ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ, ପ୍ରବଳ ବର୍ଷାରେ ଭୁଶୁଡ଼ି ପଡିଲା କୋଠା ଘର
ଉତ୍ତରାଖଣ୍ଡ(କେନ୍ୟୁଜ୍): ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ । ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁ ଏକ କୋଠା ଘର ଭୁଶୁଡ଼ି ପଡିଛି । ବିକାଶଖଣ୍ଡ ଘାଟର ଲଙ୍ଖି ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଜୋରଦାର କରିଛନ୍ତି ।
ଦେଖନ୍ତୁ ଭିଡିଓ:
video courtesy: TOI