ରାଜ୍ୟ

ପୁରୀ ଗଡିଶାଗଦା ଥାନା ଶ୍ରୀମୁକୁନ୍ଦପୁର ଇଶାଣେଶ୍ୱର ମନ୍ଦିରରୁ ଚୋରି

ପୁରୀ (କେନ୍ଯୁଜ୍): ମନ୍ଦିରରୁ ଚୋରି । ପୁରୀ ଗଡିଶାଗଦା ଥାନା ଶ୍ରୀମୁକୁନ୍ଦପୁର ଇଶାଣେଶ୍ୱର ମନ୍ଦିରରୁ ଚୋରି । ସୂଚନା ଥାଉକି,  ପୂରାତନ ମନ୍ଦିରରୁ ରାଧାକୃଷ୍ଣ ଓ ଶିବ…

2 years ago

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ, ୫ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ

ବ୍ରହ୍ମପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍‌ସ ପକ୍ଷରୁ…

2 years ago

ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ, ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସାମୟିକ ଭାବେ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଖବର ଅନୁଯାୟୀ, ଗତକାଲି ରାତିରେ ଦୁଇଟି ଜଙ୍ଗଲୀ…

2 years ago

ଆଜି ଫାଲଗୁନ ଶୁକ୍ଲ ସପ୍ତମୀ: ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୫ ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି । ଆଜି ଫାଲଗୁନ ଶୁକ୍ଲ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ହେବ ବନକଲାଗି ନୀତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ…

2 years ago

ରାଜ୍ୟ ସରକାର ଐତିହାସିକ ସଫଳତା: ଖଣି ବିଭାଗର ରେକର୍ଡ ରାଜସ୍ୱ ସଂଗ୍ରହ

ଭୁବନେଶ୍ବର(କେନ୍ଯୁଜ୍): 5T ରୂପାନ୍ତରଣରେ ବୈପ୍ଲବିକ ପରିବର୍ତ୍ତନ । ଖଣି ବିଭାଗର ରେକର୍ଡ ରାଜସ୍ୱ ସଂଗ୍ରହ। ଖଣି ରାଜସ୍ୱ ସଂଗ୍ରହରେ ଐତିହାସିକ ସଫଳତା ପାଇଛନ୍ତି ରାଜ୍ୟ ସରକାର। ୨୦୨୧-୨୨…

2 years ago

ୟୁକ୍ରେନର ସୁମିରୁ ଉଦ୍ଧାର ହେଲେ ୧୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ, ଦୁଇ ସପ୍ତାହ ହେଲା ଫସି ରହିଥିଲେ

କେନ୍ଯୁଜ୍: ୟୁକ୍ରେନର ସୁମିରୁ ଉଦ୍ଧାର ହେଲେ ଆଉ ୭୦୦ ଭାରତୀୟ ଛାତ୍ରଛାତ୍ରୀ । ୧୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ଉଦ୍ଧାର ହୋଇଛନ୍ତି । ଏହି ସବୁ…

2 years ago

କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ଏଆଇସିଟିଇ ଲୀଳାବତୀ ସମ୍ମାନ ୨୦୨୧-୨୨

ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏଆଇସିଟିଇ ଲୀଳାବତୀ ସମ୍ମାନ ୨୦୨୧-୨୨ ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଏକ…

2 years ago

ଜୋର ଧରିଛି ପ୍ରଚାର: ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ

ଭୁବନେଶ୍ବର(କେନ୍ଯୁଜ୍): ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ । ଚଳିତ ନିର୍ବାଚନ ପାଇଁ ୩୬୦ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୨ଜଣ ମେୟର ପ୍ରାର୍ଥୀ…

2 years ago

ସମବାୟ ସମିତି କାର୍ଯ୍ୟାଳୟରେ ଭଙ୍ଗାରୁଜା, ଅଫିସ ଭାଙ୍ଗିବା ସହ ଗାଳି ଗୁଲଜ କରି ହଙ୍ଗାମା କଲେ ଲୋକେ

ବାଙ୍କୀ (କେନ୍ୟୁଜ) : ସରକାରୀ କାର୍ଯ୍ୟାଳୟରେ ପଶି ହୋହାଲ୍ଲା। ବାଙ୍କୀ ଥାନା ଅନ୍ତର୍ଗତ ଢ଼ଂସର ସେବା ସମବାୟ ସମିତିରେ ଧାନମଣ୍ଡି ସମସ୍ୟା ଓ ନିଲମ୍ବିତ ସମିତି ସମ୍ପାଦକଙ୍କୁ…

2 years ago

ହତ୍ୟା ନା ଆତ୍ମହତ୍ୟା ? ୭ ମାସ ତଳେ ବିବାହ କରିଥିବା ବୋହୂର ସନ୍ଦେହଜନକ ମୃତ୍ୟୁ, ଅଭିଯୋଗ ଆଣିଲେ ବାପ ଘର ଲୋକେ

ମାଲକାନଗିରି (କେନ୍ୟୁଜ): ୭ ମାସ ତଳେ ବିବାହ କରି ନୂତନ ଜୀବନ ଆରମ୍ଭ କରିଥିବା ବୋହୂର ସନ୍ଦେହଜନକ ମୃତ୍ୟୁ । ବାପ ଘର ଲୋକେ ହତ୍ୟା ଅଭିଯୋଗ…

2 years ago