Browsing Category

ଦେଶ ବିଦେଶ

ମାଛର ଦାମ୍‌ ସାଢ଼େ ୫ ଲକ୍ଷ : ବଦଳିଲା ଦୁଇ ଭାଇଙ୍କ ଭାଗ୍ୟ

ମୁମ୍ବାଇ : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ଏମିତି ଏକ ଘଟଣାରେ ଦୁଇ ମତ୍ସ୍ୟଜୀବୀ ଭାଇଙ୍କ ଭାଗ୍ୟ ବଦଳାଇ ଦେଇଛି ଏକ ବିରଳ ମାଛ । ମାଛଟି ବିକ୍ରି ହୋଇଛି ସାଢ଼େ ୫ ଲକ୍ଷ ଟଙ୍କାରେ । ମୁମ୍ବାଇର ଦୁଇ ଭାଇ ମହେଶ ମେହେର ଓ ଭାରତ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ।…

ପଶ୍ଚିମବଙ୍ଗ ବାଙ୍କୁରା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଲା ଦୁଇଟି କୋଠା

ପଶ୍ଚିମବଙ୍ଗ : ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି । ଗନ୍ଧେଶ୍ୱରୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଜଳ କୋଲକାତା ସହରକୁ ପ୍ରବେଶ କରିଛି । ସହରର ବାଙ୍କୁରା ଅଞ୍ଚଳରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିଛି । ଘରର ଅଧା ପର୍ୟ୍ୟନ୍ତ ପାଣି ଚାଲୁଥିଲା । କିଛି ସମୟ ପରେ ଘରଟି ଭୁଶୁଡ଼ି ପଡ଼ିଥିଲା…

ମୁମ୍ବାଇ ଗସ୍ତରେ ନବୀନ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍- ୨୦୧୮ ପାଇଁ ପ୍ରଚାର ଆରମ୍ଭ ହୋଇଛି । ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ଲାଗି ୨ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସେ ବିଭିନ୍ନ କମ୍ପାନୀ ଓ ଶିଳ୍ପପତିଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା…

୧୨ ବର୍ଷରୁ କମ୍ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ କଲେ ମିଳିବ ମୃତ୍ୟୁଦଣ୍ଡ : ବିଲ୍ ପାସ ହୋଇଛି ରାଜ୍ୟସଭାରେ

ଭୁବନେଶ୍ବର : ୧୨ ବର୍ଷରୁ କମ୍ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ କଲେ ମିଳିବ ମୃତ୍ୟୁଦଣ୍ଡ । ଫାଶୀ ଖୁଣ୍ଟରେ ଝୁଲିବ ଅଭିଯୁକ୍ତ । ସଂଶୋଧିତ ଅପରାଧିକ ବିଧେୟକ ୨୦୧୮ ସଂସଦରେ ପାରିତ ହୋଇଛି । ପୂର୍ବରୁ ଲୋକସଭାରେ ଓ ଗତକାଲି ରାଜ୍ୟସଭାରେ ଏହି ବିଲ୍ ପାସ ହୋଇଛି । ପାର୍ଲାମେଣ୍ଟର ଉଭୟ ଗୃହରେ ଏହି…

କରୁଣାନିଧି ସଂକଟାପନ୍ନ

ଚେନ୍ନାଇ : ଡିଏମ୍‌କେ ନେତା ଏମ୍‌ କରୁଣାନିଧି ପୁଣି ସଂକଟାପନ୍ନ । ଚେନ୍ନାଇର କାବେରୀ ହସପିଟାଲରେ ଚିକିତ୍ସାଧୀନ ଥିବା କରୁଣାନିଧିଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ଅକାମୀ ହେବାରେ ଲାଗିଛି । ତାକୁ ସଚଳ କରି ରଖିବା ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ସେ ଜଣ୍ଡିସ୍‌ରେ ପୀଡ଼ିତ ।…

କାହାକୁ ବାହା ହେଲା ଲାଦେନ୍‌ର ପୁଅ ?

ବାହା ହୋଇଛି ବିନ୍‌ ଲାଦେନ୍‌ର ପୁଅ । ହାମଜା ବିନ୍‌ ଲାଦେନ୍‌ ହେଉଛି ଅଲକାଏଦା ନେତା ଓସାମା ବିନ୍‌ ଲାଦେନର ପୁଅ । ହାମଜା ପୁଣି ବାହା ହୋଇଛି ୨୦୦୧ ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣର ରିଙ୍ଗ ମାଷ୍ଟର ମହମ୍ମଦ ଆଟ୍ଟା ଝିଅକୁ । ଏ ସମ୍ପର୍କରେ ଲାଦେନର ସାବତ ଭାଇ ଅହମଦ ଓ ହାସାନ ଅଲ୍‌ ଆଟ୍ଟା…

ଆସନ୍ତା ୯ରେ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ୯ ତାରିଖରେ ଏହି ପଦ ପାଇଁ ନିର୍ବାଚନ ହେବ । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ସୂଚନା ଦେଇଛନ୍ତି । ଗତ ଜୁଲାଇରେ ପି.ଜେ. କୁରିଏନ୍‌ଙ୍କ କାର୍ଯ୍ୟକାଳ ଶେଷ ପରେ ଏହି ପଦ ଖାଲି ପଡିଛି । ରାଜ୍ୟସଭା…

ଆଉ ଏକ ବାଳିକା ଗୃହର ଯାଞ୍ଚ : ଏଥର ଯୋଗୀଙ୍କ ଉତ୍ତର ପ୍ରଦେଶ ଦେବରିୟାରେ

ବିହାରର ମୁଜାଫରପୁର ପରେ ଉତ୍ତର ପ୍ରଦେଶର ଦେବରିୟା ଜିଲ୍ଲାରେ ସମାନ ଘଟଣା । ଏଠିବି ସେଲଟର ହୋମରେ ବାଳିକାଙ୍କୁ ଦେହ ବ୍ୟବସାୟରେ ଲଗାଯାଉଥିବା ଅଭିଯୋଗ ହୋଇଛି । ସଂପୃକ୍ତ ବାଳିକା ଗୃହ ବିରୋଧରେ ଅଭିଯୋଗ ଆସିବା ପରେ ଯାଞ୍ଚ ଆରମ୍ଭ ହୋଇଛି । ଏଠି ରହୁଥିବା ନାବାଳିକାମାନଙ୍କୁ ରାତିରେ ଦେହ…

ଲସ୍କର ଆତଙ୍କବାଦୀଙ୍କ ଓଡ଼ିଶା ଲିଙ୍କ୍ : NIA କବଜାରେ କେନ୍ଦ୍ରାପଡାର ହବିବୁର୍ ରେହମାନ୍

ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି- ଏନ୍‌ଆଇଏ ଜାଲରେ ଓଡ଼ିଶାର ଯୁବକ । ଆତଙ୍କବାଦୀ ଲିଙ୍କ୍‌ରେ ଗିରଫ । ସାଉଦି ଆରବରୁ ଫେରିବା ସମୟରେ ଦିଲ୍ଲୀ ଏୟାର ପୋର୍ଟରୁ ଗିରଫ ହୋଇଛି ହବିବୁର ରେହମାନ । ତା' ଘର କେନ୍ଦ୍ରାପଡ଼ା । ସେ ରିୟାଦରେ ରହୁଥିଲା । ତାକୁ ଗିରଫ କରାଯାଇଛି । ପାକିସ୍ତାନୀ…

ସଂସଦରେ ଘଣ୍ଟାଏ ବୁଲିଲେ କିସର ୨୫ଜଣ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ (କେ ନ୍ୟୁଜ୍) : ପାର୍ଲାମେଣ୍ଟରେ କିସ୍ ଛାତ୍ରଛାତ୍ରୀ । ଏକ ଘଣ୍ଟା ସଂସଦରେ ବୁଲିଲେ କିସର ୨୫ଜଣ ଛାତ୍ରଛାତ୍ରୀ । ସଂସଦର କାର୍ୟ୍ୟଶୈଳୀ ଦେଖିଲେ । ଗତକାଲି ସେମାନେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟିଥିଲେ । ସେମାନଙ୍କ ସହ ଉପସ୍ଥିତ ଥିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା…

ଧୋନିଙ୍କୁ କାହିଁକି ଭେଟିଲେ ଅମିତ ଶାହା ?

ନୂଆଦିଲ୍ଲୀ : ମହେନ୍ଦ୍ର ସିଂହ ଧୋନିଙ୍କ ଭେଟିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଦଳର ‘ସମ୍ପର୍କ ଫର ସମର୍ଥନ’ ଅଭିଯାନ କାର୍ୟ୍ୟକ୍ରମରେ ସେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମାହିଙ୍କୁ ଭେଟିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଚାରି ବର୍ଷ ପୂରଣ କରିଥିବା ଅବସରରେ ଏହି…

ମଲ୍‌ ପାର୍କିଂ ଉପରେ ଖସିପଡ଼ିଲା ବିମାନ, ୫ ମୃତ

କାଲିଫର୍ଣ୍ଣିଆ : ଆମେରିକା କାଲିଫର୍ଣ୍ଣିିଆର ସାନ୍ତାଆନା ସିଟିରେ ବିମାନ ଦୁର୍ଘଟଣା । ଏକ କ୍ଷୁଦ୍ର ବିମାନ ସେଠାକାର ସାଉଥ୍‌ କୋଷ୍ଟ ପ୍ଲାଜାର ଏକ ସପିଂ ସେଣ୍ଟର ଉପରେ ଖସି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ବିମାନଟି ସପିଂ ସେଣ୍ଟର ପାର୍କିଂ ଉପରେ ଖସିପଡ଼ିଥିଲା । ଉଦ୍ଧାର କାର୍ଯ୍ୟ ସହ…