ଲୋକସେବା ଆୟୋଗ ଜରିଆରେ ଚାକିରି ପାଇବାର ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ଲୋକ ସେବା ଆୟୋଗ ପଶ୍ଚିମ ବଙ୍ଗଳାରେ ଅନେକ ପଦବୀରେ ନିଯୁକ୍ତି ଜାରି। ସୂଚନା ମୁତାବକ ଏହି ନିଯୁକ୍ତି ଇସ୍ପେକ୍ଟର ଅଫ୍‌ ଲିଗାଲ ମେଟ୍ରୋଲଜି ପଦବୀରେ ଜାରି କରାଯାଇଛି। ଆବଦେନ କରିବାର ଶେଷ ତାରିଖ ୧୧ ମାର୍ଚ୍ଚ ୨୦୨୦।

ପଦବୀ ନାମ ଏବଂ ପଦ ସଂଖ୍ୟା:

ଇସ୍ପେକ୍ଟର ଅଫ୍‌ ଲିଗାଲ ମେଟ୍ରୋଲଜି- ୧୭ଟି ପଦ

job_ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା:

ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୩୬ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ମହତ୍ତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ ଆବେଦନ କରିବାର ପ୍ରାରମ୍ଭିକ ତାରିଖ- ୧୭ ଫେବୃଆରୀ ୨୦୨୦
ଅନଲାଇନ ଆବେଦନ କରିବାର ଶେଷ ତାରିଖ- ୧୧ ମାର୍ଚ୍ଚ ୨୦୨୦

job-searchଏପରି କରିନ୍ତୁ ଆବେଦନ:

ଇଛୁକ ଆବେଦନକାରୀ ଅଧିକାରିକ େଓ୍ଵବସାଇଟ www.pscwbonline.gov.in ଜରିଆରେ ୧୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ। ଧ୍ୟାନ ରଖନ୍ତୁ ଆବେଦନ ପ୍ରକ୍ରିୟା ଜମା କରିବା ସମୟରେ ଯେପରି କିଛି ତ୍ରୁଟି ନରହେ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କ ଚୟନ ପ୍ରକ୍ରିୟା ସ୍କ୍ରିନିଂ ଟେଷ୍ଟ (PST) ଆଧାରରେ କରାଯିବ।

Leave A Reply

Your email address will not be published.