Below header

ପଶ୍ଚିମବଙ୍ଗ ବାଙ୍କୁରା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଲା ଦୁଇଟି କୋଠା

ପଶ୍ଚିମବଙ୍ଗ : ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି । ଗନ୍ଧେଶ୍ୱରୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଜଳ କୋଲକାତା ସହରକୁ ପ୍ରବେଶ କରିଛି । ସହରର ବାଙ୍କୁରା ଅଞ୍ଚଳରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିଛି । ଘରର ଅଧା ପର୍ୟ୍ୟନ୍ତ ପାଣି ଚାଲୁଥିଲା । କିଛି ସମୟ ପରେ ଘରଟି ଭୁଶୁଡ଼ି ପଡ଼ିଥିଲା । ପ୍ରଥମେ ଗୋଟିଏ ଘର ଭାଙ୍ଗୁଛି । ପରେ ଘରକୁ ଲାଗିଥିବା ଅନ୍ୟ ଏକ ଘର ଭାଙ୍ଗି ଯାଉଛି । ଲଗାଣ ବର୍ଷା ଯୋଗୁ ଗତକାଲି ଏପରି ହୋଇଥିବା ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.