Below header

ବର୍ଷା ଯୋଗୁଁ ଆରମ୍ଭ ହୋଇନି ଲର୍ଡ଼ସ ଟେଷ୍ଟ

ଲଣ୍ଡନ୍‌ : ପୁଣି ଗୋଟିଏ ରୋମାଞ୍ଚକର ଟେଷ୍ଟ ମ୍ୟାଚ୍‌ ଦେଖିବାରୁ ବଞ୍ଚିତ ହୋଇଛନ୍ତି କ୍ରିକେଟ୍‌ ଫ୍ୟାନ୍‌ । ଏପର୍ଯ୍ୟନ୍ତ ଟସ୍‌ ବି ପଡ଼ି ପାରିନାହିଁ । ବର୍ଷା କାରଣରୁ ଆଗୁଆ ଲଞ୍ଚ ନିଆଯାଇଛି । ତଥାପି ଖେଳ ଆରମ୍ଭ ହୋଇ ପାରିନାହିଁ । ପିଚ୍‌କୁ ଘୋଡ଼ାଇ ରଖା ଯାଇଛି । ଚଳିତ ପାଞ୍ଚ ମ୍ୟାଚ୍‌ର ସିରିଜ୍‌ରେ ପ୍ରଥମ ଟେଷ୍ଟ ଜିତି ଘରୋଇ ଇଂଲଣ୍ଡ ଦଳ ଆଗୁଆ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.