉପରକୁ ଅନାଇଥିଲେ । ସୁରକ୍ଷାକର୍ମୀ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷକରି ଓଡ଼ିଶା, ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ସେହିପରି ଜମ୍ମୁକାଶ୍ମୀର, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରେ ମଧ୍ୟମ ଧରଣର…

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟିଲେ କିସ୍‌ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟିଲେ କିସ୍‌ ଛାତ୍ରଛାତ୍ରୀ । କିସ୍‌ ବିଶ୍ୱବିଦ୍ୟାଳୟର ୨୫ ଜଣ ଛାତ୍ରୀଛାତ୍ରୀ ଓ ପ୍ରତିନିଧି ଆଜି ଦିଲ୍ଲୀରେ ଉପରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ସେମାନଙ୍କ ସହ ଉପସ୍ଥିତ ଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ…

ନିତୀଶଙ୍କ ପାଇଁ ବଢୁଛି ଅଡୁଆ : ବନ୍ଧୁତ୍ୱ ଦିବସ ପାଳିଲେ ବିରୋଧୀ

ଫ୍ରେଣ୍ଡ୍‌ସିପ୍‌ ଡେ' ପୂର୍ବରୁ ବନ୍ଧୁତ୍ୱ ଦିବସ ପାଳିଛନ୍ତି ବିରୋଧୀ । ଗତକାଲି ବିହାର ମୁଜାଫରପୁର ଘଟଣାର ପ୍ରତିବାଦ କରିବାକୁ ଦିଲ୍ଲୀ ଯନ୍ତରମନ୍ତରରେ ଏକାଠି ହୋଇଥିଲେ । ତେଜସ୍ୱୀ ଯାଦବଙ୍କ ସଭାରେ ଥିଲେ ରାହୁଲ ଗାନ୍ଧି, ଅରବିନ୍ଦ କେଜରିୱାଲ, ସୀତାରାମ ୟେଚୁରୀ, ଡି.ରାଜା, ଶରଦ ଯାଦବ…

କିକି ଚ୍ଯାଲେଞ୍ଜରେ ସାମିଲ ଭାରତୀୟ କୃଷକ: ଭିଡ଼ିଓ ଭାଇରାଲ  

ତେଲେଙ୍ଗାନା : କୃଷକ ବି ଜିତିଲେ କି କି ଡ୍ୟାନ୍ସ । ହଳ ଲଙ୍ଗଳ ଛାଡ଼ି ଚାଷ କ୍ଷେତରେ କଲେ କି କି ଡ୍ୟାନ୍ସ । କୃଷକଙ୍କ କି କି ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେଲେଙ୍ଗାନାର ଦୁଇ ଚାଷୀ ଅନୀଲ କୁମାର ଓ ପିଲି ଥିରୁପାଠୀ କ୍ଷେତରେ ହଳ କରୁଥିବା ବେଳେ କି କି ଚ୍ୟାଲେଞ୍ଜ ପୂରା…

ପୁଣି ବିରୋଧୀ ହେଲେ ଏକାଠି : ଦିଲ୍ଲୀର ଯନ୍ତରମନ୍ତରରେ ହେବ ପ୍ରତିବାଦ

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଏକାଠି ହେବାରେ ଲାଗିଛନ୍ତି। ଏବେ ବିହାର ମୁଜାଫରପୁର ଘଟଣାକୁ ନେଇ ଦିଲ୍ଲୀ ଯନ୍ତରମନ୍ତରରେ ଏକାଠି ହେଲେ ବିଭିନ୍ନ ବିରୋଧୀ ଦଳ ନେତା। ମୁଜାଫରପୁର ଘଟଣାର ପ୍ରତିବାଦ ଜଣାଇବାକୁ ଏକାଠି ହୋଇଥିଲେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଦିଲ୍ଲୀ…

ଷ୍ଟ୍ରାଟେଜିକ୍‌ ଟ୍ରେଡ୍‌ ଅଥରାଇଜେସନ୍‌ STA 1 ତାଲିକାରେ ଭାରତ

ଷ୍ଟ୍ରାଟେଜିକ୍‌ ଟ୍ରେଡ୍‌ ଅଥରାଇଜେସନ୍‌- STA 1 ତାଲିକାରେ ଭାରତକୁ ଆମେରିକା ସ୍ଥାନ ଦେଇଛି । ପ୍ରଥମ ଦକ୍ଷିଣ ଏସୀୟ ରାଷ୍ଟ୍ର ଭାବେ ଭାରତ ଏହି ତାଲିକାରେ ସ୍ଥାନ ପାଇଛି । ପୂର୍ବରୁ ଏସୀୟ ରାଷ୍ଟ୍ରଙ୍କ ମଧ୍ୟରେ ଜାପାନ ଏବଂ ଦକ୍ଷିଣ କୋରିଆ ଏହି ତାଲିକାରେ ସ୍ଥାନ ପାଇଥିଲେ । ସେହିପରି ଏହି…

ଏକା ପାରିଲେନି କୋହଲି : ପ୍ରଥମ ଟେଷ୍ଟରେ ୩୧ ରନ୍‌ରେ ଜିତିଲା ଇଂଲଣ୍ଡ

ଏଜବାଷ୍ଟନରେ ପରାଜୟର ଜାଲରୁ ମୁକୁଳି ପାରିନି ଭାରତ । କୋହଲିଙ୍କ ସଂଗ୍ରମ ବି ବିଜୟ ଦେଇ ପାରିଲାନି ବିରାଟ ବାହିନୀକୁ । ଏଜବାଷ୍ଟନ୍‌ ଠାରେ ପ୍ରଥମ ଟେଷ୍ଟରେ ୩୧ ରନ୍‌ରେ ହାରିଗଲା ଟିମ୍‌ ଇଣ୍ଡିଆ । ନିଜର ୧୦୦୦ତମ ଟେଷ୍ଟରେ ବିଜୟ ଭେଟି ଦେଇଛି ଇଂଲଣ୍ଡ ଦଳ । ୧୯୪ ରନ୍‌ ଟାର୍ଗେଟ୍‌ର ପିଛା କରି…

ଏବେ ଗୋବରରୁ ପ୍ରସ୍ତୁତ ହେଉଛି ଫ୍ୟାସନେବଲ ଡ଼୍ରେସ୍ : ମିଳିଲା ଗ୍ଲୋବାଲ ଆୱାର୍ଡ଼

ଆଇଡ଼ହୋବନ : ନେଦରଲ୍ୟାଣ୍ଡରେ ରହୁଥିବା ଜଣେ ମହିଳା ଗାଇ ଗୋବରରୁ ପ୍ରସ୍ତୁତ କରିଛନ୍ତି ଫ୍ୟାସନେବଲ ଡ଼୍ରେସ। ଏଠାକାର ଗୋଟିଏ ଷ୍ଟାଟଅପ୍ କମ୍ପାନୀ ପୋଷାକ ପ୍ରସ୍ତୁତ କରିବାର ଏକ ଅଭିନବ ଉପାୟ ଆପଣାଇଛି। କମ୍ପାନୀ ଗାଇ ଗୋବରରୁ ସେଲୁଲୋଜ ଅଲଗା କରିବା ସହ ଏଥି ଦ୍ବାରା ପ୍ରସ୍ତୁତ କରୁଛି ବିଭିନ୍ନ…

ପୁଣି ସୁନିତା ୱିଲିୟମ୍ସ ରଚିବେ ଇତିହାସ : କରିବେ ମାହାକାଶ ଯାତ୍ରା

ଭାରତୀୟ ମୂଳ ଭାବେ କାର୍ୟ୍ୟରତ ମହାକାଶଚାରୀ ସୁନିତା ୱିଲିୟମ୍ସ ପୁଣି ଥରେ ରଚିବାକୁ ଯାଉଛନ୍ତି ଇତିହାସ। ହିନ୍ଦୁସ୍ଥାନୀ ଝିଅ ମାଟିରୁ ନେଇ ମହାକାଶ ପର୍ୟ୍ୟନ୍ତ ନିଜର ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି। ନାସା ନିଜର ପ୍ରଥମ ମହାକାଶ ଯାତ୍ରା ପାଇଁ ଯାତ୍ରୀଙ୍କ ନାମ ଘୋଷଣା କରିଛି। ଏଥିରେ…

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଘରେ ଅଜଣା ବ୍ୟକ୍ତି ନିହତ

ଶ୍ରୀନଗର : ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ ବେଳେ ଅଜଣା ବ୍ୟକ୍ତି ନିହତ । ସୁରକ୍ଷାକର୍ମୀଙ୍କ ଗୁଳିରେ ତାର ମୃତ୍ୟୁ ହୋଇଛି । ପୋଲିସ ସୂଚନା ଅନୁସାରେ, ଜଣେ ସନ୍ଦିଗ୍ଧ ଆଜି ହଠାତ୍ ଦ୍ରୁତ ଗତିରେ…