Below header

ପ୍ରବଳ ବର୍ଷା, କେରଳରେ ୨୨ ମୃତ

ଥିରୁବନନ୍ତପୁରମ : ପ୍ରବଳ ବର୍ଷା ଯୋଗୁଁ କେରଳର ବିଭିନ ସ୍ଥାନରେ ମାଟି ଧସି ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ବର୍ଷାର ପ୍ରକୋପ ଏଭଳି ରହିଥିଲା ଯେ କୋଚି ବିମାନ ବନ୍ଦରକୁ ଦୁଇ ଘଣ୍ଟା ପାଇଁ ବନ୍ଦ ରଖା ଯାଇଥିଲା । କେବଳ ଇଦ୍ଦୁକି ଜିଲ୍ଲାରେ କିନ୍ଥ ଏବଂ ମାଟି ଧସି ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.