କେନ୍ଦୁଝର : ଇଞ୍ଜିନିୟରିଂ କଲେଜରେ ରାଗିଂ ଅଭିଯୋଗ, ଜଣେ ଛାତ୍ରୀ ଗୁରୁତର

କେନ୍ଦୁଝର : କେନ୍ଦୁଝରରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ଅଭିଯୋଗ । ଛାତ୍ରୀନିବାସରେ ସିନିୟର ଛାତ୍ରୀଙ୍କ ରାଗିଂରେ ଜଣେ ଛାତ୍ରୀ ଗୁରୁତର ହୋଇପଡିଥିବା ସୂଚନା ମିଳିଛି। ଅସୁସ୍ଥ ଛାତ୍ରୀ ଜଣକ ହେଉଛନ୍ତି ୩ବର୍ଷର ତପସ୍ବିନୀ ସାହୁ । ଚିକିତ୍ସା ପାଇଁ ତପସ୍ବିନୀଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.