Browsing Tag

house collapse

ଜମ୍ମୁ-କାଶ୍ମୀର: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘର, ମା’ ସହ ୩ ଝିଅଙ୍କ ମୃତ୍ୟୁ

ଜମ୍ମୁ-କାଶ୍ମୀରରେ ଏକ ଘର ଭୁଶୁଡ଼ି ମା’ ସହ ୩ ଝିଅଙ୍କ ମୃତ୍ୟୁ ଘଟିଛି । ଏଠାରେ ରିୟାସି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଏକ କଚ୍ଚା ଘର ଭୁଶୁଡ଼ି ପଡ଼ିଥିଲା । ଫଳରେ ଏହା ତଳେ ଚାପି ହୋଇ ୪ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଝିଅମାନଙ୍କ ବୟସ ୨ରୁ ୫ ବର୍ଷ ମଧ୍ୟରେ ବୋଲି କୁହାଯାଉଛି । ମାର୍ଚ୍ଚ…

ଶିମ୍‌ଲାରେ ପାହାଡ଼ ଧସି ମାଟିରେ ମିଶିଲା ୭ ଘର, ଅନେକ ଲୋକ ଫସି ରହିଥିବା ଆଶଙ୍କା

ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ ଥମିବାର ନାଁ ନେଉନାହିଁ। ଏ ପର୍ଯ୍ୟନ୍ତ ରାଜ୍ୟରେ ୫୫ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ମଙ୍ଗଳବାର ପୁଣି ଶିମ୍‌ଲାର କୃଷ୍ଣାନଗର ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଏକ ପାହାଡ଼ ଧସିପଡ଼ିଛି। ଏହି ଭୂସ୍ଖଳନରେ ପାଖାପାଖି ୫ରୁ ୭ଟି ଘର ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି।…

ଲଗାଣ ବର୍ଷାରେ ଭୁଶୁଡିଲା ଘରର କାନ୍ଥ, ଜଣେ ମୃତ

କୋରାପୁଟ (କେନ୍ୟୁଜ): କୋରାପୁଟରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଷୁଡି ଜଣକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କୋରାପୁଟ ସଦର ଥାନା ପାଇକ ଫୁଲବେଡା ଗ୍ରାମର ପରଜା ସାହିର କାନ୍ଥ ଭୁଷୁଢି ଜଣକର ମୃତ୍ୟୁ ଘଟିଛି । ମୃତକର ନାମ ଚନ୍ଦ୍ର ପରଜା । ବିଳମ୍ବିତ ରାତିରେ…

ବାରିପଦା ମଧୁବନ ଅଞ୍ଚଳରେ ବନ୍ୟା ପାଣିରେ ଭୁଶୁଡ଼ିଲା ଘର, କ୍ୟାମେରାରେ କଏଦ୍ ହେଲା ଭିଜୁଆଲ

ମୟୁରଭଞ୍ଜ: ବନ୍ୟା ପାଣିରେ ଭୁଶୁଡ଼ିଲା ଘର । ଏହି ଘର ଭୁଶୁଡ଼ିବାର ଲାଇଭ୍‌ ଭିଜୁଆଲ କ୍ୟାମେରାରେ ହେଲା କଏଦ୍‌ । ବନ୍ୟା ପାଣି ଘେରରେ ଥିବା ବାରିପଦା ମଧୁବନ ଅଞ୍ଚଳରେ ଏକ ଘର ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟ ବଶତଃ ବନ୍ୟା ପାଣି ମାଡ଼ି ଆସିବାରୁ ଘରୁ ସେକ୍‌ ରମଜାନ ଓ…

ଜମ୍ମୁ କାଶ୍ମୀର ରାମନଗର ଅଞ୍ଚଳର ବରମାନ ଗାଁରେ ଅଘଟଣ, ପଥର ଖସି ଗୋଟିଏ ପରିବାରର ୫ ମୃତ

ଜମ୍ମୁ କାଶ୍ମୀର: ପଥର ଖସି ଗୋଟିଏ ପରିବାରର ୫ ମୃତ । ଜମ୍ମୁ କାଶ୍ମୀରର ରାମନଗର ଅଞ୍ଚଳର ବରମାନ ଗାଁରେ ଅଘଟଣ । ପାହାଡରୁ ପଥର ଖସି ବରମାନ ଗାଁର ଜଣଙ୍କ ଘର ଉପରେ ପଡିଥିଲା । ଫଳରେ ଉକ୍ତ ପରିବାରର ୫ଜଣ ସଦସ୍ୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ୫ଜଣଙ୍କ ମଧ୍ୟରେ ୪ଜଣ ଶିଶୁ ରହିଥିବା…

ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ, ପ୍ରବଳ ବର୍ଷାରେ ଭୁଶୁଡ଼ି ପଡିଲା କୋଠା ଘର

ଉତ୍ତରାଖଣ୍ଡ(କେନ୍ୟୁଜ୍): ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ । ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁ ଏକ କୋଠା ଘର ଭୁଶୁଡ଼ି ପଡିଛି । ବିକାଶଖଣ୍ଡ ଘାଟର ଲଙ୍ଖି ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍‌କ୍ୟୁ…

ପଶ୍ଚିମବଙ୍ଗ ବାଙ୍କୁରା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଲା ଦୁଇଟି କୋଠା

ପଶ୍ଚିମବଙ୍ଗ : ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି । ଗନ୍ଧେଶ୍ୱରୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଜଳ କୋଲକାତା ସହରକୁ ପ୍ରବେଶ କରିଛି । ସହରର ବାଙ୍କୁରା ଅଞ୍ଚଳରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିଛି । ଘରର ଅଧା ପର୍ୟ୍ୟନ୍ତ ପାଣି ଚାଲୁଥିଲା । କିଛି ସମୟ ପରେ ଘରଟି ଭୁଶୁଡ଼ି ପଡ଼ିଥିଲା…