Below header
Browsing Category

ରାଜ୍ୟ

ଓଡ଼ିଶା ଅଲିମ୍ପିକ୍‌ ସଂଘ ଓଡ଼ିଆ ଅଲିମ୍ପିଅନ୍‌ଙ୍କ ପାଇଁ ଘୋଷଣା କଲା ଅର୍ଥ ପୁରସ୍କାର

କଟକ(କେନ୍ଯୁଜ୍) : ଓଡିଆ ଅଲିମ୍ପିଆନଙ୍କ ପାଇଁ ଓଡିଶା ଅଲିମ୍ପିକ୍ ଆସୋସିଏସନର ପୁରସ୍କାର ଘୋଷଣା । ସ୍ୱର୍ଣ୍ଣ ପଦକ ଜିତିଲେ ୫ ଲକ୍ଷ, ରୌପ୍ଯ ପଦକ ପାଇଁ ୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ୬ ଜଣ ଓଡିଆ କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସରେ ଭାଗ…

ସ୍କୁଲ ପରିସରରେ କିରାଣୀଙ୍କ ମଦ୍ୟପାନ! ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଭିଡିଓ

ଯାଜପୁର ଟାଉନ୍(କେନ୍ଯୁଜ୍): ସ୍କୁଲ ପରିସରରେ କିରାଣୀଙ୍କ ମଦ୍ୟପାନ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ । ଆଉ ଭାଇରାଲ ହେବା ପରେ ଏବେ ତେଜିଛି ବିବାଦ। ଯାଜପୁର ବିଂଝାରପୁର ବ୍ଲକ କପିଳା ରାହାସ ଗୁହାଳି ସ୍ଥିତ ଭାସ୍କର ସାମଲ ସରକାରୀ ବିଦ୍ୟାଳୟ ପରିସରରେ କିରାଣୀ ଅନିଲ ସାମଲ ମଦ୍ୟପାନ କରୁଥିବା…

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଥିବା ସାଇ ସରସ୍ୱତୀ ବିିଦ୍ୟାମନ୍ଦିର ସ୍କୁଲରେ ଅସନ୍ତୋଷ, ଗୁଣ୍ଡା ଲଗେଇ ଭଙ୍ଗା ଯାଇଥିବା…

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଚିନ୍ତାମଣିଶ୍ୱର ଅଂଚଳରେ ଥିବା ସାଇ ସରସ୍ୱତୀ ବିିଦ୍ୟାମନ୍ଦିର ସ୍କୁଲରେ ଅସନ୍ତୋଷ । ଗୁଣ୍ଡା ଲଗେଇ ଭଙ୍ଗା ଯାଇଥିବା ଅଭିଯୋଗ ଆଣିଲେ ସ୍କୁଲ ସମ୍ପାଦିକା ଲଷ୍ମୀ ପାଣିଗ୍ରାହୀ । ଗତକାଲି ବିଳମ୍ବିତ ରାତିରେ ୫୦ରୁ ଅଧିକ ଗୁଣ୍ଡା ଲଗେଇ ସ୍କୁଲକୁ ଭାଙ୍ଗି ଥିବା…

ଶାଢୀ ଭିତରେ ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ଯର ଗଞ୍ଜେଇ ଚାଲାଣ: ମହିଳାଙ୍କ ସହ ୨ ଅଭିଯୁକ୍ତ ଗିରଫ

କଳାହାଣ୍ଡି(କେନ୍ଯୁଜ୍): ଶାଢୀ ଭିତରେ ଚାଲିଥିଲା ଗଞ୍ଜେଇ ଚାଲାଣ । ପୋଲିସ ହାବୁଡରେ ପଡିଗଲେ ମହିଳାଙ୍କ ସହ ୨ଅଭିଯୁକ୍ତ । ଶାଢୀ ନେଇ ଯାଉଥିବା ଏକ ବୋଲେରୋ ଭିତରୁ ୧୬୬ କେଜି ଗଞ୍ଜେଇ ସହ ୩ ଅଭିଯୁକ୍ତ ଗିରଫ କରିଛି କଳାହାଣ୍ଡି କେସିଙ୍ଗା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୁରୁଷ…

କଟକ: କମିଶନରେଟ୍‌ ପୋଲିସ୍ ପକ୍ଷରୁ ବାଲିଘାଟରେ ରେଡ୍‌, ୧୭ଟି ଟ୍ରକ୍ ଜବତ ସହ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା…

କଟକ(କେନ୍ଯୁଜ୍): ବାଲିଘାଟରେ ରେଡ୍‌। କମିଶନରେଟ୍‌ ପୋଲିସର ଚଢ଼ାଉ କରି ୧୭ଟି ଟ୍ରକ ଜବତ କରିଛି। ବେଆଇନ ବାଲି ଉଠାଣ ଅଭିଯୋଗରେ ଚଢ଼ାଉ କରାଯାଇଛି। ବେଆଇନ ଚାଲାଣ ଅଭିଯୋଗରେ ୧୭ଟି ଟ୍ରକ ଜବତ କରାଯିବା ସହ ୧୭ ଜଣଙ୍କୁ ଅଟକ ରଖାଯାଇଛି। ଏଥିସହ ସଦର ତହସିଲ୍‌ ପକ୍ଷରୁ ୫ ଲକ୍ଷରୁ ଉର୍ଦ୍ଧ୍ୱ…

ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲାକନିଗିରି(କେନ୍ଯୁଜ୍): ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ। ମାଲାକନିଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଜି କୋରାପୁଟ ପରେ ମାଲକାନଗିରି ଗସ୍ତରେ ଆସିଥିଲେ ପୋଲିସ ଡିଜି ଅଭୟ। ମାଓ ରଣନୀତି…

ଏମତି ବି ଆସେ ମୃତ୍ୟୁ: ଚାଲୁ ଚାଲୁ ଟଳିପଡିଲେ, ଚାଲିଗଲା ଜୀବନ

ପିପିଲି(କେନ୍ଯୁଜ୍): ଏମତି ବି ଆସେ ମୃତ୍ୟୁ । ଚାଲୁ ଚାଲୁ ଟଳିପଡିଲେ । ଚାଲିଗଲା ଜୀବନ । ସିସିଟିଭିରେ କଏଦ ହେଲା ମୃତ୍ୟୁର ସମସ୍ତ ଦୃଶ୍ୟ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତ ହନୁମନ୍ତ ପାଟଣା ଗାଁର ବାସୁଦେବ ବାରିକ ସାର କିଣିବା ପାଇଁ ଉତ୍ତରା ଛକକୁ ଯାଇଥିଲେ ।…

ACF ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା, ଏସପିଙ୍କ ଉପସ୍ଥିତିରେ ଡେମୋ ଦେଖାଇଲେ ରୋଷେୟା

ଗଜପତି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ । ଗତକାଲି ରାତିରେ ଡେମୋ ଦେଖାଇଛନ୍ତି ରୋଷେୟା । ଏସପି ଖୋଦ୍‌ ଉପସ୍ଥିତ ରହିଥିଲେ । କେମିତି ରୋଷେୟା ଘରକୁ ଯାଇଥିଲେ, କେଉଁମାନେ ଉପସ୍ଥିତ ଥିଲେ, ସେନେଇ ଡେମୋ ଦେଖାଇଥିଲେ ରୋଷେୟା ।…

୨ ବନ୍ଧୁକ ବେପାରୀଙ୍କୁ ଗିରଫ କଲା STF: ୧୦ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ବର(କେନ୍ଯୁଜ୍): ୨ ବନ୍ଧୁକ ବେପାରୀଙ୍କୁ ଗିରଫ କଲା STF। ଖୋର୍ଦ୍ଧା ଜଙ୍କିଆରୁ ୨ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି STF। ସେମାନଙ୍କ ନିକଟରୁ ୧୦ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ କରାଯାଇଛି। ବନ୍ଧୁକ କାରବାର ନେଇ ଅଧିକ ତଦନ୍ତ କରୁଛି STF।

ଜନ୍ତାରେ ପଡିଲା ଆମ୍ବଖିଆ ଭାଲୁ, ୪ଦିନ ହେଲା ନୂଆପଡା ଜିଲ୍ଲାପାଳଙ୍କ ବାସଭବନରେ ଖେଳାଇଥିଲା ଆତଙ୍କ

ନୂଆପଡା(କେନ୍ଯୁଜ୍): ଧରାପଡିଲା ଆମ୍ବଖିଆ ଭାଲୁ । ୪ଦିନ ହେଲା ନୂଆପଡା ଜିଲ୍ଲାପାଳଙ୍କ ବାସଭବନରେ ଖେଳାଇଥିଲା ଆତଙ୍କ । ଭାଲୁଟି ଲଗାତାର କିଛିଦିନ ଧରି ଜିଲ୍ଲାପାଳଙ୍କ ବାସଭବନରେ ପଶି ଆମ୍ବ ଖାଇ ଚାଲି ଯାଉଥିଲା । ଭାଲୁକୁ ଧରିବାକୁ ଦୁଇଦିନ ହେବ ଯନ୍ତା ଲଗାଇ ବସିଥିଲା ବନ ବିଭାଗ । ଶେଷରେ…

ଅଧାରେ ରହିଗଲା ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କ ପ୍ରତଶୃତି, ଘଞ୍ଚ ଜଙ୍ଗଲ ଘେରା କୋରାପୁଟର ରିନାଙ୍କୁ ଦେଇଥିଲେ ଏଇ…

ଜୟପୁର(କେନ୍ଯୁଜ୍): ସୁଦୁର ଆଫଗାନିସ୍ତାନରେ ଚାଲିଗଲା ଜୀବନ । ହେଲେ ପାହାଡି କୋରାପୁଟ ଘଞ୍ଚ ଜଙ୍ଗଲ ଭିତରେ ମୃତକଙ୍କୁ ନେଇ କୋହ ଥମିବାର ନା ଧରୁନି । କାରଣ କିଛି ଫଟୋରେ ଆଉ ପ୍ରତଶୃତିର କଥାରେ ରହିଥିଲା ସମ୍ପର୍କ । ଏ ହେଉଛି ଜଣାଶୁଣା ଆନ୍ତର୍ଜାତୀୟ ଫଟୋ ସାମ୍ବାଦିକ ଦାନିଶଙ୍କ କଥା । ଯାହାର…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୨୧୫ ନୂଆ ପଜିଟିଭ୍‌ ଚିହ୍ନଟ, ୬୬ ଆକ୍ରାନ୍ତ ମୃତ

ଭୁବନେଶ୍ବର(କେନ୍ଯୁଜ୍): ଚିନ୍ତା ବଢାଉଛି ଖୋର୍ଦ୍ଧା ଓ କଟକ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୨୧୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧାରୁ ୪୮୩ ଓ କଟକରୁ ୩୪୮ ନୂଆ କେସ୍‌ ରହିଛି। ଯାହା ଟେନସନର କାରଣ ପାଲଟିଛି। ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ…