୨ ବନ୍ଧୁକ ବେପାରୀଙ୍କୁ ଗିରଫ କଲା STF: ୧୦ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ବର(କେନ୍ଯୁଜ୍): ୨ ବନ୍ଧୁକ ବେପାରୀଙ୍କୁ ଗିରଫ କଲା STF। ଖୋର୍ଦ୍ଧା ଜଙ୍କିଆରୁ ୨ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି STF। ସେମାନଙ୍କ ନିକଟରୁ ୧୦ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ କରାଯାଇଛି।

ବନ୍ଧୁକ କାରବାର ନେଇ ଅଧିକ ତଦନ୍ତ କରୁଛି STF।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.