Browsing Tag

last rajo

ଆଜି ଶେଷ ରଜ, ମାହାଙ୍ଗା ଦିବ୍ୟାଙ୍ଗ ଚାରିଟେବୁଲ ଫାଉଣ୍ଡେସନ ପକ୍ଷରୁ ଧୁମ୍ ଧାମରେ ହେଉଛି ପାଳନ

ମାହାଙ୍ଗା : ଆଜି ହେଉଛି ଶେଷ ରଜ l ଓଡିଆମାନେ ସମସ୍ତେ ଘରେ ଘରେ ପିଠା ମିଠା ଖାଇ ରଜ ପାଳନ କରୁଛନ୍ତି l ଏଥିରୁ ବାଦ ପଡ଼ି ନାହାଁନ୍ତି ଦିବ୍ୟାଙ୍ଗ ମାନେ l ସେମାନେ ମଧ୍ୟ ରଜ ମଉଜ ପାଳନ କରିଛନ୍ତି l କଟକ ଜିଲ୍ଲା ମାହାଙ୍ଗା ଚାୟାପାଳ ଠାରେ ଥିବା ଦିବ୍ୟାଙ୍ଗ ଚାରିଟେବୁଲ ଫାଉଣ୍ଡେସନ ପକ୍ଷରୁ ରଜ…