ଆଜି ଶେଷ ରଜ: ପିଠା, ମିଠାରେ ବାସୁଛି ପ୍ରତିଟି ଘର

କେନ୍ୟୁଜ: ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ଆଜି ଶେଷ ରଜ । ୩ ଦିନିଆ ରଜ ଉତ୍ସବର ଆଜି ତୃତୀୟ ଦିନ । ପିଠା, ମିଠାରେ ବାସୁଛି ପ୍ରତିଟି ଘର। ଜମୁଛି ତାସ, ଲୁଡୁ ଓ ପାଲିର ଆସର । ବିଭିନ୍ନ ସ୍ଥାନରେ ପୁଚି ଓ କବାଡ଼ି ପ୍ରତିଯୋଗିତା । ରଜ ପାଇଁ ଉତ୍ସବମୁଖର ରାଜ୍ୟର ପୁରପଲ୍ଲୀ । ଗାଁରେ ଗହଳିଚହଳି । ଫାଟି ପଡୁଛି ପରିବେଶ । ପିଠା, ମିଠା ଓ ନାନା ବ୍ୟଞ୍ଜନର ମହକରେ ମହକୁଛି ଘର ।

ଚକୁଳି, ପୋଡ଼ପିଠାରୁ ଆରମ୍ଭ କରି ନାନା ପ୍ରକାର ପିଠାର ସ୍ବାଦ । ରଜ ପାଇଁ ବାହାରେ ରହୁଥିବା ଲୋକମାନେ ଗାଁକୁ ଆସିଛନ୍ତି । ଘରେ ଘରେ କୁଣିଆ, ବନ୍ଧୁବାନ୍ଧବ । ରଜଗାଁ ଦାଣ୍ଡରେ ରଜର ମହମହ ବାସ୍ନା। ଆଜି ଶେଷ ରଜ । ୩ ଦିନିଆ ରଜ ଉତ୍ସବର ଆଜି ତୃତୀୟ ଦିନ ।

ପିଠା, ମିଠାରେ ବାସୁଛି ପ୍ରତିଟି ଘର। ଜମୁଛି ତାସ, ଲୁଡୁ ଓ ପାଲିର ଆସର । ବିଭିନ୍ନ ସ୍ଥାନରେ ପୁଚି ଓ କବାଡ଼ି ପ୍ରତିଯୋଗିତା । ରଜ ପାଇଁ ଉତ୍ସବମୁଖର ରାଜ୍ୟର ପୁରପଲ୍ଲୀ । ଗାଁରେ ଗହଳିଚହଳି । ଫାଟି ପଡୁଛି ପରିବେଶ । ପିଠା, ମିଠା ଓ ନାନା ବ୍ୟଞ୍ଜନର ମହକରେ ମହକୁଛି ଘର । ଚକୁଳି, ପୋଡ଼ପିଠାରୁ ଆରମ୍ଭ କରି ନାନା ପ୍ରକାର ପିଠାର ସ୍ବାଦ । ରଜ ପାଇଁ ବାହାରେ ରହୁଥିବା ଲୋକମାନେ ଗାଁକୁ ଆସିଛନ୍ତି । ଘରେ ଘରେ କୁଣିଆ, ବନ୍ଧୁବାନ୍ଧବ । ରଜ ପାଳନରେ ସଭିଏଁ ମସଗୁଲ ।

Leave A Reply

Your email address will not be published.