Below header

ଜମ୍ମୁ କାଶ୍ମୀର ରାମନଗର ଅଞ୍ଚଳର ବରମାନ ଗାଁରେ ଅଘଟଣ, ପଥର ଖସି ଗୋଟିଏ ପରିବାରର ୫ ମୃତ

ଜମ୍ମୁ କାଶ୍ମୀର: ପଥର ଖସି ଗୋଟିଏ ପରିବାରର ୫ ମୃତ । ଜମ୍ମୁ କାଶ୍ମୀରର ରାମନଗର ଅଞ୍ଚଳର ବରମାନ ଗାଁରେ ଅଘଟଣ । ପାହାଡରୁ ପଥର ଖସି ବରମାନ ଗାଁର ଜଣଙ୍କ ଘର ଉପରେ ପଡିଥିଲା । ଫଳରେ ଉକ୍ତ ପରିବାରର ୫ଜଣ ସଦସ୍ୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ୫ଜଣଙ୍କ ମଧ୍ୟରେ ୪ଜଣ ଶିଶୁ ରହିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.