Below header

ମୃତ ପିଲାକୁ ଧରି ସମୁଦ୍ରରେ ବୁଲୁଛି ତିମି ମାଛ

ଓ୍ଵାଶିଂଟନ୍‌ : ଏମିତି କିଛି ଆଚମ୍ବିତ କଥା ଦେଖିବାକୁ ମିଳେ ଏଇ ଦୁନିଆରେ । ସାରା ବିଶ୍ୱରେ ଭାଇରାଲ ହୋଇଥିବା ଭିଜୁଆଲରୁ ଦୃଶ୍ୟମାନ ହେଉଛି ଏକ ତିମି ମାଛ ଗତ ଦୁଇ ସପ୍ତାହରୁ ଅଧିକ ହେବ ତାର ସଦ୍ୟଜାତ ମୃତ ପିଲାଟିକୁ ଧରି ସମୁଦ୍ରରେ ବୁଲୁଛି । ଓ୍ଵାଶିଂଟନ୍‌ର ଅଲିମ୍ପିକ ପେନିନଶୁଲା ପାଖରେ ଏହି ତିମି ମାଛଟିକୁ ଦେଖିବାକୁ ମିଳିଛି । ସେ ନବଜାତ ମୃତ ଶାବକଟିକୁ ଧରି ବୁଲୁଛି । ଗତ ଜୁଲାଇ ୨୪ ତାରିଖରୁ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ତିମି ମାଛଟିକୁ ଏକ ବିଶେଷଜ୍ଞ ଟିମ୍‌ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.