Below header

ଘଟଗାଁରେ ୯୫ ଲିଟର ମଦ ଜବତ : ୫ ଗିରଫ

ଘଟଗାଁ : ଅବକାରୀ ବିଭାଗ ପକ୍ଷରୁ ଘଟଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଶୀ ଓ ବିଦେଶୀ ମଦ ବିକ୍ରୀ ହେଉଥିବା ସ୍ଥାନ ଗୁଡିକରେ ଚଢ଼ାଉ କରି ୯୫ ଲିଟର ମଦ ଜବତ କରିବା ସହିତ ୫ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ପର୍ଶୁରାମ ନାଏକ, ବିଦ୍ୟାଧର ମହାନ୍ତ, ରୁକ୍ମଣୀ ମୁଣ୍ଡା, ନବ ମୁଣ୍ଡା ଓ ରାମ ମାଝୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.