ଓଲଟିଲା ଗଞ୍ଜେଇ ବୋଝେଇ କାର୍‌

ଖୋର୍ଦ୍ଧା (କେ ନ୍ୟୁଜ୍‌) : ଖୋର୍ଦ୍ଧା ଓସିସି ଛକରେ ଓଲଟିଲା ଗଞ୍ଜେଇ ବୋଝେଇ କାର୍‌ । ଭୁବନେଶ୍ୱର ପଟୁ ଯାଉଥିବା ଏକ ଇଣ୍ଡିଗୋ କାର୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ତେବେ କାର୍‌ ଡ୍ରାଇଭର ତୁରନ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.