Browsing Category

ଦେଶ ବିଦେଶ

ଦିଲ୍ଲୀ ପୋଲିସ୍‌ରେ ସାମିଲ ହେବ ଦେଶର ପ୍ରଥମ ମହିଳା ସ୍ୱାଟ୍‌ ଟିମ୍‌

ନୂଆଦିଲ୍ଲୀ : ଦେଶରେ ପ୍ରଥମ । ଦିଲ୍ଲୀରେ ପ୍ରଥମ କରି ଏକ ମହିଳା ସ୍ୱାଟ୍‌ ଟିମ୍‌ ଗଠନ କରାଯାଇଛି । ଦେଶ ବିଦେଶରେ ବିଶେଷଜ୍ଞ ଟିମ୍‌ ଦ୍ୱାରା ତାଲିମ ପ୍ରାପ୍ତ ଏହି ଟିମ୍‌ରେ ୩୬ ଜଣ ମହିଳା କନେଷ୍ଟବଳ ଅଛନ୍ତି । ଏମାନେ ସମସ୍ତେ ଦେଶର ଉତ୍ତର-ପୂର୍ବାଞ୍ଚଳରୁ ଚୟନ ହୋଇଛନ୍ତି । ଏଥିରେ ଆସାମରୁ ୧୩…

ବିଜୁଳି ଚୋରି ଅଭିଯୋଗରେ ଚାଷୀଙ୍କୁ ବର୍ଷେ ଜେଲ୍‌, ୨ ଲକ୍ଷ ୩୮ ହଜାର ଜୋରିମାନା

ରାୟଗଡ଼ : ବିଜୁଳି ଚୋରି କରି ଖେତରେ ଜଳସେଚନ କରୁଥିବା ଚାଷୀଙ୍କୁ ଦଣ୍ଡିତ କଲେ କୋର୍ଟ । ରାୟଗଡ଼ ଜିଲ୍ଲା କୋର୍ଟ ଜଣେ ଚାଷୀଙ୍କୁ ବର୍ଷେ ଜେଲ୍‌ ସହ ୨ ଲକ୍ଷ ୩୮ ହଜାର ଟଙ୍କା ଅର୍ଥଦଣ୍ଡ ଦେଇଛନ୍ତି । ୨୦୧୦ ମାଚ୍‌ର୍ ୧୦ ତାରିଖରେ ସରିୟା ଥାନା ଅନ୍ତର୍ଗତ କଣ୍ଟପାଳି ଗାଁରେ ବସନ୍ତ ମାଲିଙ୍କୁ…

ପ୍ରେମିକ କରଜରେ ଡୁବିଥିବାରୁ ଘୁଞ୍ଚିଲା ଜାପାନ ରାଜକୁମାରୀଙ୍କ ବାହାଘର

ଟୋକିଓ : ଜାପାନର ରାଜକୁମାରୀ ମାକୋଙ୍କ ବାହାଘର ଘୁଞ୍ଚିଲା । ଏହାର କାରଣ ହେଉଛି ମାକୋଙ୍କ ଭାବି ଶାଶୁ ଋଣରେ ବୁଡ଼ି ରହିଛନ୍ତି । ସେହି ସମସ୍ୟା ସମାଧାନ ନହେବା ଯାଏ ବାହାଘର ହୋଇ ପାରିବ ନାହିଁ । ଆସନ୍ତା ନଭେମ୍ବରରେ ରାଜକୁମାରୀ ମାକୋଙ୍କ ବିବାହ ଜଣେ ଓକିଲ କେଇ କୋମୁରୋଙ୍କ ସହିତ ହେବ । ଗତ…

ମୃତ ପିଲାକୁ ଧରି ସମୁଦ୍ରରେ ବୁଲୁଛି ତିମି ମାଛ

ଓ୍ଵାଶିଂଟନ୍‌ : ଏମିତି କିଛି ଆଚମ୍ବିତ କଥା ଦେଖିବାକୁ ମିଳେ ଏଇ ଦୁନିଆରେ । ସାରା ବିଶ୍ୱରେ ଭାଇରାଲ ହୋଇଥିବା ଭିଜୁଆଲରୁ ଦୃଶ୍ୟମାନ ହେଉଛି ଏକ ତିମି ମାଛ ଗତ ଦୁଇ ସପ୍ତାହରୁ ଅଧିକ ହେବ ତାର ସଦ୍ୟଜାତ ମୃତ ପିଲାଟିକୁ ଧରି ସମୁଦ୍ରରେ ବୁଲୁଛି । ଓ୍ଵାଶିଂଟନ୍‌ର ଅଲିମ୍ପିକ ପେନିନଶୁଲା ପାଖରେ…

ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ ଟ୍ରିପଲ ତଲାକ୍ ବିଲ୍

ନୂଆଦିଲ୍ଲୀ : ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ ଟ୍ରିପଲ ତଲାକ୍ ବିଲ୍ । ମୁସଲିମ୍ ମହିଳା ବିବାହ ସୁରକ୍ଷା ଅଧିକାର ବିଲ ୨୦୧୭ ଲୋକସଭାର ଅନୁମୋଦନ ପାଇ ସାରିଛି । କିନ୍ତୁ ରାଜ୍ୟସଭାରେ ଅଟକି ଯାଇଛି । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ତେଣୁ ଏଥିରେ କିଛି ସଂଶୋଧନ…

କେରଳରେ ବର୍ଷା ବିତ୍ପାତ ଜାରି : ଉଦ୍ଧାର କାର୍ଯ୍ୟରେ ସେନା ନିୟୋଜିତ

କୋଚି : ପ୍ରବଳ ବର୍ଷାରେ ବେହାଲ ପୂରା କେରଳ ରାଜ୍ୟ । ବର୍ଷା, ବନ୍ୟା ଓ ମାଟି ଧସିବା ଯୋଗୁଁ କେରଳରେ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କେତେକ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହୋଇ ରହିଛି । ସେନା, ନୌସେନା ଓ ଏୟାରଫୋର୍ସ, କୋଷ୍ଟଗାର୍ଡ଼ ଏବଂ ଏନ୍‌ଡିଆରଏଫ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଉଦ୍ଧାର…

ପ୍ରବଳ ବର୍ଷାରେ ବେହାଲ କେରଳ : ୨୬ ମୃତ

କେରଳ : ପ୍ରବଳ ବର୍ଷାରେ ବେହାଲ କେରଳ । ପ୍ରବଳ ବର୍ଷା ସାଙ୍ଗକୁ ମାଟି ଧସିବାରୁ ରାଜ୍ୟରେ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କେତେକ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହୋଇ ରହିଛି । ଇଡୁକ୍କି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ଭୂସ୍ଖଳନ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।…

ଯୋଗୀ ରାଜ୍ୟରେ ପୁଷ୍ପ ବର୍ଷା : ବୋଲବମ୍‌ ଭକ୍ତଙ୍କ ଉପରେ ହେଲିକପ୍ଟରରୁ ପଡ଼ିଲା ଫୁଲ

ବୋଲବମ୍‌ ଭକ୍ତଙ୍କ ଉପରେ ଆକାଶରୁ ଫୁଲ ବର୍ଷା କରିବା ଲାଗି ଉତ୍ତର ପ୍ରଦେଶ ସରକାର ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲିକପ୍ଟରରୁ ଏହି ଭକ୍ତମାନଙ୍କ ଉପରେ ଫୁଲ ପକା ଯାଇଛି । ରାଜ୍ୟ ଗୃହ ବିଭାଗ ଦେଇଥିବା ଏକ ଚିଠିରେ ଶ୍ରାବଣ ସୋମବାରରେ ଶିବଲିଙ୍ଗକୁ ଜଳାଭିଷେକ ପାଇଁ ଆସୁଥିବା ବୋଲବମ୍‌…

ଠକୁଛି ଭାରତୀୟ ପାଣିପାଗ ବିଭାଗ ? ଥାନାରେ ଚାଷୀଙ୍କ ଏତଲା

ମୁମ୍ବାଇ : ଭାରତୀୟ ପାଣିପାଗ ବିଭାଗ ଆଇଏମ୍‌ଡି ବିରୋଧରେ ଥାନାରେ ଏତଲା । ଏତଲା ଦେଇଛନ୍ତି ମହାରାଷ୍ଟ୍ର ମରାଠାଓ୍ଵାଡ଼ା ଅଞ୍ଚଳର ଜଣେ ଚାଷୀ । ପ୍ରଭଣି ଗ୍ରାମାଞ୍ଚଳ ଥାନାରେ ଦିଆଯାଇଥିବା ଏହି ଏତଲାରେ ଦର୍ଶାଯାଇଛି ଯେ ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ ଚାଷୀମାନେ ବିହନ ବୁଣି ଚାଷ ଆରମ୍ଭ…

ପ୍ରବଳ ବର୍ଷା, କେରଳରେ ୨୨ ମୃତ

ଥିରୁବନନ୍ତପୁରମ : ପ୍ରବଳ ବର୍ଷା ଯୋଗୁଁ କେରଳର ବିଭିନ ସ୍ଥାନରେ ମାଟି ଧସି ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ବର୍ଷାର ପ୍ରକୋପ ଏଭଳି ରହିଥିଲା ଯେ କୋଚି ବିମାନ ବନ୍ଦରକୁ ଦୁଇ ଘଣ୍ଟା ପାଇଁ ବନ୍ଦ ରଖା ଯାଇଥିଲା । କେବଳ ଇଦ୍ଦୁକି ଜିଲ୍ଲାରେ କିନ୍ଥ ଏବଂ ମାଟି ଧସି ୧୧ ଜଣଙ୍କର ମୃତ୍ୟୁ…

ହରିଙ୍କୁ ହରାଇ ହରି ବିଜୟୀ : ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ

ନୂଆଦିଲ୍ଲୀ : ହରିଙ୍କୁ ହରାଇ ହରି ବିଜୟୀ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ । ୟୁପିଏ ପ୍ରାର୍ଥୀ ବି. କେ. ହରିପ୍ରସାଦଙ୍କୁ ହରାଇ ସେ ବିଜୟୀ ହୋଇଛନ୍ତି । ହରିବଂଶଙ୍କୁ ମୋଟ୍ ୧୨୫ ଖଣ୍ଡ ଭୋଟ୍ ମିଳିଛି । ସେହିପରି ହରିପ୍ରସାଦଙ୍କ ଖାତାରେ…

ଗୁମ୍ଫାରେ ୧୫ ବର୍ଷ ଧରି ଦୁଷ୍କର୍ମ ଶିକାର ମହିଳା ଉଦ୍ଧାର

ଯେତେବେଳେ ତାକୁ ମାତ୍ର ୧୩ ବର୍ଷ ହୋଇଥିଲା ଝିଅଟି ନିଖୋଜ ହୋଇଯାଇଥିଲା । ଦୀର୍ଘ ୧୫ ବର୍ଷ ପରେ ଏକ ଗୁମ୍ଫାରୁ ଉଦ୍ଧାର ହୋଇଛି । ତାକୁ ଏବେ ୨୮ ବର୍ଷ । ହେଲେ ଏଇ ୧୫ ବର୍ଷ ଭିତରେ ସେ ଅନେକଥର, ବାରମ୍ବାର ଦୁଷ୍କର୍ମର ଶିକାର ହୋଇଛି । ତାକୁ କୁହାଯାଇଥିଲା ଯେ ତା ଦେହରେ ଏକ ଆତ୍ମା ରହିଛି ।…